କାଲିଫର୍ନିଆରେ ଭାରତୀୟ-ଆମେରିକୀୟଙ୍କ ରାଲି

ଓ୍ବାଶିଂଟନ, ୭ା୪(ପି.ଟି.): ଜାତିଭିତ୍ତିକ ପକ୍ଷପାତକୁ ସ୍ପଷ୍ଟ ଭାବେ ନିଷେଧ ଲାଗି ଆମେରିକାର କାଲିଫର୍ନିଆ ଷ୍ଟେଟ୍‌ ସିନେଟରେ ଡେମୋକ୍ରାଟିକ୍‌ ସଦସ୍ୟ ଆଣିଥିବା ବିଲ୍‌କୁ ବିରୋଧ କରି ଶତାଧିକ ଭାରତୀୟ-ଆମେରିକୀୟ…

ଚାଇନା ସ୍ବାର୍ଥରେ, ମାକ୍‌ରଁ ନିରାଶ

ବେଜିଂ/ପ୍ୟାରିସ୍‌/ଓ୍ବାଶିଂଟନ୍‌,୭ା୪: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଗୁରୁବାର ୟୁକ୍ରେନ୍‌ ଶାନ୍ତି ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ବେଜିଂ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ…

ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ବର, ୭।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ବ୍ଲକସ୍ତରରେ ଶୁକ୍ରବାର ଦାୟିତ୍ୱ ଦିଆଯାଇଛି। ମୋଟ ୧୨ ଜଣ ପର୍ଯ୍ୟବେକ୍ଷକ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲଟିସ୍ତରରେ ନିଯୁକ୍ତି…

କୋଲକାତାର ବୃହତ ବିଜୟ

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ…

ଆଇସ୍‌କ୍ରିମ୍‌ ଖାଇ ୫୫ ଅସୁସ୍ଥ, ୨ ଗୁରୁତର

ଖାରଗାଁଓ,୬।୪: ମଧ୍ୟପ୍ରଦେଶ ଖାରଗାଁଓ ଜିଲା ଛତଲ ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୫୫ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୨…

ଖତ ଖାଉଛି ଓ୍ବେ ବ୍ରିଜ୍‌

କେନ୍ଦୁଝର,୬ା୪(ସ୍ବ.ପ୍ର.): ବ୍ୟବହାର ହୋଇ ପାରୁ ନ ଥିବା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ସଦର ଥାନା ମୁରୁସୁଆଁ ଟୋଲ ପ୍ଲାଜା ନିକଟରେ ଥିବା ଦୁଇଟି ବ୍ୟୟ ବହୁଳ ଓ୍ବେ…

ଅକ୍ସଫାମ୍‌ ବିରୋଧରେ ସିବିଆଇ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୬ା୪: ଅକ୍ସଫାମ୍‌ ଦ୍ୱାରା ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି…

ଚଳିତ ଶିକ୍ଷାବର୍ଷରୁ କଞ୍ଚୁରୁ ହାଇସ୍କୁଲରେ ଯୁକ୍ତଦୁଇ କଳା ପାଠ୍ୟକ୍ରମ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଶିକ୍ଷାବର୍ଷ ୨୦୨୩-୨୪ରୁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଧୀନ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ…

ଆର୍‌ସିବି ଆଗରେ ୨୦୫ ରନ୍‌ର ଟାର୍ଗେଟ୍‌

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୯ତମ ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ…