ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୮, ୨୦୨୨)

କଟକ ଦୋଳମୁଣ୍ଡାଇ ଚନ୍ଦନ ପଡିଆରୁ ଦୋଳପୂର୍ଣ୍ଣମୀ ଅବସରରେ ସହର ପରିକ୍ରମା ପାଇଁ ଶୋଭାଯାତ୍ରାରେ ଦୋଳ ବିମାନ     ଶ୍ରୀକ୍ଷେତ୍ରରେ ଦୋଳବେଦୀକୁ ଭୂଦେବୀ, ଶ୍ରୀଦେବୀଙ୍କ ସହ ଦୋଳଗୋବିନ୍ଦ ହୋଲି…

ମ୍ୟାଚ୍‌ ମଝିରେ ଟଳିପଡ଼ିଲେ ଖେଳାଳି

ଅକ୍‌ଲ୍ୟାଣ୍ଡ,୧୮।୩: ଦିନିକିଆ ମହିଳା ବିଶ୍ୱକପ୍‌ରେ ବାଲାଂଦେଶ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବେଳେ ଘଟିଛି ଅଘଟଣ। ଶୁକ୍ରବାର ମ୍ୟାଚ୍‌ ଚାଲିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନେଲ…

ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଲେ ଜେଲେନ୍‌ସ୍କି

କ୍ୱିଭ୍‌,୧୮।୩: ୟୁକ୍ରେନ ଉପରେ ରୁଷିଆ ଲଗାତର ୨୩ଦିନ ହେଲାଣି ଆକ୍ରମଣ ଜାରି ରଖିଛି। ୟୁକ୍ରେନର କେତୋଟି ସହରକୁ କବ୍‌ଜା କରାଯାଇଥିବା ବେଳେ ଅନ୍ୟ କେତେକ ସହର ଉପରେ…

ପାରାଦୀପ ଗଡ ସବଷ୍ଟେସନରେ ଅଗ୍ନିକାଣ୍ଡ

ପାରାଦୀପ,୧୮।୩(ସ୍ବ.ପ୍ର.): ପାରାଦୀପଗଡ଼ ଠାରେ ଥିବା ୧୩୨ କେଭି ସବଷ୍ଟେଶନରେ ଶୁକ୍ରବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୌଭାଗ୍ୟ ବଶତଃ ଏଥିରେ କେହେି…

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମାର୍କ ଉଡ୍‌

ଆଣ୍ଟିଗୁଆ,୧୮।୩: ଆଇପିଏଲ୍‌-୨୦୨୨ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର୍‌ ମାର୍କ ଉଡ୍‌। କହୁଣୀରେ ଆଘାତ ଲାଗିଥିବାରୁ ସେ ସିଜନରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ଟିମ୍‌…

ଶନିବାର ଶପଥ ନେବେ ମନ୍ତ୍ରୀ

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଗଠନ ହେବା ପରେ ଏବେ ଶପଥ ଗ୍ରହଣ କରିବେ ମନ୍ତ୍ରୀ। ଶନିବାର ଦିନ ୧୧ଟାରେ ପଞ୍ଜାବ ରାଜଭବନରେ ଶପଥ…

ହୋଲିରେ ନଜର ଆସିଲା କକା-ପୁତୁରାଙ୍କ ମଧ୍ୟରେ ଫାଟ

ଇଟାଓ୍ବା,୧୮।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ର ହୋଇଥିଲେ। କିନ୍ତୁ ପ୍ରକୃତରେ କ’ଣ କକା-ପୁତୁରାଙ୍କ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସକାଶେ ଆଜି କର୍ମକ୍ଷେତ୍ରରେ ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ପାରିବାରିକ ଜୀବନରେ ଟେନ୍‌ସନ୍‌ ଟିକିଏ ମାତ୍ରାରେ କମିଯିବ। ପ୍ରତ୍ୟେକ…

ବହୁ ଆଡ଼ମ୍ବରରେ ରାଜନେତା ପାଳିଲେ ହୋଲି

ନୂଆଦିଲ୍ଲୀ,୧୮।୩: ରଙ୍ଗର ପବ ହୋଲିକୁ ସାରା ଦେଶରେ ଶୁକ୍ରବାର ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କରୋନା ମହାମାରୀ ଯୋଗୁ ଗତ ୨ବର୍ଷ ହେଲାଣି ଲୋକମାନେ ଏହି…

ଖରସ୍ରୋତାରେ ବୁଡ଼ି ଜଣେ ମୃତ, ୪ ନିଖୋଜ

ଯାଜପୁର ଅଫିସ,୧୮।୩: ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଶୁକ୍ରବାର ୬ ଜଣ ଯୁବକ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ…