ମାତାଲ କାର୍‌ ଡ୍ରାଇଭରଙ୍କ ସିରିଜ୍‌ ଦୁର୍ଘଟଣା

ହିଞ୍ଜିଳିକାଟୁ,୧।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ୫୯ ନମ୍ବର ଜାତୀୟ ରାଜପଥ ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ- ସାରୁ ରାସ୍ତାରେ ଜଣେ ମଦ୍ୟପ କାର୍‌ ଚାଳକ ସିରିଜ୍‌ ଦୁର୍ଘଟଣା…

ବଜେଟରେ ୨୦୪୭ର ବିକଶିତ ଭାରତର ମୂଳଦୁଆକୁ ମଜଭୂତ କରିବାର ରହିଛି ଗ୍ୟାରେଣ୍ଟି: ମୋଦି

ନୂଆଦିଲ୍ଲୀ,୧।୨: ଗୁରୁବାର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ ଉପସ୍ଥାପନ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରରେ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ…

ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍‌ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…

ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର…

ଜେଲରେ ରାତି କାଟିବେ ସୋରେନ, ଆସନ୍ତା କାଲି ସ୍ବତନ୍ତ୍ର କୋର୍ଟ ଦେବେ ରାୟ

ନୂଆଦିଲ୍ଲୀ,୧।୨: ଜମି ଘୋଟାଲା ମାମଲାରେ ଜଡିତଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ହେମନ୍ତ ସୋରେନ ଗୋଟିଏ…

ଉଦଘାଟନ ଲାଗି ନିର୍ବାହୀ ଅଧିକାରୀଙ୍କୁ ଜଗିରହିଲେ ବିଧାୟିକା

ପୁରୁଷୋତ୍ତମପୁର,୧।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଗୁରବାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ ହୋଇଛି। ମାତ୍ର ଏହାକୁ ଉଦଘାଟନ କରିବାକୁ ଆସିଥିବା ଖଲ୍ଲିକୋଟ…

ହେମନ୍ତ ସୋରେନ ଗିରଫ ପରେ ୪ ବିଧାୟକଙ୍କ ମୋବାଇଲ ସୁଇଚ୍ ଅଫ, ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ହଲଚଲ ଆଶଙ୍କା

ନୂଆଦିଲ୍ଲୀ,୧।୨: ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଝାଡ଼ଖଣ୍ଡର ରାଜନୈତିକ ଦୃଶ୍ୟପଟ୍ଟ ଅନିଶ୍ଚିତା ଆଡକୁ ଠେଲି ହୋଇଯାଇଛି। ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି…

ବିଗ୍‌ ବସ୍‌ ପରେ ଅଙ୍କିତାଙ୍କ ହାତରେ ଲାଗିଲା ବଡ ଅଫର, ନାଗିନ୍‌ ୭ରେ ଆସିବେ ନଜର

ମୁମ୍ବାଇ: ବିଗ୍‌ ବସ୍‌ ୧୭ରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ରେ ଶ୍ରେଷ୍ଠ ୫ରେ ପହଞ୍ଚିଥିଲେ ମଧ୍ୟ ବିଜେତା ହୋଇପାରିଲେ ନାହିଁ । ହେଲେ…

ଘର ଖାଲି କରିଦେଲେ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ସେମାନଙ୍କର ଲସ ଆଞ୍ଜେଲସ ଘର ଖାଲି କରଦେଇଛନ୍ତି। କେବଳ ଏତିକି ନୁହେଁ, ଦୁହେଁ ବିକ୍ରେତାଙ୍କ ବିରୋଧରେ ଆଇନଗତ ମାମଲା…

୩୦୦ ବିଳାସପୂର୍ଣ୍ଣ କାର୍‌ ସାଙ୍ଗକୁ ବେସରକାରୀ ସେନା, ଜେଟର ମାଲିକ ଅଟନ୍ତି ମାଲେସିଆର ନୂଆ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧।୨: ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ରାଜା ହୋଇଛନ୍ତି। ୬୫ ବର୍ଷୀୟ ତାଙ୍କ ସହିତ ଆନୁମାନିକ ସମ୍ପତ୍ତି ୫.୭ ବିଲିୟନ ଡଲାର। ସୁଲତାନ ଇବ୍ରାହିମଙ୍କ…