କଡା ସୁରକ୍ଷା ମଧ୍ୟରେ ବିବାହ କରିବେ ସିଦ୍ଧାର୍ଥ-କିଆରା

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ୭ ତାରିଖରେ ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସ ରାଜକୀୟ…

ଆଦାନୀ ମାମଲାକୁ ନେଇ ପୁଣି ଗୃହରେ ହଟ୍ଟଗୋଳ: ଲୋକ ସଭା ପରେ ରାଜ୍ୟ ସଭା ବି ମଙ୍ଗଳବାର ଯାଏ ସ୍ଥଗିତ

ନୂଆଦିଲ୍ଲୀ,୬।୨: ଆଦାନୀ ପ୍ରସଙ୍ଗକୁ ନେଇ ବିରୋଧୀ ରାସ୍ତାରୁ ନେଇ ସଂସଦ ପର୍ଯ୍ୟନ୍ତ ପ୍ରଦର୍ଶନ କରୁଛନ୍ତି। ସୋମବାର ମଧ୍ୟ ସଂସଦର ଉଭୟ ଗୃହରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…

କୋଟିଏ ଟଙ୍କାର କାର୍‌ ଛାଡ଼ି ଅଟୋରେ ଗଲେ ଅନୁପମ୍‌, କହିଲେ ଏହାର କାରଣ…

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅନୁପମ ଖେର ତାଙ୍କ ଫିଲ୍ମ ‘ଶିବ ଶାସ୍ତ୍ରୀ ବଲ୍‌ବୋଆ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ ଭିନ୍ନ…

‘କାନ୍ତାରା ପାର୍ଟ-୨’ର କାହାଣୀକୁ ନେଇ ଖୁଲାସା କଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି। ରିଷଭ ଶେଟ୍ଟୀଙ୍କ…

ଗୋବିନ୍ଦାଙ୍କୁ ‘ମା’ଙ୍କ ବୋହୂ’ଡାକୁଥିଲେ ଲୋକେ, କାରଣ ଜାଣିଲେ…

ମୁମ୍ବାଇ: ଗୋବିନ୍ଦା ପ୍ରାୟ ୨ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍‌ କରି ଆସୁଛନ୍ତି। ଆକ୍ସନଠାରୁ ଆରମ୍ଭ କରି ଗୋବିନ୍ଦାଙ୍କ ରୋମାନ୍ସ ଏବଂ କମେଡି ସବୁକିଛି ଦର୍ଶକଙ୍କ ମନକୁ…

ଏସିଆ କପ୍‌ କ୍ରିକେଟ ଭେନ୍ୟୁ ନେଇ ମାର୍ଚ୍ଚରେ ହେବ ଚୂଡାନ୍ତ

ନୂଆଦିଲ୍ଲୀ,୬।୨: ୨୦୨୩ ଏସିଆ କପ୍‌ କ୍ରିକେଟ ଆୟୋଜକ ନେଇ ଅନିଶ୍ଚିତତା ଜାରି ରହିଛି। ପ୍ରତିଯୋଗିତା ସେପ୍ଟେମ୍ବରରେ ହେବାକୁ ଥିବା ବେଳେ ପାକିସ୍ତାନକୁ ଆୟୋଜନ କରିବା ଅଧିକାର ମିଳିଛି।…

ତୃତୀୟଥର ପାଇଁ ସ୍ଥଗିତ ରହିଲା ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୬।୨: ତୃତୀୟଥର ପାଇଁ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ ସ୍ଥଗିତ। ନିର୍ବାଚନ ପୂର୍ବରୁ ଭାଜପା ଏବଂ ଆପ ସଦସ୍ୟମାନେ ଗୃହରେ ବିକ୍ଷୋପ ପଦର୍ଶନ କରିଥିଲେ। ଏଥିଯୋଗୁ…

‘ଏଥର ବିରୋଧ ପ୍ରଦର୍ଶନ କଲେ ଗିରଫ ହେବ’

ଇସଲାମାବାଦ,୬ା୨: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ସୋମବାର ଇମ୍ରାନ ଖାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇମ୍ରାନ ପୁଣିଥରେ ସରକାର ବିରୋଧୀ  ପ୍ରଦର୍ଶନ ଆରମ୍ଭ କରିବାକୁ…

ଆକ୍ରମଣର ୬ ମାସ ପରେ ସଲମାନଙ୍କ ପୁସ୍ତକ ଉନ୍ମୋଚିତ

ଲଣ୍ଡନ,୬ା୨: ଭାରତୀୟ ବଂଶୋଭବ ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କରେ ଗତବର୍ଷ ଛୁରାମାଡ଼ ହୋଇଥିଲା। ଏହି ଆକ୍ରମଣରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିତତ୍ଲେ। ଏପରିକି ଗୋଟିଏ ଆଖି ମଧ୍ୟ…

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ କରିବାକୁ…