ଆଗାମୀ ତିନିଦିନ ଏହି ସମସ୍ତ ଜିଲାରେ ଘନ କୁହୁଡ଼ି ସମ୍ଭାବନା: ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୧୧: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ଦେଖାଯାଇଥିବା ସର୍ବନିମ୍ନ କିମ୍ବା ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ବୋଲି ସୋମବାର…

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି କାରଣରୁ ସ୍ଥଗିତ ଥିବା କାମ ହାସଲର ଅନୁକୂଳ ସୂଚନା ପାଇବେ। ପାରିବାରିକ ସମସ୍ୟାର ସମାଧାନ ଖୁସିକୁ ଦ୍ୱିଗୁଣିତ କରିବ। ଶତ୍ରୁତା କରୁଥିବା…

‘ଦୟାକରି ଲଜ୍ଜା କର,’ ପ୍ରାଇଭେଟ ଭିଡିଓ ଲିକ ହେବା ପରେ ପାକିସ୍ତାନୀ ହୋଷ୍ଟ ଦେଲେ ଏମିତି ରିଆକ୍ସନ

ଇସଲାମାବାଦ,୧୮।୧୧: ଆଜିକାଲି ପାକିସ୍ତାନୀର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭିଡିଓ ଦ୍ରୁତ ଗତିରେ ଲିକ ହେଉଛି। ବର୍ତ୍ତମାନ ଏହି ଲିକ ତାଲିକାରେ ପାକିସ୍ତାନୀ ଟିଭି ହୋଷ୍ଟ ମାଥିରା ମହମ୍ମଦଙ୍କ…

ସମସ୍ତ ପାର୍ଟଟାଇମ୍‌ କଳା-କ୍ରୀଡା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା) ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ…

ଚାଇନା ଆକାଶରେ ଦେଖାଗଲା ୭ଟି ସୂର୍ଯ୍ୟ, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି, ଭାଇରାଲ ହେଉଛି…

ଅନେକ ଥର ପ୍ରକୃତି ଆପଣଙ୍କୁ ଏପରି ଦୃଶ୍ୟ ଦେଖାଏ ଯାହା କେବଳ ପ୍ରକୃତିର ନିୟମ ହେତୁ ସମ୍ଭବ ହୋଇପାରେ। ଏପରି ଏକ ମାମଲା ଚାଇନାରୁ ଆସିଛି, ଯେଉଁଠାରେ…

ମାଣ୍ଡିପଙ୍କା ଆମ୍ଭଟାକୁଆ ଖାଇବା ଘଟଣା: ଆଉ ଜଣେ ଆଖିବୁଜିଲେ, ୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ଭ ଟାକୁଆ ବାସୀ ଖାଇ ୨ ମୃତ୍ୟୁ ୬…

ଅଧ୍ୟକ୍ଷଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ: ବିରୋଧୀ ଶିବିରରେ ଖେଳିଗଲା ନୈରାଶ୍ୟ

କେସିଙ୍ଗା,୧୮।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଭୋଟ ସୋମବାର କାଟ ଖାଇଛି। ଫଳରେ ଦୀର୍ଘ…

‘ମୁଁ ହୋଇଥିଲେ…’, ରୋହିତ ଶର୍ମା ବାପା ହେବା ଉପରେ ଏମିତି କିଛି କହିଦେଲେ ଟ୍ରାଭିସ ହେଡ୍‌

ନୂଆଦିଲ୍ଲୀ,୧୮।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୋହିତ ଶର୍ମା ଖେଳିବେ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ତାଙ୍କ ସ୍ଥାନରେ ଜସପ୍ରୀତ…

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ…

ଏକମାତ୍ର ପୁଅଙ୍କୁ ଲଞ୍ଚ କରିବାକୁ ଚାହୁଁଛନ୍ତି କି ନୀତୀଶ କୁମାର? ବିହାରରେ ନୂଆ କ୍ରେଜ୍‌

ପାଟନା,୧୮।୧୧: ରାଜନୈତିକ ମହଲରେ କଳ୍ପନାଜଳ୍ପନା ରହିଛି ଯେ ନୀତୀଶ କୁମାର ଆସନ୍ତା ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଲଞ୍ଚ କରିପାରନ୍ତି। ରାଜନୈତିକ ବିଶ୍ଳେଷକମାନେ…