ଏମଏସ ଧୋନିଙ୍କ ପରେ ଏହି ସୁପରଷ୍ଟାର କ୍ରିକେଟରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ନୂଆଦିଲ୍ଲୀ,୨୦।୮: ୨୦୧୬ରେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଟିମ ଅଧିନାୟକଙ୍କୁ ଟି -୨୦ ବିଶ୍ୱକପ ୨୦୦୭ ଏବଂ ଏକ ଦିବସୀୟ ବିଶ୍ୱକପ ୨୦୧୧ରେ ଚାମ୍ପିୟନ…

ପିଜି ନାମଲେଖା: ଆଜି ପ୍ରଥମ ମେଧାତାଲିକା

ଭୁବନେଶ୍ୱର,୨୦।୮(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ।…

ମହାରାଷ୍ଟ୍ର ରାଜନୀତିରେ ହୋଇପାରେ ବଡ଼ ଅଦଳବଦଳ:ଅଜିତ ପାଓ୍ବାରଙ୍କୁ ଭେଟିଲେ ୨ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ୨ ବିଧାୟକ ଜିଶାନ ସିଦ୍ଦିକି ଓ ହିରାମନ ଖୋସକର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଭେଟିଛନ୍ତି। ବାନ୍ଦ୍ରା ବିଧାୟକ ଜିଶାନ ନିକଟରେ ଏନସିପି ମଞ୍ଚରେ ନଜର…

୧୦ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ

ନାଉଗାଁ,୧୯ା୮(ସୁଧା ବେହୁରା): ମଧ୍ୟାହ୍ନ ଭୋଜନର ତଥ୍ୟ ସରକାରୀ ପୋର୍ଟାଲରେ ଅପ୍‌ଲୋଡ ନ କରିବା ନାଉଗାଁ ବ୍ଲକର ୧୦ ଜଣ ପ୍ରଧାନ ଶିକ୍ଷକଙ୍କ ପାଇଁ କାଳ ହୋଇଛି। ଜିଲା…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ

ଯାଜପୁରରୋଡ଼,୨୦ା୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ଼ ଥାନା ଅନ୍ତର୍ଗତ ପଦ୍ମପୁର କପିଳେଶ୍ୱର କଲୋନୀର ଏକ ଭଡାଘରୁ ସୁରେନ୍ଦ୍ର ଖିଲାର (୩୦)ଙ୍କ ଗଳିତ ମୃତଦେହ ପୋଲିସ ଗତ ବୁଧବାର ଜବତ…

ରାଜୀବ ଗାନ୍ଧୀଙ୍କ ୮୦ ତମ ଜୟନ୍ତିରେ ବୀରଭୂମିରେ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ

ନୂଆଦିଲ୍ଲୀ,୨୦।୮: ମଙ୍ଗଳବାର ଅଗଷ୍ଟ ୨୦ ହେଉଛି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୦ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଲୋକ ସଭାର ବିରୋଧୀଦଳର ନେତା…

ଗମ୍ଭୀରଙ୍କ ସ୍ଥାନ ନେବେ ଏହି ଖେଳାଳି: ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୨୦।୮: ଗୌତମ ଗମ୍ଭୀର ବର୍ତ୍ତମାନ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ଭାବରେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ଗମ୍ଭୀର ଆଇପିଏଲ୍‌ ୨୦୨୪ରେ କୋଲକାତା ନାଇଟ ରାଇଡର୍ସର…

ଯୁଦ୍ଧ ବିରାମ ପ୍ରସ୍ତାବକୁ ମଞ୍ଜୁର କଲା ଇସ୍ରାଏଲ, ବ୍ଲିଙ୍କେନ କହିଲେ ହମାସ ବି ଏହାକୁ ଗ୍ରହଣ କରୁ

ତେଲ ଆଭିଭ,୨୦।୮: ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସାକ୍ଷାତ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି ଯେ ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ…

ମୁଁ ବଞ୍ଚିଛି..ମୃତ୍ୟୁ ଖବର ଭାଇରାଲ ପରେ ମୁହଁ ଖୋଲିଲେ ଅଭିନେତା

ଅଭିନେତା ଶ୍ରେୟାସ ତଲପଡେଙ୍କୁ ନେଇ ଏକ ମିଥ୍ୟା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଅଭିନେତାଙ୍କ ମୃତ୍ୟୁ ଖବର ରହିଥିଲା। ଏହି ଖବର ଦେଖିବା…

ରିଙ୍କୁ ସିଂ ଆର୍‌ସିବି ପକ୍ଷରୁ ଖେଳିବାକୁ ଆଗ୍ରହୀ

ନୂଆଦିଲ୍ଲୀ, ୨୦।୮: ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବ୍ୟୟ ବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୫ ସିଜନ ପାଇଁ ସମ୍ଭାବ୍ୟ…