୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ନିଂ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଝଡ଼ବର୍ଷା ନେଇ ୪ ଜିଲାକୁ ୩ ଘଣ୍ଟା ପାଇଁ ରେଡ ୱାର୍ନିଂ କରାଯାଇଛି। ସେହି ସବୁ ଜିଲାଗୁଡ଼ିକ ହେଲା କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏସବୁ…

ଗାଁ କଲ୍ୟାଣ ସମିତି ପାଣ୍ଠିରୁ ଟଙ୍କା ଆତ୍ମସାତ ଅଭିଯୋଗ: ବିଡିଓଙ୍କଠାରେ ଅଭିଯୋଗ

ମୋରଡ଼ା,୩୦ା୫ (ଡି.ଏନ.ଏ.): ଗାଁ କଲ୍ୟାଣ ସମିତି ପାଣ୍ଠିକୁ ଆସୁଥିବା ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବରକନ୍ଦ ପଞ୍ଚାୟତ ଅନ୍ତର୍ଗତ…

ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

କେନ୍ଦୁଝର,୩୦।୫(ସ୍ବ.ପ୍ର): କେନ୍ଦୁଝରର ଏକ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ଥିବା ପ୍ରାୟ ୬୦୦ବର୍ଷ ପୁରୁଣା…

ଗଛ କଟାକୁ ନେଇ ଥାନାରେ ମାମଲା

ମୋରଡ଼ା,୩୦ା୫(ଡି.ଏନ.ଏ.): ବେଆଇନ ଭାବେ ଗଛ କଟାକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏହି ଥାନା ଅଧୀନ ଗଡିଗାଁ…

ଟ୍ରକ୍‌ ସହ ବାଇକ ଧକ୍କା: ଜଣଙ୍କ ଜୀବନ ଗଲା

ଜମନକିରା,୩୦।୫: ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିି। ଟ୍ରକ୍‌ ସହ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା…

ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…

ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ…

ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…

ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ…

ଜାତୀୟ ରାଜପଥଉପରୁ ଛେଳି ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ

ଦାରିଙ୍ଗବାଡି,୩୦।୫(ଡି.ଏନ.ଏ ): ଜାତୀୟ ରାଜପଥଉପରୁ ଛେଳି ଚୋରିକରି ନେଉଥିବା ବେଳେ ୨ ଜଣଙ୍କୁ କାବୁ କଲେ ଲୋକେ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ବସ୍‌ଙ୍କ ଝିଅ ସହ ହୋଇଯାଇଥିଲା ପ୍ରେମ

ମୁମ୍ବାଇ: ‘ହେରା-ଫେରି’ର ‘ବାବୁ ଭୟା’ କୁହନ୍ତୁ କି ‘ଓ୍ବେଲକମ୍‌’ ଫିଲ୍ମର ‘ଘୁଂଘରୁ ସେଠ’୍‌ କିମ୍ବା ‘ହଙ୍ଗାମା’ର ‘ରାଧେଶ୍ୟାମ ତିଓ୍ବାରୀ’ ପ୍ରତିଟି ମଜାଳିଆ ଅଭିନୟରେ ସେ ତାଙ୍କର ଛାପ…

ଇନ୍ଧନ ମୂଲ୍ୟ ଅଧିକ ରଖି ଲାଭବାନ ହେଉଛନ୍ତି ସରକାର: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଦେଶରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ନେି କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଇନ୍ଧନ ଉପରେ…