ସ୍ବାଧୀନତା ଦିବସରେ ୪୦କୋଟି ଟଙ୍କାର ପତାକା ଉଡାଇବ ପାକିସ୍ତାନ

ଇସଲାମବାଦ,୧୫।୭: ପଡୋଶୀ ଦେଶ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆର୍ଥିକ ପରିସ୍ଥିତିରେ ଦୁର୍ବିସହ ହୋଇ ପଡିଥିବା ପାକିସ୍ତାନକୁ ଆଇଏମଏଫ ୩ ଅରବ ଡଲାରର ଋଣ…

ଚିରାଗ-ମାଂଝିଙ୍କୁ ଏନଡିଏ ବୈଠକରେ ସାମିଲ ହେବାକୁ ମିଳିଲା ନିମନ୍ତ୍ରଣ, ଉପସ୍ଥିତ ରହିବେ ମୋଦି

ନୂଆଦିଲ୍ଲୀ,୧୫।୭: ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାସଓ୍ବାନ ଓ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ…

ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ଅଭିନେତ୍ରୀ ଶନୟା କପୁରଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶନୟା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ବର୍ତ୍ତମାନ ଶନୟାଙ୍କ…

୨୦୩୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଚାଇନା

ବେଜିଂ,୧୫।୭: ଚନ୍ଦ୍ରକୁ ମଣିଷ ପଠାଇବା ଚାଇନା। ୨୦୩୦ ସୁଦ୍ଧା ଚାଇନା ମହାକାଶ ଯାତ୍ରୀଙ୍କୁ ସାଙ୍ଗରେ ଧରି ମହାକାଶକୁ ଯିବ ରକେଟ୍‌। ଆଗାମୀ ମିଶନରେ ଚାଇନା ଦୁଇଟି ରକେଟ…

ଦ୍ୱିତୀୟ ଟେଷ୍ଟରେ ଭାରତର ଟିମ୍‌ ଇଲେଭେନ୍‌ରେ ହୋଇପାରେ ବଡ଼ ପରିବର୍ତ୍ତନ

ଡୋମିନିକା,୧୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯାଇଛି। ଯେଉଁଥିରେ ଟିମ ଇଣ୍ଡିଆ ଏକ ଇନିଂସ…

ବାବୁଲାଲ ମରାଣ୍ଡିଙ୍କୁ ଝାଡଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ ପଦ

ରାଞ୍ଚି,୧୫।୭: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡିଙ୍କୁ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ନୂଆ ପ୍ରଦେଶ ଅଧ୍ୟକ୍ଷ ପଦ ଦିଆଯାଇଛି। ବାବୁଲାଲ ମରାଣ୍ଡି ଜଣେ ଲୋକ ପ୍ରିୟ…

ପ୍ୟାରିସସ୍ଥିତ ଦୂତାବାସରେ ଡିଆରଡିଓର ବୈଷେୟିକ କାର୍ଯ୍ୟାଳୟ ସ୍ଥାପନ କରିବ ଭାରତ

ପ୍ୟାରିସ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ ହୋଇଛି ଏବଂ ବର୍ତ୍ତମାନ ସେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚିଛନ୍ତି। ଏହି ସମୟରେ,…

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

ମେଲବର୍ନ,୧୫ା୭: ଅଷ୍ଟ୍ରେଲିଆରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ନ୍ୟୁ ସାଉଥ୍‌ ଓ୍ବେଲ୍‌ସ ପୋଲିସ ତାଙ୍କୁ ଓ୍ବେଷ୍ଟମିଣ୍ଡ…

ମୋଦିଙ୍କୁ ସ୍ବାଗତ କରିବାକୁ ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ ହେଲା ବୁର୍ଜ ଖଲିଫା

ଆବୁଧାବି,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ଶନିବାର ସକାଳେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ପହଞ୍ଚିଛନ୍ତି। ଆବୁଧାବି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ…

ବନ୍ୟା ପାଇଁ ଶୁଟିଂ ବାତିଲ୍‌ କଲେ ଅଭିନେତ୍ରୀ ଜାନଭୀ

ମୁମ୍ବାଇ: ରାଜଧାନୀ ଦିଲ୍ଲୀରେ ଯମୁନା ପାଣି ପ୍ରବେଶ କରିଛି। ଯେଉଁ କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଅଞ୍ଚଳର ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି।…