ଭାରତ-ଫ୍ରାନ୍ସ କୁଟନୀତିକ ଭାଗିଦାରୀକୁ ପୁରଣ ହେଲା ୨୫ ବର୍ଷ, ହିନ୍ଦିରେ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ ରାଷ୍ଟ୍ରପତି

ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ଏହି ସମୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମ୍ୟାକ୍ରୋ ଶୁକ୍ରବାର ସକାଳେ ହିନ୍ଦିରେ ଏକ ଟୁଇଟ କରିଛନ୍ତି।…

ଏସିଆ କପ ୨୦୨୩: ପାକିସ୍ତାନକୁ ଝଟକା, ଘରୋଇ ପଡ଼ିଆରେ ଖେଳିବ ଗୋଟିଏ ମ୍ୟାଚ

ନୂଆଦିଲ୍ଲୀ,୧୪।୭: ଆଜି ଏସିଆ କପର କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ। କିନ୍ତୁ ପାକିସ୍ତାନ ପାଇଁ କୌଣସି ଖୁସି ଖବର ନାହିଁ! ବାସ୍ତବରେ, ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାବର ଆଜାମଙ୍କ…

ବଦଳିପାରେ ପୁରୁଣା ଚେହେରା

ସରଣ୍ଡା,୧୪।୭(ଯୁଧିଷ୍ଠିର ମହାପାତ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବହିଲାଣି ନିର୍ବାଚନୀ ହାୱା। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ…

ଚାଷଜମିରେ କୋମଳମତି ଶିଶୁ

ମାଲକାନଗିରି,୧୪ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟଗୁଡ଼ିକ ଖୋଲିଛି। ତେବେ ପାଠପଢା କ୍ଷେତ୍ରରେ ଶିଶୁମାନଙ୍କ ମଧ୍ୟରେ ସେପରି ଅଗ୍ରଗତି ଦେଖିବାକୁ ମିଳିନାହିଁ। ୫ ବର୍ଷରୁ…

କେଜରିଓ୍ବାଲଙ୍କୁ ଭାଜପାର ପ୍ରଶ୍ନ, କାହିଁକି ହୋଇଛ ମୁଖ୍ୟମନ୍ତ୍ରୀ, ଦୁର୍ଯ୍ୟୋଧନଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ,୧୪।୭: ଏବେ ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ। ବନ୍ୟାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଏକ ପ୍ରକାର ବୁଡି ଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ଦିଲ୍ଲୀର ମନ୍ତ୍ରୀ…

‘ତୁମେ କଲେ କୂଟନୀତି, ଆମେ କଲେ…’, ଶିନ୍ଦେଙ୍କ ଅଭିଯୋଗ ଉପରେ କହିଲେ ସଞ୍ଜୟ

ମୁମ୍ବାଇ,୧୪।୭: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଅଭିଯୋଗ ଉପରେ ଶୁକ୍ରବାର ବାଲାସାହେବ ଠାକରେଙ୍କ ଶିବସେନା ଏମ୍‌ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ରାଉତ କହିଛନ୍ତି, ଦେବେନ୍ଦ୍ର ଫଡନ୍‌ଭିସ…

ଫ୍ରାନ୍ସରେ ଥାଇ ଦିଲ୍ଲୀ ବନ୍ୟା କଥା ପଚାରି ବୁଝିଲେ ମୋଦି

ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଦିଲ୍ଲୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବିଦେଶରେ ଥାଇ କେନ୍ଦ୍ର…

ଦିଲ୍ଲୀରେ ବନ୍ୟା ପରିସ୍ଥିତି: ସେନାରୁ ସାହାଯ୍ୟ ମାଗିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୪।୭: ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳକୁ ଜଳ ପ୍ରବେଶ କରିବାକୁ ଲାଗିଛି। ଯମୁନା ଜଳ ସହରରେ…

‘ଫ୍ରାନ୍ସ ସହ ମୋର ୪୦ ବର୍ଷର ସମ୍ପର୍କ’

ପ୍ୟାରିସ/ନୂଆଦିଲ୍ଲୀ,୧୪ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ୍‌ ମାକରଁଙ୍କୁ ଭେଟି ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ପୂର୍ବ…

‘ଅରୁଣାଚଳ ଭାରତର ଅଭିନ୍ନ ଅଙ୍ଗ’, ମୋଦିଙ୍କ ଗସ୍ତର ଗୋଟିଏ ମାସ ଭିତରେ ସଂସଦୀୟ କମିଟି ପାସ କଲା ପ୍ରସ୍ତାବ

ଓ୍ବାଶିଂଟନ,୧୪।୭: ଚାଇନା ଲଗାତାର ଭାରତୀୟ ସୀମାରେ ଅନୁପ୍ରବେଶ କରି ଚାଲିଛି। ନିକଟରେ ଭାରତର ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଚାଇନା କବଜା କରି ନେଇଛି। ଏହାପରେ ଚାଇନା…