ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ପଟ୍ଟାଙ୍ଗି,୮ା୧୧(ଡି.ଏନ.ଏ.):ଜାତୀୟ ରାଜପଥ ବିଭାଗର ଖାମଖିଆଲ ଯୋଗୁ ବିଭାଗର ରାଜପଥଗୁଡ଼ିକ ମରଣଯନ୍ତାରେ ପରିଣତ ହୋଇଛି। କୋରାପୁଟ ଜିଲା ଅନ୍ତର୍ଗତ ରାଲେଗଡା ପଞ୍ଚାୟତ ସଦର ମହକୁମାଠାରୁ ଆରମ୍ଭ କରି ସୁଙ୍କି…

ନିଶାସକ୍ତ ଅବସ୍ଥାରେ ୨ ବର୍ଷର ଶିଶୁ ପୂତ୍ରକୁ ପିଟି ପିଟି ହତ୍ୟା କଲେ ବାପା

ହାଇଦ୍ରାବାଦ,୮।୧୧: ନିଶାସକ୍ତ ଅବସ୍ଥାରେ ୨ ବର୍ଷର ଶିଶୁ ପୂତ୍ରକୁ ହତ୍ୟା କଲେ ବାପା। ହାଇଦ୍ରାବାଦର ନେରେଡମେଟର ଜେଜେ ନାଗର ଏସ୍‌ଏସ୍‌ବି ଆପାର୍ଟମେଣ୍ଟରେ ସୋମବାର ଏଭଳି ଏକ ଅଭାବନୀୟ…

ଅବହେଳା ଯୋଗୁ ଅସୁରକ୍ଷିତ

ବଇଣ୍ଡା,୮ା୧୧ (ପରିକ୍ଷିତ ସାହୁ): ବଢ଼ିଚାଲିଛି ବନ୍ୟସମ୍ପଦ ଲୁଟ୍‌ପାଟ। ନିୟମିତ ଗଛ କାଟୁଛନ୍ତି କାଠ ମାଫିଆ। ଚୋରି ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଶିକାର ହେଉଛନ୍ତି ବନ୍ୟଜନ୍ତୁ। ଜଙ୍ଗଲ…

କଳିଙ୍ଗ ନୌବାଣିଜ୍ୟର ସ୍ମାରକୀ ଗୋପାଳପୁର ବନ୍ଦର

ବ୍ରହ୍ମପୁର ଅଫିସ,୮ା୧୧(ନରସିଂହ ସାହୁ): କଳିଙ୍ଗ ନୌବାଣିଜ୍ୟର ପ୍ରତୀକ ବା ସ୍ମାରକୀ ଗୋପାଳପୁର ବନ୍ଦର। ଶତାଧିକ ବର୍ଷର ଇତିହାସ ଅନୁସାରେ ଦକ୍ଷିଣ ଓଡ଼ିଶାର ସାଧବ ପୁଅମାନେ ବେପାର ବଣିଜ…

ଶୀତରେ ଶିଶୁଙ୍କ ଯତ୍ନ

ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ। ଆଉ ମା’ମାନଙ୍କଠାରେ ବଢୁଛି ପିଲାଙ୍କ ସ୍ବାସ୍ଥ୍ୟ ଚିନ୍ତା। କାରଣ ବର୍ଷର ଅନ୍ୟଦିନ ତୁଳନାରେ ଏଦିନେ ଶିଶୁଙ୍କଠାରେ ଦେଖାଦେଇଥାଏ ବିଭିନ୍ନ ଥଣ୍ଡାଜନିତ…

ଧାନ ଅମଳ ପୂର୍ବରୁ ରୋଗପୋକ ଆତଙ୍କ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ଅଞ୍ଚଳର ଏକର ଏକର ଜମିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। ଧାନ ଗଛକୁ ପାଳକୁଟାରେ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୨୦ ଆହତ

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କୁପଓ୍ବାଡା ଜିଲାର ହିନ୍ଦଓ୍ବାଡାର ବାତାୟିନ ଅଞ୍ଚଳରେ ଏକ ଯାତ୍ରୀବାଦୀ ବସ୍‌ ଓଲଟିପଡ଼ିଛି। ଏଥିରେ ପ୍ରାୟ…

ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡାହାଣ୍ଡି,୮।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ ଡାବୁଗାଁ…

ତଥ୍ୟ ପ୍ରଦାନରେ ଚଞ୍ଚକତା

ନବରଙ୍ଗପୁର,୮।୧୧(ବି.ପ୍ର.):ନବରଙ୍ଗପୁର ଜିଲାରେ ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ଅଛନ୍ତି। ଯାଞ୍ଚ ପରେ ଧରାପଡିଲେ ପରବର୍ତ୍ତୀ ସମୟରେ ଚାକିରିରୁ…

ବିଦ୍ୟୁତ୍‌ ତାର ନେଲା ଜୀବନ

ଦେବଗଡ଼/ରିଆମାଲ,୮।୧୧(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅଧୀନ ନିଶାବିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ପତ୍ରାଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ…