ଜାତୀୟସ୍ତରରେ ପୁଣି ଜଣେ

ପାଶ୍ଚାତ୍ୟ ବେଶଭୂଷାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏପରି ଅବସ୍ଥାରେ ଫ୍ୟାଶନ ଡିଜାଇନର ନୂଆ ଟ୍ରେଣ୍ଡ ନେଇ ଯୁବ ପିଢି ବେଶ ଉତ୍ସାହିତ। ଏନେଇ ଦେଶର…

 ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍‌ଡ଼ିଏ ସରକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍‌ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍‌ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡ଼ିଏ ସରକାର ବିନା…

ଧାଓ୍ବନଙ୍କ ଭାବବିହ୍ବଳ ଟୁଇଟ୍‌

ସାଉଥାମ୍ପ୍‌ଟନ,୨୦।୬:ଭାରତୀୟ ଦଳର ଓପନର୍‌ ଶିଖର ଧାଓ୍ବନ ଚଳିତ ବିଶ୍ୱକପରୁ ବାଦ ପଡିଛନ୍ତି। ବୁଢ଼ାଆଙ୍ଗୁଠି ଭାଙ୍ଗିଯିବା ଫଳରେ ସେ ବିଶ୍ୱକପରେ ବାକି ମ୍ୟାଚ୍‌ ଖେଳିପାରିବେ ନାହିଁ। ବିଶ୍ୱକପରୁ ବାଦ୍‌…

ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍‌ ସମୟ: ଜୁନ୍‌ ୨୨ରେ ଡିଏମ୍‌କେ କରିବ ବିକ୍ଷୋଭ

ଚେନ୍ନାଇ,୨୦।୬: ତାମିଲ୍‌ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ ସକାଳ…

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ କନ୍ୟାକୁ…

କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ ହେବ,…

ମୋବାଇଲ୍‌ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସର ବିଭ୍ରାନ୍ତି ଜନକ ସାଇନ୍‌ ବୋର୍ଡ: ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍‌ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍‌ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍‌ଠାରେ ଲାଗିଥିବା…

ଆରମ୍ଭରୁ ଡବଲ ରୋଲ୍‌

ନବାଗତା ସୁମନପ୍ରିୟାଙ୍କୁ ତାଙ୍କର ଡେବ୍ୟୁ ସିନେମାରେ ଡବଲ ରୋଲ୍‌ରେ ଦେଖିବାକୁ ମିଳିବ। ଅପରପକ୍ଷରେ ଏଭଳିି ଭିନ୍ନ ଭୂମିକା ଦ୍ୱୟର ସଫଳତାକୁ ନେଇ ବେଶ୍‌ ଆଶା ରଖିଛନ୍ତି ଏହି…

କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)…

କହୁ କହୁ କହିଦେଲେ

କ୍ୟାଟ୍ରିନା ଆଉ କେତେଦିନ ଜିଭକୁ ଲଗାମ ଦେଇଥାଆନ୍ତେ। ନିଜକୁ ଯେତେ ନିୟନ୍ତ୍ରଣରେ ରଖିଲେ ମଧ୍ୟ ଶେଷକୁ ଅସଲ କଥାଟି ତାଙ୍କ ପାଟିରୁ ବାହାରିଗଲା। ଏବେ ତ ଆଲୋଚନା…