ଜୀବନକାଳକୁ ଆକଳନ କରିପାରିବ ଏଆଇ ମଡେଲ

ନୂଆଦିଲ୍ଲୀ,୨୬ା୧୨(ପି.ଟି.): ଗବେଷକମାନେ ଏଭଳି ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ବିକଶିତ କରିଛନ୍ତି, ଯାହା ମାନବର ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଓ ଆୟ ସମ୍ପର୍କିତ ଇତିହାସ ସମ୍ପର୍କରେ ଜଣାଇଦେବ।…

ଡୋନାଲ୍ଡ ଟ୍ରମ୍ଫଙ୍କୁ ସହଯୋଗ କଲେ ପତ୍ନୀ ମେଲାନିଆ

ଓ୍ବାଶିଂଟନ,୨୬।୧୨: ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ, ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ବହୁତ ଲୋ ପ୍ରୋଫାଇଲ ମେଣ୍ଟେନ କରୁଥିଲେ ଏବଂ ଚର୍ଚ୍ଚାରୁ ଦୂରେଇ ରହିଥିଲେ, କିନ୍ତୁ…

ଇସ୍ରାଏଲ୍‌ ଆକ୍ରମଣରେ ୧୦୬ ମୃତ

ଜେରୁଜେଲମ୍‌/ଡେଇର୍‌ ଅଲ୍‌-ବଲାହ,୨୬ା୧୨: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ୧୫ ସୈନ୍ୟ ନିହତ ହେବା ପରେ ଜେରୁଜେଲମ୍‌ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି। ରବିବାର ରାତିରେ ଇସ୍ରାଏଲୀ ସେନାର ବୋମାମାଡ଼ରେ…

ଡକାୟତଙ୍କ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ

ଅବୁଜା,୨୬।୧୨: ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି। ସୋମବାର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ରବିବାର ଡକାୟତମାନେ ବିଭିନ୍ନ ସମ୍ପ୍ରଦାୟ…

ବ୍ରାଜିଲକୁ ବାସନ୍ଦ ଧମକ ଦେଲା ଫିଫା, ଜାଣନ୍ତୁ କାରଣ…

ରିଓ ଡି ଜେନେରୋ, ୨୫ା୧୨: ବ୍ରାଜିଲକୁ ବାସନ୍ଦ କରିବାକୁ ଧମକ ଦେଇଛି ଫିଫା। ବ୍ରାଜିଲ ଫୁଟବଲ ସଂଘର ସଭାପତି ନ ଥିବାରୁ ଜାନୁୟାରୀ ସୁଦ୍ଧା ନୂତନ ନିଯୁକ୍ତି…

ଆଖି ସମସ୍ୟା ଯୋଗୁ ବିଶ୍ୱକପ୍‌ରେ ଭଲ ବ୍ୟାଟିଂ କରିପାରି ନ ଥିଲେ ଏହି କ୍ରିକେଟର୍‌

ଢାକା,୨୬।୧୨: ଭାରତରେ ଖେଳାଯାଇଥିବା ଏକଦିବସୀୟ ବିଶ୍ୱକପ୍‌ରେ ଶାକିବ ଅଲ ହାସନ ବାଂଲାଦେଶର ଦାୟିତ୍ୱ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ସହିତ ଶାକିବ ବହୁତ ଖରାପ ଫର୍ମରେ ନଜର ଆସିଥିଲେ।…

ଇସ୍ରାଏଲ ଜିତିବା ପର୍ଯ୍ୟନ୍ତ ଜାରି ରହିବ ଯୁଦ୍ଧ, ହମାସକୁ ଚେତାବନୀ ଦେଲେ ନେତାନ୍ୟାହୁ

ତେଲ ଆଭିବ,୨୬।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜା ଅଞ୍ଚଳରେ ହମାସ ଦ୍ୱାରା ବନ୍ଧକ ରଖିଥିବା ସାଧାରଣ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ…

ଆଜି ପଞ୍ଜାବ ଏଫ୍‌ସିକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,୨୫ା୧୨(ସରୋଜ ଜେନା): ପ୍ରଥମ ଥର ଇଣ୍ଡିଆନ୍‌ ସୁପର ଲିଗ୍‌ ଖେଳୁଥିବା ପଞ୍ଜାବ ଏଫ୍‌ସିକୁ ମଙ୍ଗଳବାର ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଭେଟିବ ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ପଞ୍ଜାବ ନିଜର…

ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା: ପ୍ରାର୍ଥୀପତ୍ର କଲେ ଦାଖଲ

ଇସଲାମାବାଦ୍‌,୨୬।୧୨: ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାାଚନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ଖାଇବର ପାଖ୍ଟନଖୱାର ବନେର ଜିଲାରେ…

ସିନିୟର ଇରାନୀ କମାଣ୍ଡରଙ୍କୁ ନିହତ କଲା ଇସ୍ରାଏଲ ସେନା, ଏହାର ପ୍ରତିଶୋଧ ନେବାକୁ ପଣ କଲେ ରାଷ୍ଟ୍ରପତି

ଜେରୁଜେଲମ,୨୬।୧୨: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ର ବରିଷ୍ଠ କମାଣ୍ଡର ତଥା ସିରିଆ ଏବଂ ଲେବାନନ ଅପରେସନ ଦାୟିତ୍ୱରେ ଥିବା ସୟିଦ ରେଜା ମୋସାଭି…