ରତ୍ନଭଣ୍ଡାର ଅଳଙ୍କାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ପୁରୀ,୧୧ା୮(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ସଙ୍ଗଠନ…

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀକୁଳ

ସାକ୍ଷୀଗୋପାଳ,୧୧।୮(ଭରତ ରାଉତ): ଆଷାଢ଼ ସରି ଶ୍ରାବଣ ମାସ ଅଧା ହେଲାଣି। ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ଦୁର୍ବଳ ହେତୁ…

ଜୀ-ସୋନିର ମିଶ୍ରଣକୁ ଏନ୍‌ସିଏଲ୍‌ଟିର ଅନୁମତି

ଭୁବନେଶ୍ୱର,୧୧।୮:ଦେଶର ପ୍ରମୁଖ ଗଣମାଧ୍ୟମ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ଏବଂ ସୋନି ପିକ୍ଚର୍ସ ନେଟ୍‌ଓ୍ବାର୍କ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହା ବିରୋଧରେ ବିଭିନ୍ନ…

ନିର୍ବାଚନ ପୂର୍ବରୁ ଶହବାଜଙ୍କ ବଡ ଦାବି, ପାକ୍‌ ଫେରିବେ ପଳାତକ ନୱାଜ ଶରିଫ

ଇସଲାମାବାଦ,୧୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଆସନ୍ତା ମାସରେ ପାକିସ୍ତାନକୁ ଫେରି ତାଙ୍କ ବିଚାରାଧୀନ କୋର୍ଟ ମାମଲାର ସମ୍ମୁଖୀନ ହେବେ ଏବଂ ସାଧାରଣ ନିର୍ବାଚନରେ ଦଳର…

ଜରାଜୀର୍ଣ୍ଣ ଅବସ୍ଥାରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ

ବୋଲଗଡ,୧୧।୮(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ହୋଇପଡିରହିଛି। ଆଗରୁ ଏହା ଭଡାଘରେ କାର୍ଯ୍ୟ କରୁଥିଲା…

ମଣିପୁର ଆଦିବାସୀ ମ୍ୟାନମାରର ଲୋକେ ନୁହଁନ୍ତି

ନୂଆଦିଲ୍ଲୀ,୧୧।୮: ଗୁରୁବାର ରାଜ୍ୟ ସଭା ପ୍ରକ୍ରିୟା ସମୟରେ ଏକ ଏନଡିଏ ସହଯୋଗୀ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ଏମପିଙ୍କ ମାଇକ ବନ୍ଦ ହେବାପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ଜେଲରେ ଇମ୍ରାନ୍‌ ଖାନଙ୍କୁ ଭେଟିଲେ ସ୍ତ୍ରୀ ବୁଶାରା ବିବି

ଇସଲାମାବାଦ,୧୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ହାଇ ସିକ୍ୟୁରିଟି ସହିତ ଅଟକ ଜେଲର କୋଠରୀରେ ରଖାଯାଇଛି। ଦୁର୍ନୀତି ମାମଲାରେ ଗିରଫ ଏବଂ ଦୋଷୀ ସାବ୍ୟସ୍ତ ହେବା…

ପିଏଫ୍‌ଏଲ୍‌ର ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ

ଭୁବନେଶ୍ୱର,୧୧।୮( ଅଭୟ ଦାଶ):ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଅଭିଯାନ ‘ପାମ୍‌ ଅଏଲର ମେଗା ରୋପଣ କାର୍ଯ୍ୟକ୍ରମ’(ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ)ର…

ଅଫିସ, ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଜାବ ବାଧ୍ୟତାମୂଳକ

ତେହରାନ,୧୧ା୮: ଇରାନର ହିଜାବ ବିବାଦ ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିଛି। ବର୍ତ୍ତମାନ ପ୍ରଶାସନ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ନଜର ରଖିଛନ୍ତି। ଯେଉଁ ମହିଳାମାନେ ହିଜାବ…

ଚାଇନା ଜେଲରେ ଥିବା ଅଷ୍ଟ୍ରେଲିଆ ଖବରଦାତାଙ୍କ ଭାବୁକ ପତ୍ର

ବେଜିଂ,୧୧।୮: ଅଷ୍ଟ୍ରେଲୀୟ ଖବରଦାତା ଚେଙ୍ଗ ଲେଇ ୟିର୍ନ ଏକ ସ୍ପର୍ଶକାତର ଚିଠି ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚେଙ୍ଗ ଲେଇ ଲେଖିଛନ୍ତି ଯେ ସେ…