ନୂଆଦିଲ୍ଲୀ,୧୦ା୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପାଇଁ ଭାରତ ସହଯୋଗର ହାତ ବଢ଼ାଇଛି। ପଡ଼ୋଶୀ ରାଷ୍ଟ୍ରକୁ ୪୪ ହଜାର ଟନ୍ ୟୁରିଆ ସାର ଯୋଗାଇ…
ମୁସଲମାନ ମାନେ ଇଦ୍-ଉଜ-ଜୁହା ପର୍ବ ଅବସରରେ କଟକସ୍ଥିତ ସତୀଚଉରା ନିକଟସ୍ଥ ସନିକଟ ଇଘା ଠାରେ ପ୍ରାଥନା କରୁଛନ୍ତି କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ରାଧାରାମାନ କ୍ଲବ ବନାମ ପୂର୍ବ…
ଗାଲେ,୧୦ା୭ : ଗାଲେରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬୭ ରନ୍ର ଆଗରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ…
ଭବାନୀପାଟଣା,୧୦।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଉତ୍କେଲା ବିମାନ ବନ୍ଦରରେ ରବିବାର ଫାୟାର ଫାଇଟିଂ ଭ୍ୟାନ୍ ପହଞ୍ଚିଛି। ଏହି ଭ୍ୟାନ ବିମାନ ବନ୍ଦରରେ ରହିବା ସହ ବିମାନକୁ ନିଆଁ ଦାଉରୁ…
ଟିକିରି,୧୦ା୭(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ଥାନା ଅଧୀନ ଖୁଣ୍ଟିଆ ସାହିରେ ରବିବାର ବାପାଙ୍କ ଶ୍ରାଦ୍ଧଦିବସରେ ଦୁଇପୁଅଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇଙ୍କ ଖଣ୍ଡାଚୋଟରେ ସାନଭାଇଙ୍କ ମୃତ୍ୟୁ…
କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ପଡୋଶୀ ଦେଶର ଏଭଳି ସଙ୍କଟବେଳେ ଭାରତ ସହଯୋଗର ହାତ ବଢାଇଛି। ବୈଦେଶିକ…
କୁନ୍ଦୁରା,୧୦ା୭ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାମୀ ସ୍ତ୍ରୀଙ୍କ ଗଳା କାଟି…
ବର୍ମିଂହାମ,୧୦।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଭାରତ ସାମ୍ନାରେ ୨୧୬ ରନ୍ର ବିଶାଳ ଲକ୍ଷ୍ୟ ରଖିଛି। ଟସ୍ ଜିତି ପ୍ରଥମେ…
ମାଲକାନଗିରି, ୧୦ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ତୁଳସୀ ପାହାଡ଼ରେ କୋମ୍ବିଂ ଅପରେଶନ ବେଳେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଛନ୍ତି। ସେ ହେଲେ ଲକ୍ଷ୍ମଣ…
ଉଦୟପୁର,୧୦।୭: ରାଜସ୍ଥାନର ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟା ମାମଲାରେ ଏନଆଇଏ ସପ୍ତମ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫରହାଦ ମହମ୍ମଦ ଶେଖ (୩୧) କହ୍ନେୟାଲାଲ ହତ୍ୟା ଘଟଣାର…