ବିଦେଶରେ ବିଳାପ କରୁଛନ୍ତି ରାହୁଲ, ପ୍ରେମ ନୁହେଁ ଘୃଣା ଦୋକାନ ଖୋଲିବା ତାଙ୍କ ଉଦ୍ଦେଶ୍ୟ: ଭାଜପା…

ନୂଆଦିଲ୍ଲୀ,୧।୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ରବି ଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି…

ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ କୁସ୍ତିଯୋଦ୍ଧା: ଅନୁରାଗ ଠାକୁର…

ନୂଆଦିଲ୍ଲୀ,୧।୬ : କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ପୂର୍ବତନ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ…

ଆସନ୍ତା ବର୍ଷଠାରୁ ଜୁନ୍‌ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…

ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ ସରକାରୀ…

ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍‌

ବରଗଡ଼ ଅଫିସ,୧ା୬: ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍‌ ପେ’ ଦାବିରେ ରାଜ୍ୟ ଅମଲା ମିଳିତ ମଞ୍ଚର ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି। ଏହି ଦାବି…

ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୬ : ଚାରି ଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ଣ୍‌ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଆଜିଠାରୁ ସମୂହ ଛୁଟିରେ ଅମଲା

ଢେଙ୍କାନାଳ ଅଫିସ,୧ା୬: ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ଆହ୍ବାନରେ ଜିଲାର ସମସ୍ତ କାର୍ଯ୍ୟାଳୟର ଅମଲାମାନେ ଆଜିଠାରୁ ସାମୁହିକ ଛୁଟିରେ ଯାଇଛନ୍ତି। ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ…

କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…

ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି, ମଦ,…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଯୋଡ଼ା,୧ା୬(ଡି.ଏନ୍‌.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମହୁଲଶୁଖା…

୩ଶହ ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪ ହଜାରରୁ କମ…

ନୂଆଦିଲ୍ଲୀ, ୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର,୧ା୬(ସ୍ବ.ପ୍ର.): ଘଟଗାଁ ତହସିଲର କିରାଣି ଦେବାଶିଷ ପଣ୍ଡା ଏକ ଜମି ଚିହ୍ନଟ କେସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ବିଭାଗ…