‘ଦି କପିଲ ଶର୍ମା ଶୋ’କୁ ମୋଦି ଆମନ୍ତ୍ରିତ

ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ବିଷୟରେ କିଏ ନ ଜାଣିଛି। ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ଶୋ’ ଦେଖିବାକୁ ବେଶ୍‌ ପସନ୍ଦ କରିଥା’ନ୍ତି। ତେବେ…

ବିଓବିର ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୧୨।୩: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ପକ୍ଷରୁ ଏକ ସ୍ବଳ୍ପ ଅବଧି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ…

ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …

ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ…

୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

ଜୟପୁର, ୧୨।୩ (ନି.ପ୍ର.): କୋରପୁଟ ଜିଲା ଜୟପୁର ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି ଟାଉନ ଥାନା…

ରାଉରକେଲାରେ ଏଚ୍‌ଏମ୍‌ଏସ୍‌ଆଇ ‘ଏସ୍‌ଇସି’

ଭୁବନେଶ୍ୱର,୧୨।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଏବଂ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ରାଉରକେଲା ସହଯୋଗିତାରେ ଏକ ଅତ୍ୟାଧୁନିକ ଦକ୍ଷତା ଉନ୍ନତୀକରଣ କେନ୍ଦ୍ର…

‘ଖାଣ୍ଟି ଓଡ଼ିଆଭାବେ ମାତୃଭୂମି, ମାତୃଭାଷାକୁ ଭଲ ପାଅ’

ନବରଙ୍ଗପୁର,୧୨।୩(ବି.ପ୍ର.): ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଆ ବିଭାଗର ମୁଖ୍ୟ ତଥା ମହିଳା…

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୩.୭୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୨।୩: ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରୁ ୨୦୨୩ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଟ୍‌ ରିଫଣ୍ଡ ପରିମାଣ ବାଦ୍‌ ଯିବା ପରେ ପ୍ରାୟ…

୧୧୩ ଦିନ ପରେ ସର୍ବାଧିକ ଦୈନିକ ସଂକ୍ରମଣ, ଟପିଲା ୫ ଶହ…

ନୂଆଦିଲ୍ଲୀ, ୧୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ସତୀଶଙ୍କୁ ଦିଲ୍ଲୀ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଖ୍ୟାତନାମା ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ଦିଲ୍ଲୀର ଜଣେ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ନିଜେ…

କାଜୁ, ଲେମନ ଗ୍ରାସ୍‌ କେଳେଙ୍କାରି : ଜୀବନ ଜୀବିକା ନାଁରେ ହରିଲୁଟ୍‌

ଚିତ୍ରକୋଣ୍ଡା,୧୨।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ, ପାପରମେଟେଲା ଏବଂ ପଣସପୁଟ ଅଞ୍ଚଳରେ ବିକାଶ ନାମକ ଏକ ଏନ୍‌ଜିଓ କାର୍ଯ୍ୟ କରୁଛି। ଏହି ଅନୁଷ୍ଠାନ ଜିଲା…