ଭାସିଗଲା ଗାଁ: ଅନେକ ମୃତ, ଶତାଧିକ ନିଖୋଜ

ଉତ୍ତରକାଶୀ,୬ା୮:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଆସିଛି। ବନ୍ୟାରେ ବହୁ ଘର, ହୋଟେଲ ସମେତ କ୍ଷୀରଗଙ୍ଗା ଉପତ୍ୟକାର ଧରାଲି ଗ୍ରାମ ସମ୍ପୂର୍ଣ୍ଣ…

ଜିଲା ମୁଖ୍ୟ ଚିକିତ୍ସାଳୟର ବଦଳୁନି ଚିତ୍ର: ଶଯ୍ୟା ଅଭାବ,ବାରଣ୍ଡାରେ ଚାଲିଛି ରୋଗୀସେବା

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ):ରାଜ୍ୟରେ ୨୪ ବର୍ଷ ଶାସନ ପରେ ସରକାର ବଦଳିଛି। ପ୍ରଥମଥର ପାଇଁ ଶାସନକୁ ଆସିଛି ଭାଜପା ସରକାର। ହେଲେ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗର…

ବଡ଼ ଘୋଷଣା କଲେ ଟ୍ରମ୍ପ! ବିଶ୍ୱରେ ହଇଚଇ, ଏତେ ମାତ୍ରାରେ ବଢିଯିବ…

ଓ୍ବାଶିଂଟନ,୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତ ଉପରେ ଟାରିଫ୍‌ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଏକ ଭଲ…

ରାଷ୍ଟ୍ରପତି ଭବନ ଯିବେ ବିନିକାର ସୁରେଖା: ଆସିଲା ନିମନ୍ତ୍ରଣ

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ସହର ମନହାରି ପଡାର ସୁରେଖା ମଲ୍ଲିକ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଦେଶର ୭୯ତମ ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ…

ସାର, କୀଟନାଶକ ବିକ୍ରିରେ ଅନିୟମିତତା: ୮ ରିଟେଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର, କୀଟନାଶକ ବିକ୍ରିରେ ଅନିୟମିତତା ନେଇ ଜିଲା କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ କୃଷି ବିଭାଗ ପକ୍ଷରୁ ଅତର୍କିତ…

କୋହଲି- ରୋହିତ ଶର୍ମାଙ୍କୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୬।୮: ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇସାରିଛନ୍ତି, ଏବେ ଉଭୟ କେବଳ ଦିନିକିଆ ଫର୍ମାଟରେ ଖେଳିବେ। ପରବର୍ତ୍ତୀ ଦିନିକିଆ ବିଶ୍ୱକପ…

୩୪ ବର୍ଷରେ ଆଖି ବୁଜିଲେ ଅଭିନେତା, ଜଣ୍ଡିସ ସାଜିଲା… 

ହାଇଦ୍ରାବାଦ: ଦକ୍ଷିଣ ସିନେମାର ଜଣାଶୁଣା ଅଭିନେତା ସନ୍ତୋଷ ବଳରାଜଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ମାତ୍ର ୩୪ ବର୍ଷ ବୟସରେ ସନ୍ତୋଷ ବଳରାଜ ଏହି ଦୁନିଆକୁ ଅଳ୍ପ…

ପାକ୍ସ ପୁନର୍ଗଠନରୁ ଅସନ୍ତୋଷ, ଡିଆରସିଏସଙ୍କୁ ଚାଷୀ ଫେରାଦ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ) - ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ପୁନର୍ଗଠନ କରିଛନ୍ତି। ତେବେ ଏହାକୁ ନେଇ କେତେକ…

ସୀମାନ୍ତରେ ଶିକ୍ଷା ବ୍ୟବସ୍ଥା ଭିତ୍ତିଭୂମି ବିକାଶ ଅଭାବର ଲାଭ ଉଠାଉଛି ପଡୋଶୀ ଆନ୍ଧ୍ର ରାଜ୍ୟ: ଗୋଟିଏ ଗୃହରେ ପାଠପଢୁ ଛନ୍ତି ପ୍ରଥମରୁ ଅଷ୍ଟମ…

ପଟ୍ଟାଙ୍ଗି୫। ୮(ଶରତ କୁମାର ଧଳ)ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ର ଭିତ୍ତିଭୂମି ବିକାଶ ଅଭାବ ଯୋଗୁଁ ପଡୋଶୀ ଆନ୍ଧ୍ର ରାଜ୍ୟ ଲାଭ ଉଠାଇ ଚାଲିଥିବା ବେଳେ ପଛରେ ପଡି…

ଫେସବୁକରୁ ପ୍ରେମ ଆରମ୍ଭ, ପ୍ରତାରଣାରେ ଶେଷ : ଯବାନଙ୍କ ବିରୋଧରେ ମାମଲା

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଜଣେ ଯୁବତୀ ତାଙ୍କ ଯବାନ ପ୍ରେମିକଙ୍କ ବିରୋଧରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ତେବେ ବରଗଡ ଟାଉନ ଥାନା ପୋଲିସ ଏ…