‘ବ୍ରହ୍ମାସ୍ତ୍ର’ର ପ୍ରଥମ ଗୀତ ରିଲିଜ୍‌, ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ନଜର ଆସିଲେ ରଣବୀର- ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ହେଲେ ଏବେ ଫିଲ୍ମର ପ୍ରଥମ ଗୀତ ‘କେସରିଆ’ରିଲିଜ୍‌ ହୋଇଛି।…

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ  ଆରମ୍ଭ ହେବ। ସୁରୁଖୁରୁରେ ଗୃହ ଚଳାଇବା ନେଇ ରବିବାର ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଚଳିତ ଅଧିବେଶନରେ କେନ୍ଦ୍ର…

ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଅଫିସ,୧୭ା୭: ଯାଜପୁର ଜିଲା ଯାଜପୁରରୋଡ୍‌ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି।…

ନିଆରା ମଣିଷ

ସବୁ ମଣିଷ ସମାନ । ହେଲେ କେବେ କାହାର ନିଆରା କର୍ମ ତ କେବେ କୌଣସି ନିଆରା ସଉକ ଜଣେ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିଥାଏ ।…

ଲ’ କଲେଜ ସମ୍ମୁଖରୁ ମିଳିଲା ସ୍ବିଗି ବୟଙ୍କ କ୍ଷତାକ୍ତ ମୃତଦେହ

କଟକ ଅଫିସ, ୧୭।୭: କଟକ ଲ’ କଲେଜ ସମ୍ମୁଖରୁ ଜଣେ ସ୍ବିଗି ବୟଙ୍କ ମୃତଦେହ ଜବତ ହୋଇଛି। ସନ୍ଦେହଜନକ ଅବସ୍ଥାରେ ଫେଜ-୨ ପୋଲିସ ତାଙ୍କ କ୍ଷତାକ୍ତ ମୃତଦେହ…

ସୁଖୀ ଜୀବନର ମନ୍ତ୍ର

ମହାପୁରୁଷମାନଙ୍କ ଦ୍ୱାରା ଏମିତି କିଛି ନୀତିବାଣୀ କୁହାଯାଇଛି, ଯାହାକୁ ମାନିଲେ ଜୀବନରେ ସଫଳତା ମିଳିବା ସହ ଖୁସି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯଥା: *…

ଡ୍ରେନ୍‌ ସୁବିଧା ନାହିଁ, ପାଣିଘେରରେ ବହୁ ପରିବାର

ଭୁବନେଶ୍ୱର,୧୭ା୭(ବ୍ୟୁରୋ): କୌଣସି ଗାଁ ଗଣ୍ଡାର ଦୃଶ୍ୟ ନୁହେଁ, ଖୋଦ୍‌ ରାଜଧାନୀର ଜଳବନ୍ଦୀ ଦୃଶ୍ୟ ଦେଖିଲେ ମନରେ ନାନା ପ୍ରଶ୍ନ ଉଙ୍କିମାରେ। ସ୍ମାର୍ଟସିଟି ହୋଇଥିବା ଭୁବନେଶ୍ୱରର ଅନେକ ଓ୍ବାର୍ଡ…

ଘରେ ଅଶାନ୍ତି ଲାଗି ରହୁଛି କି? ଆପଣାନ୍ତୁ କେତୋଟି ବାସ୍ତଟିପ୍ସ

ଏମିତି କେତୋଟି ବାସ୍ତୁଟିପ୍ସ ରହିଛି, ଯାହାକୁ ଆପଣାଇ ଘରେ ସୁଖଶାନ୍ତି ବୃଦ୍ଧି କରିହେବ। ତା’ସାଙ୍ଗକୁ ସମ୍ପର୍କରେ ମଧ୍ୟ ନିବିଡିତା ଅଣାଯାଇପାରିବ। ଯେମିତିକି: * ସପ୍ତାହରେ ଥରେ ହେଉନା…

ଭାରତକୁ ବଡ଼ ସଫଳତା: ୨୦୦ କୋଟି ଅତିକ୍ରମ କଲା ଟିକାକରଣ

ନୂଆଦିଲ୍ଲୀ,୧୭।୭: କରୋନା ଟିକାକରଣରେ ଭାରତ ବଡ଼ ସଫଳତା ହାସଲ କରିଛି। ଟିକାକରଣରେ ବର୍ତ୍ତମାନ ଭାରତ ୨୦୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ…

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେବା ପାଇଁ ବିଧାୟକଙ୍କୁ ତାଲିମ୍‌

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି। ଏ ନେଇ ସେ ଦଳୀୟ ଏମ୍‌ଙ୍କୁ ସମର୍ଥନ କରିବା ପାଇଁ ମଧ୍ୟ…