ବିହାର ଲୋକ ସଭା ରେଜଲ୍ଟ, ଜାଣନ୍ତୁ କିଏ ଆଗରେ…

ନୂଆଦିଲ୍ଲୀ,୪।୬: ବିହାରର ୪୦ଟି ଲୋକସଭା ଆସନ ପାଇଁ ଗଣତି ଭୋଟ ଗଣତି ଚାଲୁ ରହିଥିବାବେଳେ ଏନ୍‌ଡିଏ ଆଗରେ ରହିଛି। ୩୪ ଆସନରେ ଲିଡ୍‌ ଜାରି ରଖିଥିବା ଏନ୍‌ଡିଏର…

ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଆଗରେ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ ଗଣତି। ଏହି କ୍ରମରେ ଚିତ୍ରକୋଣ୍ଡାବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଡମ୍ବରୁ ସିସା ୨୨ ରାଉଣ୍ଡ ସୁଦ୍ଧା ୩୮,୫୬୪ ଖଣ୍ଡ…

ହାରିଗଲେ ଦୀପାଳି, ଝାରସୁଗୁଡ଼ାରେ ଫୁଟିଲା ପଦ୍ମ

ଝାରସୁଗଡ଼ା,୪।୬: ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ୨୦୨୪ ଲୋକସଭା ନିର୍ବାଚନ…

ଏନଡିଏକୁ ବହୁମତ, ହେଲେ ଭାଜପାକୁ ଝଟ୍‌କା, ମୋଦିଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ,୪।୬: ବଳଦି ଯାଇଛି ଭାଜପାର ସବୁ ଗଣିତ। ଲୋକ ସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା କରିବା ବର୍ତ୍ତମାନ ସବୁଠାରୁ ଆକର୍ଷଣୀୟ ହୋଇଛି। ଏପର୍ଯ୍ୟନ୍ତ, ଟ୍ରେଣ୍ଡ ଦର୍ଶାଉଛି ଯେ…

ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗୁଆ

ପୁରୁଷୋତ୍ତମପୁର,୪।୬(ସିମାଞ୍ଚଳ ମିଶ୍ର):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୩,୪୪୫ ଭୋଟରେ…

ସାଲେପୁର ବିଧାନସଭା ଆସନ: ୯ମ ରାଉଣ୍ଡରେ ଅରିନ୍ଦମଙ୍କୁ ପଛରେ ପକାଇଲେ ପ୍ରଶାନ୍ତ

କଟକ,୪ା୬(କାର୍ତ୍ତିକ ସାହୁ): ମଙ୍ଗଳବାର ସାରା ରାଜ୍ୟରେ ଚାଲିଛି ଭୋଟ୍‌ ଗଣତି। ଏହି ବିଧାନସଭା ଆସନରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ବିଜେଡି…

ବିଷମକଟକରେ ବିଜେଡି ଆଗୁଆ

ବିଷମକଟକ,୪।୬: ରାୟଗଡାର ବିଷମକଟକ ବିଧାନସଭା ଆସନରେ ବିଜେଡି ଆଗୁଆ ଅଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ଜଗନ୍ନାଥ ନୁଣ୍ଡୁରୁକା ୧୪୩୬୯, ବିଜେଡ଼ିର ଜଗନ୍ନାଥ ସାରାକା ୨୫୭୦୫,…

ଭୁଲ୍‌ ପ୍ରମାଣିତ ହେଲା ଏକ୍‌ଜିଟ୍‌ ପୋଲ! ଏନଡିଏଠାରୁ ମାତ୍ର ଏତିକି ଦୂରରେ ଇଣ୍ଡିଆ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଗଣତି ଜାରି ରହିଛି। ଏନଡିଏ ୨୮୯ ଆସନରେ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୬ ସିଟରେ ପହଞ୍ଚିଛି। ଏହି ସମୟରେ, ଏକ୍‌ଜିଟ୍‌…

କଣ୍ଟାବାଞ୍ଜିରେ ହେଉଛି କଡା ଟକ୍କର, ଲକ୍ଷ୍ମଣ ବାଗଙ୍କ ଠାରୁ ୮୨୮ ଭୋଟରେ ଆଗରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୪।୬: ଚାଲିଛି ମତଗଣନା। ତେବେ ଓଡ଼ିଶାରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୪ ସିଟ୍‌ ମିଳିଛି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି…

ଇନ୍ଦୋରରେ ବଡ଼ ରେକର୍ଡ: ନୋଟାକୁ ଏକ ଲକ୍ଷରୁ ଅଧିକ ଭୋଟ

ଇନ୍ଦୋର,୪।୬:ମଧ୍ୟପ୍ରଦେଶର ଇନ୍ଦୋରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୋକ ସଭା ନିର୍ବାଚନ ଫଳାଫଳରେ ନୋଟା ମଧ୍ୟାହ୍ନ ପର୍ଯ୍ୟନ୍ତ ଏକ ଲକ୍ଷ ଭୋଟ ପାଇଛି। ଇନ୍ଦୋରର ଫଳାଫଳ ସମଗ୍ର ଦେଶରେ…