‘ମନ କି ବାତ୍‌’ରେ ମୋଟାପଣ କମାଇବାକୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୨: ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା…

PM Kisan Yojana: ହୋଇଗଲା ସ୍ପଷ୍ଟ, ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା…

କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ବିଧାୟକ…

ଟସ୍‌ କହିଦେବ ଭାରତ-ପାକିସ୍ତାନ ମ୍ୟାଚରେ କିଏ ହେବ ବିଜେତା! ଦୁବଇର ଏହି ସଂଖ୍ୟା ଦେଖିଲେ ବୁଝି ଯିବେ

ନୂଆଦିଲ୍ଲୀ,୨୩।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ପରସ୍ପରକୁ ଭେଟିବେ। ଏହି…

ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ ଥିବା…

IND vs PAK: ଭାରତ ବିପକ୍ଷ ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍‌କା? ଏହି ଷ୍ଟାର କ୍ରିକେଟରଙ୍କ ଖେଳିବା ନେଇ…

ଦୁବାଇ,୨୩।୨: ଭାରତୀୟ ଟିମ୍‌ ଚାମ୍ପିଅନ୍ସ ଟ୍ରଫିରେ ନିଜର ଦ୍ୱିତୀୟ ତଥା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିବ। ଏହି ମୁକାବିଲାକୁ ନେଇ ପ୍ରଶଂସକ ବେଶ ଉତ୍ସାହିତ ଅଛନ୍ତି।…

କଂଗ୍ରେସକୁ ସିଧା ଶୁଣାଇଲେ ଶଶି ଥରୁର, କହିଲେ ଦଳକୁ ମୋର ଆବଶ୍ୟକତା ନ ଥିଲେ…

ନୂଆଦିଲ୍ଲୀ,୨୩।୨: ଚାରିଥର ଏମପି ଥିବା ଶଶି ଥରୁର ଏବଂ କଂଗ୍ରେସ ନେତୃତ୍ୱ ମଧ୍ୟରେ ସବୁକିଛି ଠିକ ଚାଲି ନାହିଁ। ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଶଶି ଥରୁର…

ଗୋଟିଏ ଦିନ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ମହିଳାମାନଙ୍କୁ ହସ୍ତାନ୍ତର କରିବେ PM ମୋଦି

ନୂଆଦିଲ୍ଲୀ,୨୩।୨: ରବିବାର 'ମନ କି ବାତ୍' ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ମାର୍ଚ୍ଚ ୮ ରେ ଜାତୀୟ ମହିଳା ଦିବସ ଅବସରରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ଝିଅଙ୍କୁ ମିଳିବ ସ୍କୁଟି, ଜାଣନ୍ତୁ କେଉଁମାନେ ପାଇବେ ଏହି ଲାଭ

ଲକ୍ଷ୍ନୌ,୨୩।୨: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଦେଶର କୋଟି କୋଟି ଲୋକ ଏହି ସରକାରୀ ଯୋଜନାଗୁଡ଼ିକରୁ ଲାଭ ପାଆନ୍ତି। ବିଭିନ୍ନ ଲୋକଙ୍କ…

କଂଗ୍ରେସକୁ ବଡ଼ ଝଟକା ଦେଲେ ଉଦ୍ଧବ ଠାକରେ, ଏହି ନେତା ଏବେ ସାମିଲ ହେବେ…

ମୁମ୍ବାଇ,୨୩।୨: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଗୋଷ୍ଠୀ କଂଗ୍ରେସକୁ ବଡ଼ ଝଟକା ଦେଇଛନ୍ତି। ଅହଲ୍ୟାନଗରର କଂଗ୍ରେସ ଅଧ୍ୟକ୍ଷ କିରଣ କାଲେ ଏବେ ଶିବସେନା ୟୁବିଟିରେ ଯୋଗ ଦେବାକୁ ଯାଉଛନ୍ତି।…