କଶ୍ମୀରର ଟୋନି ଅଶାୟ କିଏ? ଯାହାଙ୍କ ସହ ବଲିଉଡ କଳାକାରଙ୍କ ଫଟୋକୁ ନେଇ ଉଠିଛି ବିବାଦ

ବଲିଉଡ ଅଭିନେତାଙ୍କ ସହ କଶ୍ମୀରର ଟୋନି ଆଶାୟଙ୍କ ନାମ ବର୍ତ୍ତମାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଶାହରୁଖ ଖାଁ ଏବଂ ଗୌରୀ ଖାଁଙ୍କ ସହ ଟୋନିଙ୍କ…

ଅନ୍ତିମ ଟେଷ୍ଟ: ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମାଞ୍ଚେଷ୍ଟର,୨୪।୭(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ଫିଲ୍ଡିଂ…

ଟୁଥ୍‌ପିକ୍‌ରେ ଭୋଟିଂ, ପିପିଇ କିଟ୍‌ରେ ପୋଲିଂ ଅଫିସର: ଏଭଳି ହୋଇପାରେ ବିହାର ବିଧାନସଭା ନିର୍ବାଚନ

ପାଟନା,୨୪।୭: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟ ମଧ୍ୟରେ ବିଧାନସଭା ନିର୍ବାଚନ ଠିକ୍‌ ସମୟରେ କରିବାକୁ ନେଇ ନିର୍ବାଚନ ଆୟୋଗର ମନ୍ଥନ ଜାରି ରହିଛି। ଏଭଳି ସ୍ଥିତିରେ ବ୍ୟାପକ…

କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ

ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର ଉତ୍ତର…

ଖାଦ୍ୟରୁ ବାହାରିଲା ଏମିତି କିଛି, ପୁରା ପରିବାରକୁ କରିବାକୁ ପଡ଼ିଲା କରୋନା ଟେଷ୍ଟ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପି ସାରିଲାଣି। ଏହି ଭାଇରସ କେଉଁଥିରୁ ବ୍ୟାପିଛି ତାହାକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି।…

ଇକ୍ୱେଡୋର କୋଚ୍‌ ପଦ୍‌ ଛାଡିଲେ ଜୋର୍ଡି କ୍ରୁଇଫ୍‌

କ୍ୱିଟୋ,୨୪।୭ (ଏପି): ଇକ୍ୱେଡୋର ଫୁଟବଲ କୋଚ୍‌ ପଦରୁ ଜୋର୍ଡି କ୍ରୁଇଫ୍‌ ଇସ୍ତଫା ଦେଇଛନ୍ତି। କୌଣସି ମ୍ୟାଚ୍‌ରେ ଦାୟିତ୍ୱ ନ ନେଇ ସ୍ପାନିଶ୍‌- ଡଚ୍‌ କୋଚ୍‌ କ୍ରୁଇଫ୍‌ ଏହି…

କୋଭିଡ୍‌-୧୯ ମହାମାରୀ: ଡବ୍ଲ୍ୟୁଟିଏ ଫାଇନାଲ୍ସ, ୧୦ ଅନ୍ୟ ଟେନିସ ଟୁର୍ନାମେଣ୍ଟ ବାତିଲ

ଓ୍ବାଶିଂଟନ,୨୪।୭(ଏପି): ଚାଇନାରେ ରେକର୍ଡ ସଂଖ୍ୟକ ଟେନିସ୍‌ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଚାଇନାରେ ୧୧ଟି ପୁରୁଷ ଓ ମହିଳା ଟୁର୍ନାମେଣ୍ଟ ବାତିଲ ହୋଇଛି। ଏଥିରେ…

ଲିଜେଣ୍ଡ ଅଫ୍‌ ଚେସ୍‌ ଟୁର୍ନାମେଣ୍ଟ: ଆନନ୍ଦଙ୍କ ହ୍ୟାଟ୍ରିକ ପରାଜୟ

ଚେନ୍ନାଇ,୨୪।୭(ପି.ଟି.): ଦେଢଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଲିଜେଣ୍ଡ୍ସ ଅଫ୍‌ ଚେସ୍‌ ଅନ୍‌ଲାଇନ୍‌ ଟୁର୍ନାମେଣ୍ଟରେ ପୂର୍ବତନ ବିଶ୍ୱଚାମ୍ପିୟନ ତଥା ଭାରତୀୟ ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦଙ୍କ…

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଦାମିନୀ ଯୋଗ ପ୍ରଭାବରୁ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ…

ସେଲ୍‌ଫି ନିଶାରେ ନଈ ମଝିକୁ ଚାଲି ଯାଇଥିଲେ ଏହି ଦୁଇ ଯୁବତୀ: ଘଟିଲା ଏଭଳି..

ଯୁବତୀଙ୍କ ସେଲ୍‌ଫି ନିଶା। ସେ ବି ଏମିତି ଯେ ସେଲ୍‌ଫି ପାଇଁ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଚିଣ୍ଡଓ୍ବାରା ଜିଲାରେ।…