ଆରସିବିର ବାୟୋ-ବବଲ୍‌ରେ ଅନୁଷ୍କାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୨୯।୩: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯାହା ସୂଚାଇ ଦେଉଛି…

ଆମେରିକାକୁ ଧମକ ଦେଲେ କିମ୍‌ …

ଓ୍ବାଶିଂଟନ, ୨୯।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବା ପରେ ଆମେରିକା ସହ ବିବାଦ ପୁଣି…

ପିତ୍ତଳ ଛକ ୪ ଭାଇଙ୍କୁ ହତ୍ୟା ଘଟଣା: ୫ ଗିରଫ

ହିଞ୍ଜିଳିକାଟୁ,୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲାରେ ମଙ୍ଗଳବାର ୪ ଜଣଙ୍କୁ ପୋଲିସ ଗିରଫ କରିଛି…

ପ୍ରଭାବ ପକାଇଲା ଇସ୍ତାନବୁଲ ବାର୍ତ୍ତା: ପୁଟିନ୍‌-ଜେଲେନ୍‌ସ୍କିଙ୍କ ମଧ୍ୟରେ ହୋଇପାରେ ସାକ୍ଷାତକାର

ଇସ୍ତାନବୁଲ,୨୯।୩: ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ଆଲୋଚନା ହୋଇଛି। ଦିର୍ଘ ୩ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ଏହି ବୈଠକ ପରେ…

କୋଇଲା ଦୁର୍ନୀତିରେ ଟିଏମ୍‌ସି ଏମ୍‌ପି ଅଭିଷେକଙ୍କ ପତ୍ନୀଙ୍କୁ ଇଡିର ସମନ

କୋଲକାତା,୨୯।୩: ପଶ୍ଚିମବଙ୍ଗରେ କୋଇଲା ଖଣି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ ପଠାଇଛି।…

ସତ୍ୟପାଠ ଦାଖଲ କଲେ ଯୋଗୀ ସରକାର…

ନୂଆଦିଲ୍ଲୀ, ୨୯।୩ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ସୁପ୍ରିମକୋର୍ଟରେ ମଙ୍ଗଳବାର ଲଖମୀପୁର ଖେରୀ ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସରକାର କହିଛନ୍ତି ଯେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ତାଳଚେର,୨୯।୩(ଡି.ଏନ୍‌.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ ଘରେ…

ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରସିଦ…

ଆସାମ-ମେଘାଳୟ ସୀମା ବିବାଦ ତୁଟିଲା…

ନୂଆଦିଲ୍ଲୀ, ୨୯।୩ : ଦୀର୍ଘ ୫୦ ବର୍ଷ ଧରି ଆସାମ ଏବଂ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଶେଷରେ ତୁଟିଛି। ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ ସ୍ବରାଷ୍ଟ୍ରନ୍ତ୍ରୀ…

ରାଶିଫଳ: ବୁଧବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଆଜି ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍ସନ ଲାଗିରହିବ। କର୍ମକ୍ଷେତ୍ରରେ ମଧ୍ୟ କାମ କରିବାକୁ ଆଦୌ ଇଚ୍ଛା ହେବନାହିଁ। ବ୍ୟବସାୟ କ୍ଷେତ୍ରରେ କେତେକ…