ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌। ଆଉ ୨ହଜାର ଟଙ୍କାର ନୋଟ୍‌ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍‌ ଫେରେଇ ନେବା ନେଇ ଶୁକ୍ରବାର ଘୋଷଣା…

ପୋଖରୀରେ ବୁଡି ଭଉଣୀ ଭାଇ ମୃତ

କୋରାପୁଟ,୧୯।୫(ସ୍ବପ୍ର ): ପୋଖରୀରେ ବୁଡି ଭଉଣୀ ଭାଇ ଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ…

ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ମନା କରିଥିଲେ ଏହି ଓକିଲ…

ନୂଆଦିଲ୍ଲୀ,୧୯।୫: ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି। ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଓକିଲଙ୍କ ମଧ୍ୟରେ ସେ…

ଓଡ଼ିଶା: ଆଜିର ଫଟୋ ( ମେ ୧୯, ୨୦୨୩ )

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୧୦୦ତମ ଜୟନ୍ତୀରେ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି   ଭୁବନେଶ୍ୱର ରସୁଲଗଡ ସ୍ଥିତ ଜଗନ୍ନାଥ ନଗରରେ ମହିଳାଙ୍କ ସାମୂହିକ…

ଟସ ଜିତି ଆରଆରର ବୋଲିଂ ନିଷ୍ପତ୍ତି

ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚ୍‌ ଶୁକ୍ରବାର ଧର୍ମଶାଳା ଷ୍ଟାଡିୟମରେ ଆୟୋଜିତ ହୋଇଛି। ପଞ୍ଜାବ କିଙ୍ଗ୍ସ(ପିବିକେଏସ)ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ ଅଫିସ, ୧୯।୫-ଭଦ୍ରକରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ହାତରେ ମେହେନ୍ଦୀ, ଚୁଡ଼ି ସହ ପାଦରେ ଅଳତା ଓ ମଥାରେ ସିନ୍ଦୂର ଲଗାଇ ନୂଆ ଶାଢ଼ି…

ରାଗିଲେ ଦିଦି

କୋଲକାତା,୧୯।୫: ପଶ୍ଚିମବଙ୍ଗର କଥିତ କ୍ୟାଶ ଫର ଜବ ଘୋଟାଲା ମାମଲାରେ ତ୍ରୁଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ ମିଳିବା ପରେ ମୁଖ୍ୟମନ୍ତ୍ରୀ…

ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିବାହର…

ଭାରତରେ ନିକ ନେମ ‘ନିକୁଆ’କୁ ଖୁବ ପସନ୍ଦ କରନ୍ତି ନିକ ଜୋନାସ

ମୁମ୍ବାଇ: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଭାରତରେ ଖୁବ ଚର୍ଚ୍ଚା ହୋଇଥିଲା। ପିସି ଆମେରିକାନ ସିଙ୍ଗର ନିକ ଜୋନାସଙ୍କୁ ବିବାହ କରିଥିଲେ। ସେତେବେଳେ ନିକଙ୍କୁ…

ରେଡ ଲିପଷ୍ଟିକ, ସିଲଭର ହୁଡି ଗାଉନରେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକ ଭାଇରାଲ

ମୁମ୍ବାଇ: କାନ୍ସ ୨୦୨୩ରେ ବଲିଉଡ ନାୟିକାମାନେ ଗ୍ଲାମରର ତଡକା ଲଗାଉଥିବା ଦେଖାଯାଇଛି। ବି-ଟାଉନର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କାନ୍ସ ଲୁକରେ ପ୍ରଶଂସକଙ୍କୁ…