ମୋଦି ଇଜିପ୍ଟ ଗସ୍ତ ସମୟରେ ଅଲ-ହକିମ ମସଜିଦରେ ବିତାଇବେ ଅଧ ଘଣ୍ଟା

କାହିରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ଅଛନ୍ତି। ଆମେରିକା ଗସ୍ତ ପରେ ଶନିବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ମିଶ୍ର ଗସ୍ତ କରିବେ। ଏହି ସମୟରେ…

‘ଟାଇଗର-୩’ପାଇଁ ଡବିଂ କରୁଛନ୍ତି ସଲମାନ, ଫିଲ୍ମର ଭିପିଏକ୍ସ ଉପରେ ମଧ୍ୟ କାମ ଆରମ୍ଭ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଭାବରେ ନୂଆ ନୂଆ ଖବର…

ବିରୋଧୀ ଦଳ ବୈଠକରେ କଂଗ୍ରେସକୁ ଟାର୍ଗେଟ କଲେ ମମତା

ପାଟନା,୨୩।୬: ପାଟନାରେ ବିରୋଧୀ ମେଳି ପାଇଁ ବୈଠକ ଚାଲିଛି। ବହୁ ବିରୋଧୀ ଦଳ ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି। ତେବେ ଏମଧ୍ୟରେ ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।…

ଚାଇନା ସହ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ‘ପ୍ରଳୟ’, ରାଫେଲ-ସୁଖୋଇ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨୩।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ପୁର୍ବୋତ୍ତର ଭାରତରେ ଏକ ବଡ ଏକ୍ସରସାଇଜ କରିବାକୁ ଯାଉଛି। ଏହି ଓ୍ବାର ଏକ୍ସରସାଇଜକୁ ‘ପ୍ରଳୟ’ ନାମ…

ଷ୍ଟିଲ ମିଲରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ୫ ଆହତ

ବେଜିଂ,୨୩।୬: ଉତ୍ତର-ପୂର୍ବ ଚାଇନାର ଏକ ଷ୍ଟିଲ ମିଲରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ…

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା, କିଏ କିଏ ସ୍ଥାନ ପାଇଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ସିରିଜ ଖେଳାଯିବ। ଏଥିପାଇଁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ ଟିମ ଇଣ୍ଡିଆ ଘୋଷଣା…

ସ୍ବିସ୍‌ ବ୍ୟାଙ୍କରେ ୧୧ପ୍ରତିଶତ ହ୍ରାସ ପାଇଛି ଭାରତୀୟଙ୍କ ଜମା ରାଶି

ସ୍ବିଜରଲ୍ୟାଣ୍ଡ/ନୂଆଦିଲ୍ଲୀ,୨୩।୬: ସ୍ବିସ୍‌ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ଫାର୍ମା କମ୍ପାନୀ ଦ୍ୱାରା ଜମା ରାଶି ୨୦୨୨ମସିହାରେ ୧୧ପ୍ରତିଶତ ହ୍ରାସ ପାଇଛି। ତାହା ୩୦,୦୦୦କୋଟି ଟଙ୍କା ହୋଇ ଯାଇଛି।…

ଝିଅକୁ କୋଳରେ ଧରି ପତ୍ନୀ ଉପାସନାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଲେ ରାମ ଚରଣ

ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ରାମ ଚରଣ ଏବେ ଚର୍ଚ୍ଚାରେ। ତେବେ ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ପର୍ସନାଲ ଲାଇଫକୁ…

ଅଗଷ୍ଟରେ ଲଞ୍ଚ ହେବ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ ମିଶନ’

ନୂଆଦିଲ୍ଲୀ,୨୩।୬: ଅଗଷ୍ଟରେ ଲଞ୍ଚ ହେବ ଗଗନଯାନ ମିଶନ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ଅଧ୍ୟକ୍ଷ ଏସ ସୋମନାଥ। ଏକ କାର୍ଯ୍ୟକ୍ରମରେ ସେ…

ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହେଲା ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ପିଏସ୍‌-୨ ହିନ୍ଦୀରେ ରିଲିଜ ହୋଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶନାରେ ଚୋଳ ସାମ୍ରାଜ୍ୟ ଉପରେ ନିର୍ମିତ…