ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ

ନୂଆଦିଲ୍ଲୀ,୧୮ା୮(ପି.ଟି) : ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୯ ଅକ୍ଟୋବର ସୁଦ୍ଧା ଏହାର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ବୁଧବାର କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ) ପକ୍ଷରୁ…

୩୮ ଟେଷ୍ଟ, ୪୨ ଦିନିକିଆ, ୬୧ ଟି୨୦ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୮।୮ (ପି.ଟି.) : ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୩ରୁ ୨୦୨୭ ଆଗାମୀ ୫ ବର୍ଷର ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫ୍‌ଟିପି)ରେ ୧୪୧ଟି ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ…

ଟପ୍‌ ୧୦ରେ ଦିଲ୍ଳୀ, କୋଲକାତା

ଓ୍ବାଶିଂଟନ୍‌,୧୮।୮:: ଭାରତର ୨୦ ସହର ମଧ୍ୟରୁ ୧୮ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଭାବିତ ସହରାଞ୍ଚଳ ବାୟୁରେ ଫାଇନ୍‌ ପାର୍ଟିକଲ ପଲ୍‌ୟୁଟାଣ୍ଟ (ପିଏମ୍‌୨.୫)ର ପରିମାଣ…

ଭାଜପା ନେତା ଶାହନବାଜ ହୁସେନଙ୍କ ବିରୋଧରେ ହେବ ବଳାତ୍କାର ମାମଲା

ନୂଆଦିଲ୍ଲୀ,୧୮ ।୮: କେନ୍ଦ୍ର ଓ ବିହାର ସରକାରରେ ମନ୍ତ୍ରୀ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶାହନବାଜ ହୁସେନଙ୍କୁ ବଡ ଝଟ୍‌କା ଲାଗିଛି । ତାଙ୍କ ବିରୋଧରେ…

ବେଦାନ୍ତ ଆଲୁମିନିୟମର ‘ପଞ୍ଚପ୍ରାଣ’ ପ୍ରତିଶ୍ରୁତି

ଭୁବନେଶ୍ୱର,୧୮।୮: ୭୬ତମ ସ୍ବାଧୀନତା ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ନୂତନ ସଙ୍କଳ୍ପ ‘ପଞ୍ଚପ୍ରାଣ’ର ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ତା’ର ଓଡ଼ିଶା ଓ…

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଆଭାର’

ମୁମ୍ବାଇ,୧୮।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ଚଳିତ ବର୍ଷ ତା’ର ୧୫ତମ ଆନିଭର୍ସାରି ମହୋତ୍ସବ ପାଳନ କରୁଛି। ପ୍ରତି ବର୍ଷ ପରି ଚଳିତ ବର୍ଷ…

ୟୁବିଓଆଇ ପକ୍ଷରୁ ଦେଶ ବିଭାଜନ ସ୍ମରଣ ଦିବସ

ଭୁବନେଶ୍ୱର,୧୮।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ…

ମଙ୍କିପକ୍ସ ସଂକ୍ରମିତଙ୍କ ସମ୍ପର୍କରେ ଆସି କୁୁକୁର ସଂକ୍ରମିତ!

ପ୍ୟାରିସ,୧୮ ।୮: ସାରା ବିଶ୍ୱରେ ମଙ୍କିପକ୍ସ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଇତିମଧ୍ୟରେ ମଙ୍କିପକ୍ସକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି…

ପରିବର୍ତ୍ତନ ହୋଇପାରେ ଜିଏସ୍‌ଟି ହାର

ନୂଆଦିଲ୍ଲୀ,୧୮।୮: ଦେଶର ଅର୍ଥନୀତିକୁ ସବଳ କରିବା ସହ ଟିକସ ଆଦାୟ କ୍ଷେତ୍ରରେ ରହିଥିବା କିଛି କାର୍ଯ୍ୟକୁ ଶେଷ କରିବା ପାଇଁ ନିକଟରେ ଶେଷ ହୋଇଥିବା କେନ୍ଦ୍ର କ୍ୟାବିନେଟ…

ବିଓବି ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ସ୍ବାଧୀନତା ଦିବସ

ଭୁବନେଶ୍ୱର,୧୮।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ୭୬ ତମ ସ୍ବାଧୀନତା ଦିବସ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାଟଣା…