ଓ୍ବିଣ୍ଟର ଅଲିମ୍ପିକ୍ସ ଲକ୍ଷ୍ୟରେ ରଞ୍ଜିତା

ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଓଡ଼ିଶାର ଏକମାତ୍ର ସ୍କି ଓ ସ୍ନୋ ବୋର୍ଡ ଖେଳାଳି ରଞ୍ଜିତା ବେହେରାଙ୍କୁ ଭେଟିଛନ୍ତି ଭାରତୀୟ ସ୍କି ଓ ସ୍ନୋ ବୋର୍ଡ ସଭାପତି…

କାର୍ଯ୍ୟକାରୀ ହେଲାନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ,୨୩।୬(ଲୋକନାଥ ମିଶ୍ର): ନୟାଗଡ ଜିଲା ନୂଆଗାଁ ତହସିଲ ସାନହମରା ମୌଜାର ଏକ ଜମିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ଧାନ ନ ବୁଣି ପାରି ଗୁରୁବାର ଫେରିଛନ୍ତି।…

ବର୍ଲିନରେ ଓଡ଼ିଆ ଝିଅଙ୍କ ଚମକ

ଭୁବନେଶ୍ୱର, ୨୩।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଚମକ ଦେଖାଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ କଳ୍ପନା ଜେନା। ସେ…

ଅଧା ସଫେଇ କରି ଛାଡ଼ିଦେଲେ

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନର୍ଦ୍ଦମା ଜଳରେ ସୃଷ୍ଟି ହେବାକୁ ଥିବା ବନ୍ୟାର ଭୟ ନୟାଗଡ଼ ମ୍ୟୁନିସିପାଲିଟିର ୧ନଂ. ୱାର୍ଡରୁ ହଟୁନି। କଲଭର୍ଟ ଓ ଡ୍ରେନ ନିର୍ମାଣରେ ତ୍ରୁଟି କାରଣରୁ…

ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନାହାନ୍ତି

ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଡାକ୍ତର ନାହାନ୍ତି। ଫଳରେ ସାଧାରଣ ଚିକିତ୍ସା ପାଇଁ ନୟାଗଡ଼…

ଛାତ୍ରୀଛାତ୍ର ପଡ଼ିଆରେ ଖାଉଛନ୍ତି ମଧ୍ୟାହ୍ନଭୋଜନ

ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଥମେ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ…

ଡିଆଁପଡ଼ା ଅପହରଣ ଘଟଣାର ନୂଆ ମୋଡ଼

ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଚାଷୀ ଶ୍ୟାମ ସୁନ୍ଦର ବେହେରା(୫୯) ଅପହରଣ ଘଟଣାର ନୂଆମୋଡ଼। ଅପହରଣ ଘଟଣାରେ ବାରମ୍ବାର କଥା ବଦଳାଇ ଫସିଲେ…

୫ ମାସରେ ୧୧୨ ଦୁର୍ଘଟଣା: ୪୩ ମୃତ, ୫୮ ଗୁରୁତର

ଜଗତ୍‌ସିଂହପୁର,୨୩ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାରେ ଗାଡି ଚାଳକମାନଙ୍କ ମନମୁଖି ଓ ଦ୍ରୁତ ଗାଡି ଚାଳନା ଚିନ୍ତାର କାରଣ ପାଲଟିଛି। କାରଣ ଗତ ଜାନୁୟାରୀରୁ ମେ ମାସ…

ସାଓମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୩।୬: ସାଓମି ଇଣ୍ଡିଆର ନୂତନ ଉତ୍ପାଦ ସାଓମି ପ୍ୟାଡ୍‌-୬ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହାର ଅତ୍ୟାଧୁନିକ ୱାୟାରଲେସ୍‌ ଇୟରବଡ୍‌-ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ର ମଧ୍ୟ…

ଭୋଟକାରେ ଥମୁନି ମାଙ୍କଡ଼ ଆତଙ୍କ

ରସୁଲପୁର,୨୩ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଥମିବାରେ ନାଁ ଧରୁନାହିଁ। ଦୁଇ ସପ୍ତାହ ହେଲା ମାଙ୍କଡ଼ ଆକ୍ରମଣରେ ଏଠାରେ ୮ରୁ ଊର୍ଦ୍ଧ୍ୱ…