ଅଧ୍ୟାଦେଶରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧ା୭: ଦିଲ୍ଲୀର ସେବା ପ୍ରଶାସନକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ମେ’ ୧୯ରେ ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଏଏପି ସରକାର…

ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଝଟ୍‌କା

ନ୍ୟୁୟର୍କ,୧୧।୭: ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ, ଉତ୍ତର ଆଟଲାଣ୍ଟିକ ମହାସାଗରରେ ୬.୪ ତୀବ୍ରତାର ଭୂକମ୍ପ ଘଟିଛି।…

ସ୍ବିଡେନ ନାଟୋରେ ଯୋଗଦେବା ରାସ୍ତା ସଫା

ଷ୍ଟକହୋମ,୧୧।୭: ସ୍ବିଡେନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ଯୋଗଦେବା ପାଇଁ ରାସ୍ତା ସଫା ହୋଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନାଟୋ ସଦସ୍ୟତା ପାଇଁ…

ଫିଲ୍ମ ଫ୍ଲପ ପରେ ବି କଷ୍ଟ ନ ଥିଲା

ମୁମ୍ବାଇ: ମିସ୍‌ ୱାଲର୍‌ଡ ମାନୁଷୀ ଛିଲ୍ଲର ନିକଟରେ ତାଙ୍କ ଡେବ୍ୟୁ ଫିଲ୍ମକୁ ନେଇ କିଛି ମତ ରଖିଛନ୍ତି। ମାନୁଷୀଙ୍କ ଡେବ୍ୟୁ ଫିଲ୍ମ ତଥା ଅକ୍ଷୟ କୁମାରଙ୍କ ମୁଭି…

୨୫ ସେକେଣ୍ଡରେ ୭୫ ପାହାଚ ଓହ୍ଲାଇଲେ ହାତରେ

କାଠମାଣ୍ଡୁ: ନିକଟରେ ଜଣେ ନେପାଳୀ ସୈନିକ ହରିଚନ୍ଦ୍ର ଗିରି(୨୯) ହାତ ସାହାଯ୍ୟରେ ଶିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ କରିଛନ୍ତି। ନେପାଳର କାଠମାଣ୍ଡୁ ଗଁାର ଏକ ବୁଦ୍ଧ ମନ୍ଦିର…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୩ )

ଶ୍ରାବଣ ମାସର ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ଜଳ ଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି     କଟକ ମହାନଦୀ ଗଡଗଡିଆ ଘାଟରୁ ବିଭିନ୍ନ ଶୈବ…

ତିଳକ ରାଷ୍ଟ୍ରୀୟ ପୁରସ୍କାରରେ ପ୍ରଧାନମନ୍ତ୍ରୀଙ୍କୁ କରାଯିବ ସମ୍ମାନିତ, ଶରଦ ପାଓ୍ବାର ରହିବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧ରେ ପୁଣେରେ ଏକ କାର୍ଯ୍ୟକ୍ରମରେ ଲୋକମାନ୍ୟ ତିଳକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ। ଯେଉଁଠାରେ ମୁଖ୍ୟ ଅତିଥି ଭାବରେ ଏନସିପି…

ଚାଲୁଥିବା ଅବସ୍ଥାରେ ଜଳିଗଲା ସ୍କୁଟି

ବୋରିଗୁମ୍ମା/ନବରଙ୍ଗପୁର,୧୦ା୭(ବିଜୟ ସାହୁ/ସଦାଶିବ ପ୍ରହରାଜ): ରାସ୍ତା ଉପରେ ଚଳନ୍ତା ସ୍କୁଟିରେ ସୋମବାର ହଠାତ୍‌ ନିଆଁ ଲାଗି ଜଳିଯାଇଛି। ତେବେ ଏ ନେଇ ଲୋକମାନଙ୍କଠାରୁ ସୂଚନା ପାଇ ସଙ୍ଗେସଙ୍ଗେ ଚାଳକ…

ଠକେଇ ମାମଲାରେ ରାଞ୍ଚି କୋର୍ଟରେ ହାଜର ହେଲେ ଅମିଷା, ନିଜକୁ କହିଲେ ନିର୍ଦ୍ଦୋଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ଆଜିକାଲି ବଡ ପରଦାକୁ ଫେରିବା ପାଇଁ ପ୍ରସ୍ତୁତ କରୁଛନ୍ତି। ଦୀର୍ଘ ଦିନ ପରେ ଅମିଷାଙ୍କୁ ଫିଲ୍ମ ‘ଗଦର-୨’ରେ ଦେଖିବାକୁ ମିଳିବ।…

ଆମେରିକା ପାଖରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା, ଜାଣନ୍ତୁ କେତେ ନଂ ସ୍ଥାନରେ ଭାରତ

ଓ୍ବାଶିଂଟନ,୧୦।୭: ଗ୍ଲୋବାଲ ଫାୟାର୍‌ ପାୱାର୍‌ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନିକମାନଙ୍କର ଏକ ତାଲିକା ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ଅନୁଯାୟୀ ଆମେରିକାରେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ…