ବ୍ରେକ ଅପ୍‌ ପରେ ଅରବାଜଙ୍କୁ ମନେ ପକାଉଛନ୍ତି ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ଚାରି ବର୍ଷ ଏକାଠି ରହିବା ପରେ ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିୟାନି ଅଲଗା ହୋଇଯାଇଛନ୍ତି। ନିକଟରେ ଏହି କପଲ ସେମାନଙ୍କ ବ୍ରେକ ଅପ୍‌ ବିଷୟରେ…

ମଦ ଦୁର୍ନୀତି ମାମଲା: ସିସୋଡିଆଙ୍କୁ ମିଳିଲାନି ଆଶ୍ୱସ୍ତି, ଜାନୁୟାରୀ ୧୦ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ବୃଦ୍ଧି

ନୂଆଦିଲ୍ଲୀ,୧୧।୧୨: ଦିଲ୍ଲୀର ଏକ କୋର୍ଟ ସୋମବାର ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜାନୁୟାରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି…

ସୋସିଆଲ ମିଡ଼ିଆ ଏବଂ ଛାପା ଗଣମାଧ୍ୟମରେ ଚାଲିଛି ବେଆଇନ ଋଣ ଛାଡ ଅଭିଯାନ, ଚେତାବନୀ ଦେଲା ଆରବିଆଇ

ନୂଆଦିଲ୍ଲୀ,୧୧।୧୨: ଆପଣ ବ୍ୟାଙ୍କରୁ ଋଣ ନେଇଛନ୍ତି କି? ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଋଣ ଛାଡ ପାଇଁ ଏକ ଅଫର ପାଇଛନ୍ତି କି? ଖବର କାଗଜରେ ଋଣ…

ଜ୍ଞାନବାପି ସର୍ଭେ ମାମଲା: ଏଏସ୍‌ଆଇକୁ ମିଳିଲା ଆଉ ଗୋଟେ ସପ୍ତାହର ସମୟ

ବାରାଣସୀ,୧୧ା୧୨: ବିବାଦୀୟ ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ କରି ରିପୋର୍ଟ ଦାଖଲ ଲାଗି ବାରାଣସୀ ଜିଲା ଅଦାଲତ ସୋମବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ…

ଏଏଫ୍‌ସି କପ୍‌: ବିଜୟ ସହ ନକ୍ ଆଉଟରେ ଓଏଫ୍‌ସି

ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍‌ସି କପ୍‌ର ମ୍ୟାଚ୍‌ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ବିଜୟ ସହିତ ଏଏଫ୍‌ସି କପ୍‌ର ନକ୍ ଆଉଟ…

ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍‌ ରାଜ୍ୟ ସଭାରେ ପାରିତ

ନୂଆଦିଲ୍ଲୀ,୧୧।୧୨: ରାଜ୍ୟ ସଭାରେ ସୋମବାର ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍‌, ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ୨୦୨୩ ପାରିତ ହୋଇଛି। ଆଲୋଚନା ପରେ ଭଏସ…

ବିଧାୟକ ଦଳ ବୈଠକରେ ବସିଥିଲେ ପଛରେ, ନିଜ ନାଁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ମୋହନ ଯାଦବ

ଭୋପାଳ,୧୧।୧୨: ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସସ୍‌ପେନ୍ସ ଶେଷ ହୋଇଛି। ସୋମବାର ଭୋପାଳରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ମୋହନ ଯାଦବଙ୍କ ନାମ ଘୋଷଣା କରାଯାଇଛି।…

ଘୋଷଣା ହେଲା ଆଇପିଏଲ୍ ୨୦୨୪ ପ୍ଲେୟାର ନିଲାମ ତାଲିକା, ଓଡ଼ିଶାର ଦୁଇ ଖେଳାଳି ପାଇଲେ ସୁଯୋଗ

ମୁମ୍ବାଇ,୧୧।୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପ୍ଲେୟାର ନିଲାମ ପାଇଁ ରୋଷ୍ଟର ପ୍ରକାଶିତ ହୋଇଛି। ଦୁବାଇର କୋକାକୋଲା ଏରେନାରେ ଡିସେମ୍ବର ୧୯, ୨୦୨୩ ରେ ଏହି…

ଡିସେମ୍ବର ୧୩ରେ ଶପଥ ନେବେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

ରାୟପୁର,୧୧।୧୨: ଛତିଶଗଡର ଆଦିବାସୀ ନେତା ବିଷ୍ଣୁ ଦେଓ ସାଏ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଡିସେମ୍ବର ୧୩ ଅର୍ଥାତ୍‌ ବୁଧବାର ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟାରେ ରାୟପୁରରେ…

ୟୁକ୍ରେନର ରାଜଧାନୀ କିଭ୍‌ରେ ଏୟାର ଷ୍ଟ୍ରାଇକ କଲା ରୁଷିଆ, ୨ ଜଣ ଆହତ

କିଭ୍‌,୧୧।୧୨: ୟୁକ୍ରେନର ରାଜଧାନୀ କିଭ୍‌ରେ ଏକ ବଡ଼ ବିସ୍ଫୋରଣ ହୋଇଛି। ୟୁକ୍ରେନ ରାଜଧାନୀର ମେୟର ଭିଟାଲି କ୍ଲିଚକୋ ସୋମବାର କହିଛନ୍ତି , ରୁଷିଆ ରାତିସାରା କିଭ୍‌ରେ ଏୟାର…