୧୧ଟି ୱାର୍ଡର ଉପନିର୍ବାଚନ ଫଳାଫଳ ଘୋଷିତ

ପୁରୁଷୋତ୍ତମପୁର,୪।୫(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୮ଟି ପଞ୍ଚାୟତର ୮ଟି ୱାର୍ଡରେ ହୋଇଥିବା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀ ତଥା ବିଡିଓ ବିଜୟ କୁମାର…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ଅଫିସ, ୪।୫: ଅବକାରୀ ଗୁଇନ୍ଦା ଟିମ୍‌ ଗୁରୁବାର ଗଞ୍ଜାମ ଜିଲା ଚିକିଟି ଧାନଘର ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି। ଏକ ଟ୍ରକରେ ଗଞ୍ଜେଇ…

ଛାତ୍ରୀଙ୍କ ସହ ପାଦରେ ପାଦ ମିଶାଇ ଡ୍ୟାନ୍ସ କଲେ ଶିକ୍ଷକ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଜଣେ ଶିକ୍ଷକ ସରକାରୀ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଖୁବ୍‌ ସୁନ୍ଦର ଭାବରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। javed_gurudeva ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ…

ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ,୪।୫: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ…

ହାଇକୋର୍ଟରୁ ନୀତୀଶ ସରକାରଙ୍କୁ ବଡ ଝଟକା!

ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଅଲଚିକି ଲିପିର ଉଦ୍ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।…

ଦିଲ୍ଲୀକୁ ଚାରିପଟୁ ବନ୍ଦ କରି ଦିଅନ୍ତୁ: ଅଭୟ ଚୌତାଲା

ଚଣ୍ଡିଗଡ଼, ୪।୫: ଆଇଏନଏଲଡି ନେତା ତଥା ବିଧାୟକ ଅଭୟ ସିଂ ଚୌତାଲା ଯନ୍ତରମନ୍ତରରେ ଧାରଣାରେ ବିସିଥିବା ରେସଲର୍‌ମାନଙ୍କୁ ସମର୍ଥନ କରିଛନ୍ତି। ରୋହତକରେ ଏକ ଗଣମାଧ୍ୟମ ସମ୍ମିଳନୀ କରି…

‘ଏଫଆଇଆର ହେଲା, ସୁରକ୍ଷା ମିଳିଲା’, ରେସଲରଙ୍କ ଯୌନ ଉତ୍ପିଡନ ମାମଲାକୁ ନେଇ ସୁପ୍ରିମକୋର୍ଟ କହିଲେ- ଏବେ କିଛି ଚାହାଁନ୍ତି ତ…

ନୂଆଦିଲ୍ଲୀ,୪।୫: ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିଶ ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ପୀଠ କହିଛନ୍ତି…

ଜର୍ମାନ ଏୟାରଲାଇନ୍ସ ଉପରେ ଗୋ ଫାଷ୍ଟ ଭଳି ସଙ୍କଟ

ବର୍ଲିନ/ନୂଆଦିଲ୍ଲୀ,୪।୫: ଗୋ ଫାଷ୍ଟ ଏୟାର ଲାଇନ୍ସ ମେ’ ୯ ପର୍ଯ୍ୟନ୍ତ ତା’ର ଉଡାଣକୁ ରଦ୍ଦ କରିଦେଇଛି। ଏହି ଗୁରୁତର ସଙ୍କଟ ପାଇଁ ଏୟାରଲାଇନ୍ସ ଆମେରିକା କମ୍ପାନୀ ପ୍ରେଡ…

କାଳବୈଶାଖୀ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍‌

ପାଟଣା,୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ବୁଧବାର କାଳବୈଶାଖୀ ଜନିତ ବର୍ଷା ଯୋଗୁ ଆପ୍ରୋଚ ରୋଡ୍‌ ଭାଙ୍ଗିଯିବାରୁ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଛି। ଲୋକେ ଯାତାୟାତ ପାଇଁ…