ଜେଲେନକ୍ସିଙ୍କୁ ପଦରୁ ହଟାଇବା ପାଇଁ ଷଡ଼ଯନ୍ତ୍ର…

କିଭ,୩୧।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନରେ ଏକ କ୍ଷମତା ଦଖଲ ବିଦ୍ରୋହ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ରାଷ୍ଟ୍ରପତି…

କ୍ୟାଚଅପ୍‌ ବ୍ୟବହାର କରି ଜାଣନ୍ତୁ ସମ୍ପର୍କ ମଜବୁତ ଅଛି କି ନାହିଁ!

ସୋସିଆଲ ମିଡିଆରେ ଏକ ଅଜବ ଟ୍ରେଣ୍ଡ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳାମାନେ କେଚଅପ ଦ୍ୱାରା ନିଜ ରିଲେଶନଶିପ କେତେ ମଜବୁତ ପରଖୁଛନ୍ତି। ଏହାକୁ କ୍ୟାଚଅପ୍‌ ଚ୍ୟାଲେଞ୍ଜର…

ସ୍ବାମୀଙ୍କ ମଧ୍ୟରେ ଏହି ଗୁଣକୁ ଖୋଜିବେ ତୃପ୍ତି, କହୁ କହୁ କହିଦେଲେ ମନ କଥା

ବମ୍ବେ: ବ୍ଲକବଷ୍ଟର ବଲିଉଡ୍‌ ଫିଲ୍ମ ‘ଆନିମଲ’ରେ ଅଭିନୟ କରି ‘ନ୍ୟାଶନାଲ କ୍ରସ୍‌’ ଆଖ୍ୟା ପାଇଛନ୍ତି ଅଭିନେତ୍ରୀ ତୃପ୍ତି ଡିମ୍‌ରି। ୨୦୧୨ରୁ ଅଭିନୟ କରି ଆସୁଥିଲେ ହେଁ ତାଙ୍କୁ…

ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ ଜୟ ଶାହା, କ୍ରମାଗତ ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୩୧।୧: ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହା ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ। ଜୟ…

ଦାୟିତ୍ୱ ଗ୍ରହଣ କଲେ ଦକ୍ଷିଣାଞ୍ଚଳ ନୂତନ ଆଇଜି

ବ୍ରହ୍ମପୁର,ବ୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣାଞ୍ଚଳ ନୂତନ ଆଇଜି ଭାବେ ଜୟନାରାୟଣ ପଙ୍କଜ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ସେ ଦାଇତ୍ୱ…

ବିଗ୍‌ବସ୍‌ ଜିତିବାର ଖୁସି ମନାଇ ଫସିଲେ ମୁନାଓ୍ବର, ମାମଲା ରୁଜୁ କଲା ପୋଲିସ

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌ର ୧୭ତମ ସିଜନ ଶେଷ ହୋଇଛି। ମୁନାଓ୍ବର ଫାରୁକି ହୋଇଛନ୍ତି ଏହାର ବିଜେତା। ହୋଷ୍ଟ ତଥା ଅଭିନେତା ସଲମାନ ଖାନ୍‌ ଏନେଇ…

ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ଗାଡି ଉପରେ ଆକ୍ରମଣ

ନୂଆଦିଲ୍ଲୀ,୩୧।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍‌ ଉପରେ ବୁଧବାର ଆକ୍ରମଣ କରାଯାଇଛି। କାର୍‌ ଉପରକୁ ପଥର ଫିଙ୍ଗାଯାଇଛି। ଯେଉଁଥିରେ…

ସଲମାନ ଖାନଙ୍କ ନାଁରେ କାଷ୍ଟିଂ ସ୍କାମ, ପ୍ରଡକ୍ସନ କମ୍ପାନୀ ଜାରି କଲା ନୋଟିସ

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଡକ୍ସନ କମ୍ପାନୀ କାଷ୍ଟିଂରେ ଜାଲିଆତି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ସଲମାନ ଖାନଙ୍କ ନାମରେ କୌଣସି ଫିଲ୍ମ…

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ…

ଇଣ୍ଡିଆ ନେଇ ନୀତୀଶଙ୍କ ମନ୍ତବ୍ୟ: ମୁଁ ଆରମ୍ଭରୁ କହିଥିଲି ନାମ ଠିକ ନୁହେଁ, ମୋ କଥା କେହି ଶୁଣିଲେ ନାହିଁ, ଭିଡ଼ିଓ ଭାଇରାଲ…

ପାଟନା,୩୧।୧ : ନିକଟରେ ଆରଜେଡି ଛାଡି ଭାଜପା ସହ ସରକାର ଗଠନ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଏକତା ଉପରେ ଆକ୍ରମଣ କରିଛନ୍ତି। ନୀତୀଶ…