ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ…
ଉମରକୋଟ,୧୪ା୩(ସ୍ବ.ପ୍ର.): ପୌର ନିର୍ବାଚନକୁ ନେଇ ଏବେ ଉମରକୋଟ ପୌରାଞ୍ଚଳ ଚଳଚଞ୍ଚଳ ରହିଛି। କାଉନ୍ସିଲର ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟରଙ୍କୁ କୋଳେଇ ନେଉଛନ୍ତି। କିନ୍ତୁ ଭୋଟର ଠିକ୍…
ଗୁଣପୁର,୧୪ା୩(ଡି.ଏନ.ଏ): ରାୟଗଡ଼ା ଜିଲାର ଗୁଣପୁର ଏବଂ ରାମନାଗୁଡ଼ା ବ୍ଲକ ବିଜେଡି ହାତରୁ ଖସିଛିା ଦୁଇଟି ସ୍ଥାନରେ ବିଜେଡିକୁ ଅଧ୍ୟକ୍ଷ ଆସନ ହରାଇବାକୁ ପଡ଼ିଛି। ଗୁଣପୁର ବ୍ଲକ ଅଧ୍ୟକ୍ଷାଭାବେ ଝିଲି…
ବଅଁରପାଳ,୧୪ା୩(ଡି.ଏନ.ଏ.): ବଅଁରପାଳ ବ୍ଲକ ନାଲ୍କୋନଗର ଯାଦବ ସମାଜ ଆନୁକୂଲ୍ୟରେ ନାଲ୍କୋ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୋଳ ଉତ୍ସବ(ଫଗୁ ଦଶମୀ) ରବିବାର ଆରମ୍ଭ ହୋଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା…
ନୂଆଦିଲ୍ଲୀ,୧୪।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଡା. ଏସ୍ ଜୟଶଙ୍କର ମଙ୍ଗଳବାର ଲୋକସଭା ଓ ରାଜ୍ୟସଭାରେ ୟୁକ୍ରେନ ପ୍ରସଙ୍ଗ…
ଖମାର,୧୪ା୩(ଡି.ଏନ.ଏ.): ପାଲଲହଡ଼ା ବ୍ଲକ ଖମାର ଥାନା ଶଙ୍ଖମୁର ଗ୍ରାମରେ ଫଗୁ ଦଶମୀ ପାଳିତ ହୋଇଯାଇଛି। ବିଗତ ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଫଗୁ ଦଶମୀ…
ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧର ସାଇପ୍ରସାଦ ଦାସଙ୍କ ଘରୁ ଗତ ଫେବୃୟାରୀ ୧୧ରେ ହୋଇଥିବା ଲୁଟ୍ ଘଟଣାର ଦେଢ଼ମାସ ପରେ ପୋଲିସ ୩…
ଢେଙ୍କାନାଳ ଅଫିସ,୧୪ା୩: ଢେଙ୍କାନାଳ ଜିଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋର୍ଦାର ଲବି କରିଥିଲେ ଜିଲାର…
ଆଜିକାଲିର ଯୁବପିଢି ବୁଲେଟ୍ ଚଢିବାକୁ ପସନ୍ଦ କରୁଛନ୍ତି। ଦାମ୍ ଅଧିକ ରହୁଥିଲେ ମଧ୍ୟ ଯୁବକମାନେ ଏହି ଗାଡି କିଣିବାକୁ ଅଭିଭାବକଙ୍କ ନିକଟରେ ଅଡି ବସନ୍ତି। ଦାମ୍ ଅଧିକ…
ଆସିକା,୧୪ା୩ (ଡି.ଏନ.ଏ): ଆସିକା ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ଶନିବାର ରାତିରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖାଦେଇଛି ା ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅପର ଗୋଷ୍ଠୀର…