ରାମଗଡ଼,୧୩।୪: ରାଜସ୍ଥାନ ଜମୱାରାମଗଡ଼ ଅଞ୍ଚଳର ମନୋହରପୁର-ଦୌସା ଜାତୀୟ ରାଜପଥରେ ରବିବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ନେକାୱାଲା…
ଛତ୍ରପୁର, ୧୩।୪(ସନ୍ତୋଷ ପାଢ଼ୀ ): ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲା ଗସ୍ତରେ ରବିବାର ଆସିଛନ୍ତି। ସେ ଗଞ୍ଜାମ ଜିଲାର ବିକାଶ କାର୍ଯ୍ୟ ଗୁଡ଼ିକର ତଦାରଖ…
ନୂଆଦିଲ୍ଲୀ,୧୩।୪:ଭାରତରେ ଦେଖିବା ଏବଂ ବୁଲିବା ପାଇଁ ଅନେକ ଜିନିଷ ଅଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି, ବୁଲିଥାନ୍ତି, ଫଟୋ ଉଠାଇଥାନ୍ତି ଏବଂ ଏହାର ପ୍ରଶଂସା…
ନୂଆଦିଲ୍ଲୀ,୧୩।୪: ଆରଏସଏସ ମୁଖ୍ୟ ମୋହନ ଭାଗବତ ଦେଶରେ ଚାଲିଥିବା ଧର୍ମାନ୍ତରୀକରଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ଧର୍ମ ସମସ୍ତଙ୍କୁ ଖୁସି ଆଡ଼କୁ ନେଇଯାଇପାରେ। ଆମେ ଲୋଭ କିମ୍ବା…
ChatGPTରେ ଇମେଜ ଜେନେରେସନ ଟୁଲ ଯୋଡା ହେବା ପରଠାରୁ, ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଷ୍ଟାଇଲ ଭାଇରାଲ ହେବାରେ ଲାଗିଛି। ChatGPT ଏହାର ଘିବଲି ଶୈଳୀର କଳା…
ତାଜିକିସ୍ତାନ,୧୩ା୪: ରବିବାର ତାଜିକିସ୍ତାନରେ ଗୋଟିଏ ଘଣ୍ଟା ମଧ୍ୟରେ ୨ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଥମ ଭୂକମ୍ପର ତୀବ୍ରତା…
ବଲାଙ୍ଗୀର, ୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ସୁଦପଡା ଆମ୍ବ ଗଛରୁ ପଡ଼ି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୀମଭୋଇ ମେଡିକାଲ…
କୋଲକାତା,୧୩।୪: ଓ୍ବକ୍ଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ଆରମ୍ଭ ହୋଇଥିବା ବିକ୍ଷୋଭ ଉଗ୍ରରୂପ ନେଇଛି। ରବିବାର ପୁଣି ଥରେ ଧୂଲିଆନରେ…
ବ୍ରହ୍ମପୁର,୧୩ା୪(ନରସିଂହ ସାହୁ): ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପ୍ରତିନିଧି ରୂପେ ଶିବ ଶଙ୍କର…
ନୂଆଦିଲ୍ଲୀ,୧୩।୪: ଗତ କିଛି ସପ୍ତାହ ଧରି ସୁନାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ 24 କ୍ୟାରେଟ ସୁନାର ମୂଲ୍ୟ 5,010 ଟଙ୍କା ବୃଦ୍ଧି…