ପୁଟିନଙ୍କ ବିଷୟରେ ଫୁସଫୁସ ହୋଇ କଥା ହେଉଥିଲେ ଟ୍ରମ୍ପ, ହେଲେ ଅନ ରହିଯାଇଥିଲା ମାଇକ, ଏବେ ଭିଡିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୯।୮: ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ୟୁରୋପୀୟ ନେତାମାନଙ୍କ ସହ କଥା ହୋଇଥିଲେ। କିନ୍ତୁ,…

ନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ବ୍ରହ୍ମାସ୍ତ୍ର, ଏବେ ହେବ ଅସଲ ଖେଳ!

କୋଲକାତା,୧୯।୮: ପଶ୍ଚିମବଙ୍ଗର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ସୋମବାର କେନ୍ଦ୍ର ସରକାର କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ପ୍ରକୃତରେ, କଲିକତା ହାଇକୋର୍ଟ…

ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ: ନାରାୟଣ ସଭାପତି ନିଯୁକ୍ତ

ରିଷିଡା,୧୯ା୮ (ସୁଶାନ୍ତ ମଲ୍ଲିକ):କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି l ସଭାପତି ନନ୍ଦକିଶୋର ରଣାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସମ୍ପାଦକ…

ଜିଓ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ବନ୍ଦ ହୋଇଗଲା ସବୁଠୁ ଲୋକପ୍ରିୟ ପ୍ଲାନ୍‌

ନୂଆଦିଲ୍ଲୀ,୧୯।୮:ରିଲାଏନ୍ସ ଜିଓ ପ୍ରିପେଡ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ୨୪୯ ଟଙ୍କାର ପ୍ଲାନକୁ ବନ୍ଦ କରିଦେଇ କମ୍ପାନୀ। ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀର ଏହି ନିଷ୍ପତ୍ତି…

ଟ୍ରମ୍ପଙ୍କ ସହ ବୈଠକ ପରେ ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି, ହେଲେ ମେଲାନିଆଙ୍କୁ କାହିଁକି ଦେଲେ ଧନ୍ୟବାଦ? ଜାଣନ୍ତୁ…

ଓ୍ବାଶିଂଟନ,୧୯।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର (୧୮ ଅଗଷ୍ଟ) ଦିନ ଏକ ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ…

ମୁହଁ ଖୋଲିଲେ ଗୌତମ ଆଦାନୀ: କହୁ କହୁ ମୋଦି ସରକାରଙ୍କୁ ନେଇ ଏମିତି କହିଦେଲେ

କୋଲକାତା,୧୯।୮: ବିଜ୍‌ନେସ ଟାଇକୁନ ଗୌତମ ଆଦାନୀ ବିକଶିତ ଭାରତକୁ ନେଇ ନିଜ ମତ ରଖିଛନ୍ତି। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT)-ଖଡ଼ଗପୁରର ଛାତ୍ରୀଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି,…

୧୦୦ ଅରବ ଡଲାରର ଡିଲ, ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି…, ଜାଣନ୍ତୁ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକରେ କ’ଣ ହେଲା ଆଲୋଚନା

ଓ୍ବାଶିଂଟନ,୧୯।୮: ସାଢ଼େ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ସୋମବାର ଆଉ ଏକ ପାଦ ଆଗକୁ ବଢ଼ିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି…

ଏନଏସି ଘୋଷଣା ବାଦ ଦେବା ପ୍ରତିବାଦରେ ୮ ଘଣ୍ଟିଆ ସାଲେପୁର ବନ୍ଦ

ସାଲେପୁର, ୧୯/୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନଏସି ଘୋଷଣାରୁ ବାଦ ଦେବା ପ୍ରତିବାଦରେ ଆଜି ୮ ଘଣ୍ଟିଆ ସାଲେପୁର ବନ୍ଦ ଡାକରା ଦିଆଯାଇଛି। ସାଲେପୁର ବିଜୁ ଜନତା ଦଳ…

ଯୁବକଙ୍କୁ ନିର୍ମମ ହତ୍ୟା: ପୋଲିସ ଗୁଳିରେ ଅଭିଯୁକ୍ତ ଆହତ

ସମ୍ବଲପୁର,୧୯।୮(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟାକରି ଫେରାର ଅଭିଯୁକ୍ତ ପୋଲିସ ସହ ଗୁଳି ବିନିମୟରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ…

ଆଜି ବଡ଼ ଘୋଷଣା କରିବେ ବିରୋଧି, ଜାଣନ୍ତୁ କିଏ ସେହି ଆନ୍ନାଦୁରାଇ ଯିଏ ଅଛନ୍ତି ରେସରେ ସବୁଠୁ ଆଗରେ

ନୂଆଦିଲ୍ଲୀ,୧୯।୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ, NDA ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। କିନ୍ତୁ ବିରୋଧୀ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଆଶା କରାଯାଉଛି…