କେଶରୀ ଇଷ୍ଟେଟ୍‌ ସଂସ୍ଥା ଏମ୍‌ଡିଙ୍କ ଘରୁ ଦେଢ଼ କେଜି ସୁନା ଜବତ ସୂଚନା

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଘର ଦେବା ଆଳରେ ଜମାକାରୀଙ୍କଠାରୁ କେଶରୀ ଇଷ୍ଟେଟ୍‌ ସଂସ୍ଥା ସାଢ଼େ ୫କୋଟି ଟଙ୍କା ଠକେଇ ମାମଲାର ବେଆଇନ ଅର୍ଥ କାରବାର ଦିଗକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)…

୩୬ ଉପଗ୍ରହ ସହିତ ଭାରତର ସର୍ବବୃହତ ଏଲଭି-ଏମ୍‌-୩ ରକେଟ ଉତକ୍ଷେପଣ କଲା ଇସ୍ରୋ…

ଶ୍ରୀହରିକୋଟା,୨୬।୩ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୩୬ଟି ଉପଗ୍ରହ ନେଇ ଭାରତର ସର୍ବବୃହତ ଏଲଭି-ଏମ୍‌-୩ ରକେଟ…

ଐତିହ୍ୟ ରୂପାନ୍ତର ପୁରୀର ଗୁରୁତ୍ୱ ବୃଦ୍ଧି କରିବ

ଭୁବନେଶ୍ୱର(ବ୍ୟୁରୋ)/ପୁରୀ/କଟକ ଅଫିସ,୨୬।୩:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌…

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲା ଗସ୍ତ ଆଜି

ଛତ୍ରପୁର,୨୬।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।…

ନେପାଳ ଜନସଂଖ୍ୟା ୧୧ ବର୍ଷରେ ବଢ଼ିଛି ୨୫ ଲକ୍ଷ…

କାଠମାଣ୍ଡୁ,୨୬।୩ : ୧୧ ବର୍ଷରେ ନେପାଳର ଜନସଂଖ୍ୟା ୨୫ ଲକ୍ଷ ବୃଦ୍ଧି ପାଇଛି। ଏହି ଆଧାରରେ, ପ୍ରତିବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ଦୁଇ ଲକ୍ଷରୁ ଅଧିକ ରେକର୍ଡ…

ହୃଦରୋଗୀଙ୍କୁ ମାଗଣାରେ ବିଶ୍ୱସ୍ତରୀୟ ଚିକିତ୍ସା ମିଳିବ

ଭୁବନେଶ୍ୱର, ୨୬।୩ (ବ୍ୟୁରୋ):  ହୃଦ୍‌ରୋଗୀଙ୍କୁ ରାଜ୍ୟ ସରକାର ମାଗଣାରେ ବିଶ୍ୱସ୍ତରୀୟ ଚିକିତ୍ସା ସେବା ଯୋଗାଇଦେବେ। ଏଥିପାଇଁ ଶନିବାର ପ୍ରଶାନ୍ତି ମେଡିକାଲ ସର୍ଭିସ ଆଣ୍ଡ୍‌ ରିସର୍ଚ୍ଚ ଫାଉଣ୍ଡେଶନ (ପିଏମ୍‌ଏସ୍‌ଆର୍‌ଏଫ୍‌)…

ଅଭିନେତା ଶ୍ରୀତମ ଦାସଙ୍କ ମାତୃ ବିୟୋଗ

କଟକ ଅଫିସ,୨୬।୩: ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ ଶ୍ରୀତମ୍‌ ଦାସଙ୍କ ମା’ ସଂଯୁକ୍ତା ଦାସ(୭୪)ଙ୍କର ଶନିବାର ଅପରାହ୍ନ ପ୍ରାୟ ୫ଟା ୧୦ ମିନିଟ୍‌ରେ କଟକ କନିକା ଛକସ୍ଥିତ ବାସଭବନରେ…

ୱାଶିଂଟନ ଡିସିରେ ଭାରତୀୟ ଖବରଦାତାଙ୍କ ଉପରେ ଆକ୍ରମଣ କଲେ ଖଲିସ୍ତାନ ସମର୍ଥକ

ୱାଶିଂଟନ,୨୬ ।୩: ଖଲିସ୍ତାନ ସମର୍ଥକଙ୍କ ଦୁଃସାହସ ଭରା କାମକୁ ନେଇ ଲଗାତାର ଖବର ସାମ୍ନାକୁ ଆସୁଛି ।ଏବେ ବିଦେଶରେ ଭାରତକୁ ବଦନାମ କରିବା କାର୍ଯ୍ୟକଳାପ ସାମ୍ନାକୁ ଆସିଛି…

ଯବାନ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୨୬।୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ବହୁପରିମାଣର ବିସ୍ଫୋରକ ସାମଗ୍ରୀ ପୋଲିସ ଜବତ କରିଛି। ଖବରରୁ ଜଣାପଡିଛି, ନାରାୟଣପୁର…

‘ଧର୍ମାନ୍ତରିତଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦିଆଯାଉ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ଅନୁସୂଚିତ ଜନଜାତିରୁ ବାଦ୍‌ ଦେବା ଦାବିକୁ ଜୋର୍‌ଦାର କରିଛି ଜନଜାତି ସୁରକ୍ଷା ମଞ୍ଚ। ଏହାକୁ ନେଇ ଶନିବାର ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ…