୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ଛାତ୍ରାବାସ

ରାୟଗଡ଼ା,୨୧ା୨(ସ୍ବ.ପ୍ର.):ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜିଲା ମଙ୍ଗଳ ବିଭାଗ ସହାୟକ ହୋଇଥାଏ ା ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଏହି ବିଭାଗର ଛାତ୍ରାବାସ…

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ…

ଶୁଣିଲାନି ପ୍ରଶାସନ: ଅସ୍ଥାୟୀ କେନାଲ ଖୋଳିଲେ ଗ୍ରାମବାସୀ

ଟିକିରି,୨୧ା୨(ଡି.ଏନ୍‌.ଏ.):ପ୍ରଶାସନଠାରୁ ଜନପ୍ରତିନିଧି ପର୍ଯ୍ୟନ୍ତ ବାରମ୍ବାର ଗୁହାରି ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଶେଷରେ ଗ୍ରାମବାସୀ ଶ୍ରମଦାନ କରି ଅସ୍ଥାୟୀ କେନାଲ ଖୋଳିଛନ୍ତି। ଏହାଦ୍ୱାରା ପ୍ରାୟ ୫୦୦ ଏକର…

ପରୀକ୍ଷା ପୂର୍ବରୁ…

ପରୀକ୍ଷା ପୂର୍ବରୁ ବେଳେବେଳେ ପିଲାମାନେ ଅତ୍ୟଧିକ ଚାପର ଶିକାର ହୋଇଯାନ୍ତି। ସେମାନଙ୍କ ଟେନ୍‌ସନ୍‌ ଦୂର କରିବା ପାଇଁ ଅଭିଭାବକମାନେ କ’ଣ କରିବେ ଜାଣି ରଖନ୍ତୁ। - ଭଲ…

ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୨: ଭାରତ ବିପକ୍ଷରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଅଷ୍ଟ୍ରେଲିଆ ଦଳକୁ ଏକ ବଡ଼ ଝଟ୍‌କା ଦେଇଛି। ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ସିରିଜର ଅବଶିଷ୍ଟ…

ଦୁଇ ମାସରେ ଷ୍ଟ୍ରବେରୀ ଦେଲାଣି ଦେଢ଼ ଲକ୍ଷ

ଦାରିଙ୍ଗବାଡି,୨୧ା୨(ଡି.ଏନ.ଏ.): ଓଡ଼ିଶାର କାଶ୍ମୀରକଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବଡ଼ ସଫଳତା ଦେଇଛି। ପୂର୍ବେ…

୩ ଦିନ ହେଲା ଓଟି ବନ୍ଦ

ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ବଡ ମେଡିକାଲରେ ପୁଣି ଅବ୍ୟବସ୍ତା ଦେଖାଦେଇଛି। ବିନା ନୋଟିସ୍‌ରେ ଅସ୍ଥିଶଲ୍ୟ ବିଭାଗ ଅସ୍ତ୍ରୋପଚାର (ଓଟି)ବନ୍ଦ କରାଯାଇଛି। ୩ ଦିନ ହେଲା ଏହି ବିଭାଗରେ…

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ସରପଞ୍ଚ

ଖଇରା, ୨୧ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଞ୍ଚାୟତରେ ବିଭିନ୍ନ ଯୋଜନାକୁ ନେଇ ପ୍ରାକ୍ତନ ଲୋକ ପ୍ରତିନିଧି ଓ ବର୍ତ୍ତମାନର ଲୋକ ପ୍ରତିନିଧିଙ୍କ ମଧ୍ୟରେ…

ନକଲି ଜର୍ଦା ଜବତ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ପୁରୁଣାବଜ଼ାର ଥାନା କାଯିମହଲାରୁ ପୋଲିସ ନକଲି ଜର୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସୋମବାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ସେକ୍‌…

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ ମୁତାବକ,…