ପୁଣି ଦବିଲା ଲୁଣା ନଦୀବନ୍ଧ, ୭ ଗାଁରେ ଆତଙ୍କ

ଡେରାବିଶ,୧୧ା୧୧(ସ୍ବ.ପ୍ର.): ଲୁଣା-ଚିତ୍ରୋପତ୍ଳା ଦ୍ୱିପାଞ୍ଚଳରେ ଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତ ପକ୍ଷୋଟଠାରେ ଗତ ଶୁକ୍ରବାର ରାତିରେ ଲୁଣା ନଦୀବନ୍ଧର ଦକ୍ଷିଣ ପାର୍ଶ୍ୱରେ ୪୦ ଫୁଟ ନଦୀବନ୍ଧ…

ଏମିତି ବେଳାଭୂମି, ଯେଉଁଠି ବିନା ପୋଷାକରେ ଭ୍ରମଣକୁ ରହିଛି ଅନୁମତି

ଭାରତୀୟ ନିୟମ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ନଗ୍ନତାକୁ ଅନୁମତି ଦିଆଯାଇନାହିଁ। ମାତ୍ର ଏମିତି କିଛି ଦେଶ ରହିଛି, ଯେଉଁଠି ନଗ୍ନତାକୁ ମଧ୍ୟ ଅନୁମତି ଦିଆଯାଇଛି। ଫ୍ଲୋରିଡ଼ାରେ ରହିଛି…

ନ୍ୟୁଜିଲାଣ୍ଡ ସିରିଜ ପାଇଁ ଡ୍ରାଭିଡ୍‌ଙ୍କୁ ବିଶ୍ରାମ

ନୂଆଦିଲ୍ଲୀ, ୧୧ା୧୧ (ପି.ଟି): ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ବିଶ୍ରାମ। ଆସନ୍ତା ନ୍ୟୁଜିଲାଣ୍ଡ ସିରିଜ୍‌ ପାଇଁ ଡ୍ରାଭିଡଙ୍କ ସ୍ଥାନରେ ଭିଭିଏସ୍‌ ଲକ୍ଷ୍ମଣ ଭାରତୀୟ ଦଳର…

ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍‌ ପ୍ଲାଜା

ଯାଜପୁର ଅଫିସ,୧୧ା୧୧: ଏନଏଚ୍‌ଏଆଇ (ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ.ଜାତୀୟ ରାଜପଥର…

ଶ୍ରଦ୍ଧାଞ୍ଜଳି, ରାଜେନ୍ଦ୍ର ଆମ୍ବାସାଡର

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି);ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଫୁଟବଲ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂ ଏବଂ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓଡ଼ିଶାର ଫୁଟବଲ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି। ଫୁଟବଲ ଆସୋସିଏଶନ…

ଭୋଟର ପଞ୍ଜୀକରଣ ଗଣତନ୍ତ୍ରର ପ୍ରଥମ ପାହାଚ

ପୁଣେ,୧୧।୧୧: ମହାରାଷ୍ଟ୍ରର ପୁଣେସ୍ଥିତ ସାବିତ୍ରୀବାଈ ଫୁଲେ ବିଶ୍ୱବିଦ୍ୟାଳୟରେ ‘ଭୋଟର ପଞ୍ଜୀକରଣ-ଗଣତନ୍ତ୍ରର ପ୍ରଥମ ପାହାଚ’ ବିଷୟବସ୍ତୁ ଉପରେ ଏକ ମଲ୍ଟିମିଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ମୁଖ୍ୟ ନିର୍ବାଚନ କମିଶନର…

ଗ୍ରୀନ୍‌, ୟେଲୋକୁ ଟପି ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୧୧: କେନ୍ଦ୍ରାପଡ଼ା ଜିଲାରେ ଦିନକୁଦିନ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ବାୟୁ ଗୁଣବତ୍ତା ସୂଚୀର ୨୨୫କୁ ଛୁଇଁ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି…

ପ୍ରତିନିଧି ସଭାକୁ ୫ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ

ଓ୍ବାଶିଂଟନ,୧୧ା୧୧:ଆମେରିକାର ମିଡ୍‌ଟମର୍‌ସରେ ଡେମୋକ୍ରାଟିକ୍‌ ପାର୍ଟିର ରେକର୍ଡ ସଂଖ୍ୟକ ୫ ଭାରତୀୟ ବଂଶୋଦ୍ଭବ ଆଇନ ପ୍ରଣେତା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଛନ୍ତି। ରାଜା କ୍ରିଷ୍ଣାମୂର୍ତ୍ତି, ରୋ ଖାନ୍ନା,…

ପ୍ରାଚୀନ ସୁଡ଼ଙ୍ଗର ସନ୍ଧାନ

କାଇରୋ: ଇଜିପ୍ଟରେ ଏକ ପ୍ରାଚୀନ କାଳର ମାଗ୍ରା ମନ୍ଦିର ପାଖରେ ଏକ ସୁଡଙ୍ଗ ମିଳିଥିବା ଜଣାପଡିଛି। ଏହି ସୁଡଙ୍ଗ ଇଜିପ୍ଟର ରାଣୀ କ୍ଲିଓପାଟ୍ରାଙ୍କ ସମାଧି ପାଖରେ ପହଞ୍ଚିଥିବା…

୨୬ ଗର୍ଭପାତ ପରେ ମା’ ହେଲେ

ବେଜିଂ: ପ୍ରତ୍ୟେକ ମହିଳା ମା’ ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଅନେକ ସମୟରେ କୌଣସି କାରଣରୁ ମହିଳାଙ୍କ ଗର୍ଭପାତ ହୋଇଥାଏ। ଏପରି ଏକ ଘଟଣା ଚାଇନାର ଜଣେ…