ବନ୍ୟା ପାଇଁ ଶୁଟିଂ ବାତିଲ୍‌ କଲେ ଅଭିନେତ୍ରୀ ଜାନଭୀ

ମୁମ୍ବାଇ: ରାଜଧାନୀ ଦିଲ୍ଲୀରେ ଯମୁନା ପାଣି ପ୍ରବେଶ କରିଛି। ଯେଉଁ କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଅଞ୍ଚଳର ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି।…

ପତ୍ନୀଙ୍କୁ ଦାମୀ ଉପହାର ହେଲେ ରାହୁଲ

ମୁମ୍ବାଇ: ଦିଶା ପରମାର ଓ ରାହୁଲ ବୈଦ୍ୟ ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କପଲ। ଏବେ ଏହି କପଲ ତାଙ୍କ ଲାଇଫର ବେହଦ ଖୁବସୁରତ ଫେଜରେ ଅଛନ୍ତି।…

‘ବିଶ୍ୱର ସବନିମ୍ନ ବାସସ୍ଥଳୀ ଯୋଗ୍ୟ’ ଭାବେ ବିଶ୍ୱର ୫ଟି ସହର ମଧ୍ୟରେ ସ୍ଥାନ ପାଇଲା କରାଚି

ଇସଲାମବାଦ,୧୫।୭: ବିଶ୍ୱରେ ସବୁଠୁ କମ୍‌ ରହଣି ଯୋଗ୍ୟ ଭାବେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ସହର ମଧ୍ୟରେ ସ୍ଥାନ ପାଇଛି କରାଚି। ଏନେଇ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ (ଇଆଇୟୁ)…

ତାଲିବାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଉଚିତ୍‌ ଜବାବ ଦିଆଯିବ: ପାକିସ୍ତାନ ସେନା ମୁଖ୍ୟ

ଇସଲାମବାଦ,୧୫।୭: ପାକିସ୍ତାନର ସେନା ପ୍ରମୁଖ୍ୟ ଆଫଗାନିସ୍ତାନ ତାଲିବାନୀଙ୍କୁୁ ଚେତାବନୀ ଦେଇଛନ୍ତି। ସୀମାରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁୁଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେଲେ ଆଫଗାନିସ୍ତାନକୁ ଉଚିତ୍‌ ଜବାବ ଦେବ…

ଗରିବଙ୍କ ପାଇଁ ଅନୁଷ୍ଠାନ ଆରମ୍ଭ କରୁଛନ୍ତି ଥଲାପତି ବିଜୟ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ଅଭିନେତା ଥଲାପତି ବିଜୟ ଜୁଲାଇ ୧୫ରେ ଥଲାପତି ବିଜୟ ମକ୍କଲ ଇୟକ୍କମ, ଏକ ଫ୍ୟାନ କ୍ଲବରୁ ଓ୍ବେଲଫେୟାର ସଂସ୍ଥାରେ…

ଓପନଏଆଇର ବିକଳ୍ପ ହେବ ଏକ୍ସଏଆଇ: ଏଲନ ମସ୍କ

ସାନ ଫ୍ରାନ୍‌ସିସ୍କୋ,୧୫।୭: ଏଲନ ମସ୍କଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ ଏକ୍ସଏଆଇ ନିଜ ଏଆଇ ମଡେଲକୁ ବିକଶିତ କରିବା ପାଇଁ ଏଆଇ ସଫ୍ଟୱେୟାରରେ ଟେସଲା ସହ କାମ କରିବା…

ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ରାଉରକେଲା,୧୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବିଶ୍ରା ଅଞ୍ଚଳର ସରକାରୀ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ପିଲାମାନଙ୍କୁ ଏଯାଏ ଆବଶ୍ୟକ ପାଠ୍ୟପୁସ୍ତକ ମିଳିନାହିଁ। ପ୍ରଥମ, ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ…

ଅଳ୍ପକେ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ

ଚଣ୍ଡିଗଡ଼,୧୫।୭: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ଡଙ୍ଗା ଜଳନ୍ଧରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯିବା ସମୟରେ ଓଲଟି ଯାଇଛି। ତାଙ୍କ ସହ ରାଜ୍ୟ ସଭା ସଦସ୍ୟ ସନ୍ଥ…

୩୬ ଘଣ୍ଟାରେ ୫ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ! ଏ ପର୍ଯ୍ୟନ୍ତ ୨୪ ଜଣଙ୍କ ଗଲାଣି ଜୀବନ

ଡେରାଡୁନ,୧୫।୭: ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭ ହେବା ପରଠାରୁ ଅନେକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୩୬ ଘଣ୍ଟା ମଧ୍ୟରେ ଆଉ ୫…

ବର ବେଦିରେ ଧାରଣା ଦେଲେ ପ୍ରେମିକା: ବିବାହ ନ କଲେ ଜୀବନ ହାରିବି

ବଳଙ୍ଗା(କେଦାରେଶ୍ୱର ନନ୍ଦ)/ପିପିଲି, ୧୫।୭(ଦୁର୍ଗମାଧବ ମିଶ୍ର): ବେଦି ବନ୍ଧା ସରିଛି, ରଙ୍ଗବେରଙ୍ଗ କପଡ଼ା ସଜେଇ ହୋଇଛି। ଭୋଜି ପାଇଁ ପୂରା ପ୍ରସ୍ତୁତ। ସେପେଟ ମଙ୍ଗଳକୃତ୍ୟ ଓ ବିବାହ ଉତ୍ସବ…