୧୦ବର୍ଷ ପରେ ଲୋକ ସଭା ପାଇବ ବିରୋଧୀ ଦଳ ନେତା, ପୂର୍ବରୁ କିଏ ଥିଲେ

ନୂଆଦିଲ୍ଲୀ,୨୩।୬: ନିକଟରେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବୈଠକରେ କହିଥିଲେ ଯେ, ତାଙ୍କ ଦଶ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ…

NEET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସିବିଆଇର ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୩।୬: NEET ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ଏକ ନିୟମିତ ମାମଲା ରୁଜୁ କରିଛି। ଆଇପିସି ବିଭାଗ ୪୨୦, ଠକେଇ…

ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope

ମେଷ ଚତୁର୍ଥଭାବର ଶୁଭତ୍ୱ କାରଣରୁ ପାରିବାରିକ ପରିସ୍ଥିତି ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରର ଧିମାଗତିରୁ ମନସ୍ତାପ କରିବେ। ପ୍ରତ୍ୟୁଷ ଯାତ୍ରା, ଶିଳ୍ପ, ପରିବହନ ତଥା ବ୍ୟବସାୟରୁ ସୁଫଳ…

ଭାଜପା ସମୀକ୍ଷା ବୈଠକରେ ହାତାହାତି ହେଲେ କର୍ମୀ, ଭିଡିଓ ଭାଇରାଲ

ସିଦ୍ଧାର୍ଥନଗର,୨୩।୬: ଲୋକ ସଭା ନିର୍ବାଚନକୁ ନେଇ ଉତ୍ତର ପ୍ରଦେଶ ସିଦ୍ଧାର୍ଥନଗର ଜିଲାର ଏଟାୱା ବିଧାନସଭା ନିର୍ବାଚନମଣ୍ଡଳୀର ଜୁନ ୨୦ ସାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର…

ପରୀକ୍ଷା ପରିବର୍ତ୍ତେ, ଭାଜପା ସରକାରକୁ ରଦ୍ଦ କରିଦେବା ଭଲ:ଅଖିଳେଶ

ଲକ୍ଷ୍ନୌ,୨୩।୬: କାଗଜ ଲିକ ସମସ୍ୟା ହେତୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ୟୁଜିସି ନେଟ୍‌ ପରୀକ୍ଷା ବାତିଲ ହୋଇଛି। ଏଥି ସହିତ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲକୁ ନେଇ ବିରୋଧ…

ଏହିଦିନ ପୃଥିବୀରେ ଆସି ମାଡ଼ ହୋଇପାରେ ଧୂମକେତୁ; ବଡ଼ ଦାବି କଲା ନାସା

ନୂଆଦିଲ୍ଲୀ,୨୩।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ କାଳ୍ପନିକ ଆକଳନ କରି ଜାଣିପାରିଛି ଯେ ଭବିଷ୍ୟତରେ ଗୋଟିଏ ଧୂମକେତୁ ଆସି ପୃଥିବୀରେ ମାଡ଼ ହେବାର ୭୨%…

ଖାର୍ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ, ଦଳୀୟ ନେତା ହେବେ…

ନୂଆଦିଲ୍ଲୀ,୨୩ା୬: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖାର୍ଗେଙ୍କୁ ଶନିବାର ଭେଟିଛନ୍ତି ଓଡ଼ିଶାର ୬ କଂଗ୍ରେସ ବିଧାୟକ। କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଖାର୍ଗେଙ୍କୁ ଭେଟିଛନ୍ତି।…

କାନାଡା ଉପରେ ରାଗିକି ନିଆଁବାଣ ହେଲେ ଏସ୍‌.ଜୟଶଙ୍କର: ଦେଲେ ଚେତାବନୀ

ନୂଆଦିଲ୍ଲୀ,୨୩।୬:କାନାଡା ସଂସଦରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଏବେ ଭାରତରୁ ଏକ ପ୍ରତିକ୍ରିୟା ଆସିଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର…

ସିଜେଆଇଙ୍କ ମାନବିକତା, ସହ କର୍ମୀଙ୍କ ପାଇଁ ଖୋଲିଦେଲେ ଗେଷ୍ଟ ରୁମ

ନୂଆଦିଲ୍ଲୀ,୨୩।୬: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ତାଙ୍କର ସରଳତା ଏବଂ ସାଧାରଣ ଜୀବନ ପାଇଁ ସାରା ଦେଶରେ ପ୍ରସିଦ୍ଧ। ସିଜେଆଇ ଚନ୍ଦ୍ରଚୁଡଙ୍କ ସହକର୍ମୀ…

ଯାହା ଯୁବରାଜ କରିପାରି ନ ଥିଲେ, ତାହା କରିଦେଖାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ରେ ଭାରତ ସୁପର-୮ ମ୍ୟାଚରେ ବାଂଲାଦେଶକୁ ୫୦ ରନରେ ପରାସ୍ତ କରିଛି। ଏହି ବିଜୟରେ ଭାରତର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ…