ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ: ତାରାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତ ସମାଗମ

ପୁରୁଷୋତ୍ତମପୁର,୨।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଛନ୍ତି। ପାହାଡ ଚତୁଃପାର୍ଶ୍ୱ ଲୋକାରଣ୍ୟ…

ଉଇ ଲାଗି ନଷ୍ଟ ହେଲାଣି ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ

ରଣପୁର,୨ା୪ (ସୁକାନ୍ତ କିଶୋର ଡାକୁଆ):ରାଜ୍ୟ ସରକାର ବହୁ ପୁରଣା ଓ ବିପଦ ସଙ୍କୁଳରେ ଥିବା ସରକାରୀ କାର୍ଯ୍ୟାଳୟର ଗୃହକୁ ଭାଙ୍ଗି କୋଟି କୋଟି ଟଙ୍କା ମଞ୍ଜୁର କରି…

ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ୍ଦିରରେ ଶପଥ

ନୟାଗଡ଼,୨ା୪ (ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ପ୍ରସିଦ୍ଧ ଶୈବପୀଠ ଯାମୁପାଟଣାସ୍ଥିତ ଦୁତୀକେଶ୍ୱର ମନ୍ଦିରରେ ସୋମବାର ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କୁ…

୩ ଗାଁରେ ପାନୀୟ ଜଳ ଉତ୍କଟ

ନୟାଗଡ଼,୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲ୍ଳକ ବଡବାଣପୁର ପଞ୍ଚାୟତର ଭ୍ରମରବରପ୍ରସାଦର ଶିମଳିସାହି, ସିଦ୍ଧାମୂଳା ପଞ୍ଚାୟତର ଆନନ୍ଦନଗର, ସିଘାଂପଡ଼ା ପଞ୍ଚାୟତର ଖୁଣ୍ଟୁବନ୍ଧ ଗାଁରେ ପାନୀୟ ଜଳ ସଙ୍କଟ ଦେଖା…

ବେଆଇନ ଇଟାଭାଟି: ପୋଡ଼ା ଚାଲିଛି ଇଟା

ନାଉଗାଁ,୨ା୪(ସୁଧା ବେହୁରା):ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ତାପମାତ୍ରା ବୃଦ୍ଧିକୁ ନଜରରେ…

ଚାଷଜମି ସାଜିଛି ବାଲି ଚାଲାଣ ରାସ୍ତା

ପଟ୍ଟାମୁଣ୍ଡାଇ,୨ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବାଲି ସଇରାତଗୁଡ଼ିକୁ ଖଣି ବିଭାଗ ଅଦ୍ୟାବଧି ନିଲାମ ଦେଇ ନାହିଁ। ହେଲେ ପ୍ରତିଦିନ ବିଭିନ୍ନ ସଇରାତରୁ…

ଆଚରଣବିଧି ଲାଗୁ ପରେ ବି ହଟୁନି ନେତାଙ୍କ ହୋର୍ଡିଂ

ବ୍ରହ୍ମବରଦା,୨।୪(ଯଯାତି କେଶରୀ ବେହେରା):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସାରା ଦେଶରେ ଆଚରଣବିଧି ଲାଗୁ ହୋଇଛି। ଏ ନେଇ ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବାବେଳେ…

ସୁଆଣ୍ଡୋ ପରିଦର୍ଶନ କଲେ ପାଣ୍ଡିଆନ

ଭୁବନେଶ୍ୱର,ସାକ୍ଷୀଗୋପାଳ୨।୪(ସୁନିତ୍‌ ମିଶ୍ର/ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର):ପବିତ୍ର ଓଡ଼ିଶା ଦିବସ ଅବସରରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋମବାର ଓଡ଼ିଆ ଜାତିର ପୁଣ୍ୟ ଓ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ…

ଶାନ୍ତିଲତା ବାରିକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୪ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ…

ଭଜି ଭଜି ଚାଲିଗଲେ…

ଭୁବନେଶ୍ୱର, ୨।୪(ବନ୍ଦନା ସେଠୀ):ଭଜି ଭଜି ତୋ ନାମ ଚକାନୟନ, ମୋର ଯାଉ ଜୀବନ ପ୍ରଭୁ....। ୮୦ ଦଶକର ଏହି ଗୀତକୁ ଗାଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ଭଜନ…