ଅଗରକରଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଭାରତୀୟ ପେସର ଅଜିତ ଅଗରକରଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏ ନେଇ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି।…

ପ୍ରଚାର ଅବଧି ଶେଷ ପରେ ବି ଘରକୁ ଘର ବୁଲୁଛନ୍ତି ଏମ୍‌ପି, ଘେରିଲେ ଭାଜପା କର୍ମୀ

ସୁନ୍ଦରଗଡ଼,୨୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲାର ସଦର, ଟାଙ୍ଗରପାଲି ଓ ଗୁରଣ୍ଡିଆ ବ୍ଲକର ୬ଟି ଜିଲାପରିଷଦ ଜୋନ୍‌ରେ ଗୁରୁବାର ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ…

ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଲେ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩…

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୩।୨: : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିବେ। ଏବେ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସେ କେନ୍ଦ୍ର ବାଣିଜ୍ୟ…

ସଲମାନଙ୍କ ସହ କାମ କରିବାକୁ ମନା କରିଥିଲେ ଦୀପିକା, ଏବେ ଖୋଲିଲେ ରାଜ୍‌

ମୁମ୍ବାଇ: ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଜାଣନ୍ତି କି ବଲିଉଡ୍‌ର ପ୍ରଥମ ଅଫର୍‌…

୪୫ ବୁଥ୍‌ରେ ଶେଷ ହେଲା ସାନି ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜାରି ରହିଛି। ଏହାର ଅନ୍ତିମ ତଥା ୫ମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବ। ଅପରପକ୍ଷେ ପ୍ରଥମ ଓ ଦ୍ୱିତୀୟ…

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା ଏବଂ…

ୟୁକ୍ରେନରେ ୩୦ ଦିନ ପାଇଁ ଲାଗୁହେବ ଜରୁରିକାଳୀନ ପରିସ୍ଥିତି

କ୍ୱିଭ୍‌,୨୩ା୨: ରୁଷିଆର ସେନା ଦ୍ୱାରା ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁଧବାର ୟୁକ୍ରେନର ସୁରକ୍ଷା ପରିଷଦ…

ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ…

ମୁମ୍ବାଇ, ୨୩।୨ : ଜାତିଗତ ପ୍ରମାଣପତ୍ର ଆବେଦନକାରୀଙ୍କ ଜୀବନଶୈଳୀ ଆଧାରରେ ମନା କରିହେବ ନାହିଁ। ଏହା ଆଫିନିଟ୍‌ ଟେଷ୍ଟ୍‌ ହୋଇପାରେ କିନ୍ତୁ ଲିଟମସ୍‌ ଟେଷ୍ଟ୍‌ ନୁହେଁ ବୋଲି…

ବାଦ୍‌ ପଡ଼ିଲେ ହସରଙ୍ଗା

ନୂଆଦିଲ୍ଲୀ,୨୩।୨: ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବା ପୂର୍ବରୁ ଶ୍ରୀଲଙ୍କା ଟିମ୍‌କୁ ଲାଗିଛି ଝଟ୍‌କା। ଦଳର କିମ୍ବଦନ୍ତୀ ଖେଳାଳି ଓ୍ବାନିଣ୍ଡୁ ହସରଙ୍ଗା ଏହି ସିରିଜରୁ ବାଦ୍‌ ପଡ଼ିଛନ୍ତି।…