ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ, ପୁଣି ହେବ ଜୁନରେ…

ପ୍ୟୋଙ୍ଗୟାଙ୍ଗ,୩୧।୫ : ବୁଧବାର ଉତ୍ତର କୋରିଆ କହିଛି ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଛି। ଏଥି ସହିତ ଜୁନ ମାସରେ ଏହା ପୁଣି ଥରେ…

ଆଜି ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୫: ଆଜିଠାରୁ ଚାରି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମାୟାବତୀଙ୍କ ଏହି ନିଷ୍ପତ୍ତି ଏସ୍‌ପି, କଂଗ୍ରେସର ବଢାଇବ ସମସ୍ୟା, ଭାଜପା ପାଇଁ ମଧ୍ୟ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୧।୫: ୨୦୨୪ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଅନେକ ଦଳ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବାକୁ ପ୍ରସ୍ତୁତ…

ସୀମାନ୍ତରୁ ଫେରାର ଥିବା ୩ ମାଓବାଦୀ ଗିରଫ

ମାଲକାନଗିରି, ୩୧।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୋଣ୍ଟା ପୋଲିସ ଓ ଡିଆର୍‌ଜି ଯବାନ ଫେରାର ଥିବା ୩ ମାଓବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି।…

ଦଲାଇ ଲାମାଙ୍କୁ ବଦନାମ କରିବାକୁ ଚାଇନାର ଷଡ଼ଯନ୍ତ୍ର: ୮ ବର୍ଷ ଶିଶୁଙ୍କ ଭିଡ଼ିଓ କଲା ଭାଇରାଲ…

ବେଜିଂ/ଲାସା,୩୧।୫ : ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ତିବ୍ଦତର ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ବଦନାମ ଅଭିଯାନ ଆରମ୍ଭ କରିଛି। ଦଲାଇ…

୧୫ ପରିବାର ଗାଁରୁ ବାସନ୍ଦ

କୋଷାଗୁମୁଡ଼ା/ନବରଙ୍ଗପୁର, ୩୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ଖୁଡୁଖୁଡ଼ି ଖେଳ ପାଇଁ ଗାଁରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। କୌଣସି ଶୁଭ ଅଶୁଭ କାମରେ ଯିବାକୁ ପରିବାର ସଦସ୍ୟଙ୍କୁ ବାରଣ। କୁନି କୁନି…

ଦକ୍ଷିଣ ଚାଇନା ସାଗର ଅଞ୍ଚଳ ପୁଣି ଅଶାନ୍ତ: ଆମେରିକା-ଚାଇନା ଯୁଦ୍ଧ ବିମାନ ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୩୧।୫ : ଆମେରିକା ଏବଂ ଚାଇନା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମେ ୩୦ ରେ, ଏକ ଚାଇନା ଯୁଦ୍ଧ ବିମାନ ଅନ୍ତର୍ଜାତୀୟ…

ଗରମ ତରକାରି ହାଣ୍ଡିରେ ପଡ଼ି ଶିଶୁ ମୃତ

ବୁଗୁଡ଼ା,୩୧।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁଦ୍ଧିକ୍ରିୟା ଭୋଜି ପାଇଁ ପ୍ରସ୍ତୁତ ହେଉଥିବା ଗରମ ତରକାରି…

ତହସିଲ କାର୍ଯ୍ୟାଳୟରୁ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଜବତ

ନିଶ୍ଚିନ୍ତକୋଇଲି, ୩୧।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟର ୨ୟ ମହଲାରେ ଲାଗିଥିବା ଏକ ପଙ୍ଖାରୁ ମଙ୍ଗଳବାର ଅପରାହ୍ନରେ ତରତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ସଞ୍ଜୟ କୁମାର…

ବିଦେଶରେ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଆମେରିକାରେ ପହଞ୍ଚବା ପରେ ରାହୁଲ ଗାନ୍ଧୀ ସାନ ଫ୍ରାନ୍ସିସ୍କୋରେ ଭାରତୀୟ ମୂଳ ଲୋକଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିଛନ୍ତି।…