ଭାରତର ଡିଜିଟାଲ ଭିତ୍ତିଭୂମିକୁ ପ୍ରଶଂସା କଲା ଆଇଏମଏଫ…

ଜେନେଭା,୬।୪ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ )ଭାରତର ଡିଜିଟାଲ ଅଭିଯାନକୁ ପ୍ରଶଂସା କରିଛି। ଆଇଏମଏଫ ଏକ ଓ୍ବାର୍କିଂ ପେପରରେ କହିଛି , ଏକ ବିଶ୍ୱସ୍ତରୀୟ ଡିଜିଟାଲ…

ଗୃହରେ ବିରୋଧୀଙ୍କ ହଙ୍ଗାମା,ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋକ ସଭା ସ୍ଥଗିିତ

ନୂଆଦିଲ୍ଲୀ,୬।୪: ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଶେଷ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହା…

କବିତା କମ, ଇତିହାସ ଅଧିକ ପଢ଼ନ୍ତୁ: ଜୟରାମ ରମେଶଙ୍କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରାମର୍ଶ…

ନୂଆଦିଲ୍ଲୀ,୬।୪ : ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦରୁ ଅଯୋଗ୍ୟ ହେବା ପରେ ଭାଜପା କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଏବଂ ସାମ୍ମୁଖ୍ୟରେ ପରସ୍ପରକୁ…

କର୍ନାଟକ ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଦ୍ୱିତୀୟ ପ୍ରାର୍ଥି ତାଲିକା

ବେଙ୍ଗାଲୁରୁ,୬।୪: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଏବେ ଯୋର ସୋରରେ ପ୍ରସ୍ତୁତି ଚାଲିଛି। ଏହାରି ଭିତରେ କର୍ନାଟକ କଂଗ୍ରେସ ଗୁରୁବାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରି…

ସତ୍ୟେନ୍ଦ୍ରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୬।୪: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ…

୩ କୋଟିର କଂକ୍ରିଟ ରାସ୍ତା ୬ ମାସରେ ଫାଟି ଆଁ

ପାଟଣା,୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ମଝି ସାହିରେ କେନ୍ଦୁଝର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ୬.୮୪୦ କିମି କଂକ୍ରିଟ ରାସ୍ତା ଫାଟି…

ହନୁମାନ ରାକ୍ଷସଙ୍କ ସହ ଲଢିଥିଲେ, ଆମେ ଭ୍ରଷ୍ଟାଚାର ଆଉ ବଂଶବାଦ ରାଜନୀତି ସହ ଲଢିବୁ: ମୋଦି

ନୂଆଦିଲ୍ଲୀ,୬।୪: ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ମୋଦି ଦଳର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇବା…

ରେପୋ ରେଟ ଅପରିବର୍ତ୍ତିତ…

ନୂଆଦିଲ୍ଲୀ,୬।୪ : ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଆରବିଆଇ…

ଗାଁ ଭିତରକୁ ପଣି ଆସିଥିବା ହରିଣକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଲା ବନବିଭାଗ

ପାଟଣା,୬।୪(ସ୍ବ.ପ୍ର.): ଜଙ୍ଗଲ ନିଆଁ ଲାଗିବା ସହ ତାପମାତ୍ରା ବୃଦ୍ଧି ଯୋଗୁ ଏବେ ଗାଁ ମୁଁହା ହେଉଛନ୍ତି ବନ୍ୟପ୍ରାଣୀ। କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଆହାରପଡା…

ସଙ୍କଟ ପୁଣି ଘନେଇଲା: ଦୈନିକ ସଂକ୍ରମଣ ୫ ହଜାର ଟପିଲା, ସକ୍ରିୟ ମାମଲା ୨୫ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…