କାଟିଦେଲେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧ: ଅଙ୍ଗନଦୀରୁ ବାଲି ଚୋରାଚାଲାଣ

ବଲାଙ୍ଗୀର,୧୫ା୧(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରଫାଖାଲ ଗଁା ସୀମା ଅଙ୍ଗନଦୀରୁ ବାଲି ଚୋରାଚାଲାଣ କରାଯାଉଛି। ଏଥିପାଇଁ ଦୁର୍ବୃତ୍ତମାନେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟିଦେଇଥିବା…

ମଣ୍ଡିରେ ମନ୍ଥର ଗତିରେ ଧାନକିଣା, ଚାଷୀ ଅସନ୍ତୁଷ୍ଟ

ଲୋଇସିଂହା,୧୫ା୧(ସୁଶାନ୍ତ ବାରିକ):ଜାନୁଆରୀ ଦ୍ୱିତୀୟ ସପ୍ତାହ ଆରମ୍ଭ ହୋଇଯାଇଛି। କିନ୍ତୁ ବିଳମ୍ବରେ ଧାନକ୍ରୟ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଞ୍ଚଳର ବିଭିନ୍ନ ମଣ୍ଡିରେ ମାସକର ପଛୁଆ ଧାନକିଣା…

ଟ୍ରେନ୍‌ରୁ ଖସିପଡ଼ିଲେ ଦାଦନ ଶ୍ରମିକ: ଆଉ ତା’ପରେ ଘଟିଲା…

ନୂଆପଡ଼ା,୧୫ା୧ (ମକାରୁ ବେମାଲ):ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ଦାଦନ ଶ୍ରମିକଙ୍କ ଦୁଃଖ ସରିବାର ନାଁ ନେଉନାହିଁ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକ କେତେବେଳେ…

୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ମନୀଷା: ଶାଶୁଘରେ ଘଟିଲା…

ବରଗଡ,୧୫।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଭୁକ୍ତା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ, ଉକ୍ତ ଗ୍ରାମର ଭୋଳାନାଥ ପାତିକାରଙ୍କ ସ୍ତ୍ରୀ…

ସୁଧୁରୁନି ଧାନବିକ୍ରି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ/ବରପାଲି,୧୫।୧(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ):ବରଗଡ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ହେଲେ…

ବେଆଇନ ଖନନରୁ ଆରାବଳୀ ପରିବେଶ କ୍ଷତି

ନୂଆଦିଲ୍ଲୀ,୧୫ା୧: ଆରାବଳୀ ପର୍ୱତମାଳା କେବଳ ପଥର ପାହାଡ଼ ନୁହେଁ, ଏହା ବହୁ କୋଟି ଲୋକଙ୍କ ପାଇଁ ଜଳଉତ୍ସ ଏବଂ ବାୟୁ ପ୍ରଦୂଷଣ ରୋକିବାରେ ପ୍ରାକୃତିକ ପାଚେରି ସଦୃଶ,…

WPL 2026: ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ, ୟୁପିକୁ ହରାଇ ଚଳିତ ସିଜନରେ ଦିଲ୍ଲୀର ପ୍ରଥମ ବିଜୟ

ମୁମ୍ବାଇ,୧୪।୧: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ରେ ଦେଖିବାକୁ ମିଳିଛି ଏକ ହାଇ-ଭୋଲଟେଜ୍ ମ୍ୟାଚ୍। ନବି ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ…

ଆମେରିକାର ପାକିସ୍ତାନୀ ଖେଳାଳିଙ୍କୁ ଭିସା ଦେଲାନି ଭାରତ, ଏପରି ପ୍ରତିକ୍ରିୟା ଦେଲା ୟୁଏସଏ କ୍ରିକେଟ୍

ନୂଆଦିଲ୍ଲୀ,୧୪।୧: ଆଗାମୀ ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଆମେରିକା (USA) ଦଳର କିଛି ଖେଳାଳିଙ୍କୁ ନେଇ ଭିସା ବିବାଦ ଦେଖାଦେଇଛି। ଆମେରିକା କ୍ରିକେଟ୍ ବୋର୍ଡ ଏହି ଘଟଣାରେ…

ହାତୀପଲଙ୍କ ଆତଙ୍କ: ଗୋଟିଏ ଗାଁର ୨୫ରୁ ଅଧିକ ଘର ଭାଙ୍ଗିଲେ, କ୍ଷତିପୂରଣ ଦେବାକୁ ଦାବି କଲେ…

ବଲାଙ୍ଗିର,୧୪।୧(ସୁନିଲ କୁମାର ମହାନ୍ତି) - ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ମହୁଲପାଟି ପଞ୍ଚlୟତ ମଲ୍ଲିକଦରୋ,ମାଗୁରଜଙ୍ଗଲ, ଫଳସାପଡା, ଆମ୍ବପଡାରେ ହାତୀପଲ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି…