ସାମ୍ନାକୁ ଆସିଲା ସୀମା-ସଚିନଙ୍କ ବିବାହର ଫଟୋ, ମଥାରେ ସିନ୍ଦୁର ଲଗାଇ…

ନୋଏଡା,୨୧।୭: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାରଙ୍କୁ ନେଇ ଲଗାତାର ଅନୁସନ୍ଧାନ ଜାରି ରହିଛି। ସୀମା ନେପାଳ ଦେଇ ପାକିସ୍ତାନରୁ ଆସି ଗ୍ରେଟର ନୋଏଡାରେ…

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ

ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍‌ ୨୫ ଜୁନ୍‌ରେ ଦେଖାଯାଇଥିଲା…

‘ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ର ଟ୍ରେଲର ରିଲିଜ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ପଳାୟନକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ଆଉ ଏକ ଭର୍ସନ ‘ ଦ କଶ୍ମୀର ଫାଇଲ୍ସ ଅନ…

ମଣିପୁର ମାମଲା: ୧୧ ଦିନ ପାଇଁ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ

ଇମ୍ଫାଲ,୨୧।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କ ସହ ହୋଇଥିବା ବର୍ବରତା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ…

୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି।…

ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ

ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ…

ଭିଜିଲାନ୍ସ ଜାଲରେ ଆଇଆଇସି

ବୌଦ୍ଧ ୨୧।୭: ବୌଦ୍ଧ ଜିଲା ହରଭଙ୍ଗା ଥାନା ଆଇଆଇସି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ…

କର୍ନାଟକରୁ ରାଜ୍ୟ ସଭା ଯିବେ ସୋନିଆ ପ୍ରସ୍ତାବ ଦେଲେ ସିଦ୍ଦାରାମାୟା

ନୂଆଦିଲ୍ଲୀ,୨୧ା୭: କର୍ନାଟକରୁ ରାଜ୍ୟ ସଭାର ୪ ଆସନ ଆଗାମୀ ୮ ମାସରେ ଖାଲି ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟରୁ ପାର୍ଲାମେଣ୍ଟର…

ରାଜଧାନୀରୁ ଚୋରି ହୋଇଥିବା ସ୍କୁଟି ଚାନ୍ଦବାଲିରୁ ମିଳିଲା

ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରୁ ମାସେ ତଳେ ଚୋରି ହୋଇଥିବା ଏକ ସ୍କୁଟିକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୨୧୯/୨୩)…

ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ

ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ…