ଆମେରିକା ସହିତ ଭାରତର ଜେଟ୍‌ ଇଞ୍ଜିନ ଡିଲ୍‌କୁ ନେଇ ଚିନ୍ତାରେ ଚାଇନା

ଓ୍ବାଶିଂଟନ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏକ ବଡ଼ ଘୋଷଣା କରାଯାଇଥିଲା। ଯେଉଁଥିରେ ଆମେରିକୀୟ କମ୍ପାନୀ ଜିଓ ଏରୋସ୍ପେସ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ହଲ)…

ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ…

ବାଡ଼ିରୁ ୧୮ ନାଗଛୁଆ ଉଦ୍ଧାର

ରାୟଗଡ଼ା,୨୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ପୁରୁଣା ଏଲ୍‌ଆଇସି କଲୋନୀର ଭରତ ବେନିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ବାଡ଼ିରୁ ୧୮ଟି ନାଗ ଛୁଆ ଉଦ୍ଧାର…

ତିନି ପାର୍ଶ୍ୱରୁ ରହିବ ରାମ ମନ୍ଦିରର ସୁରକ୍ଷା: ଖର୍ଚ୍ଚ ହେବ ୩୮ କୋଟି

ଲକ୍ଷ୍ନୌ,୨୭।୬: ରାମଲଲା ମନ୍ଦିରର ସୁରକ୍ଷା ଯୋଜନାରେ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ପାଣ୍ଠି ଅନୁମୋଦନ ହୋଇଛି ଏବଂ ନିର୍ମାଣ ଦାୟିତ୍ୱ ଉତ୍ତରପ୍ରଦେଶ ୟୁପି ନିର୍ମାଣ…

ମୋଦିଙ୍କ ସହ ହ୍ବାଇଟ ହାଉସରେ ଡିନର କରିଥିବା ଅରବପତି ଜେମ୍ସ କ୍ରାଉନଙ୍କ ପରଲୋକ

ଓ୍ବାଶିଂଟନ,୨୭।୬: ଆମେରିକାର ବ୍ୟବସାୟୀ, ଅରବପତି ନିବେଶକ ଜେମ୍ସ କ୍ରାଉନଙ୍କର ରବିବାର ମୃତ୍ୟୁ ହୋଇଛି। କଲରାଡୋରେ ଏକ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା ଦିନ…

ବଳାତ୍କାର ଅଭିଯୁକ୍ତଙ୍କୁ ଜେଲ

ଢେଙ୍କାନାଳ,୨୭ା୬(ରତନ ନାୟାର): ଜଣେ ଦଳିତ ସମ୍ପ୍ରଦାୟର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଢେଙ୍କାନାଳ ଫାଷ୍ଟଟ୍ରାକ୍‌ ଅଦାଲତ ସୋମବାର ଦୋଷୀ ସାବ୍ୟସ୍ତ କରିବା ସହ ୭ବର୍ଷ କାରାଦଣ୍ଡାଦେଶ…

ଗୋଟିଏ ପଟକୁ ଢଳିଲା ବଦ୍ରିନାଥ-କେଦାରନାଥ ମଧ୍ୟରେ ଥିବା ଐତିହାସିକ ମନ୍ଦିର

ଚାମୋଲି,୨୭।୬: ଉତ୍ତରାଖଣ୍ଡର ସୀମାନ୍ତ ଜନପତ ଚାମୋଲିର ମୁଖ୍ୟାଳୟ ଗୋପେଶ୍ୱରରେ ଭଗବାନ ଗୋପିନାଥଙ୍କ ମନ୍ଦିର ଗୋଟିଏ ପଟକୁ ଢଳି ପଡିଥିବା ଜଣାପଡିଛି। ଏହାସହ ଗର୍ଭଗୃହରେ ପାଣି ପଡୁଥିବା କୁହାଯାଉଛି।…

ବୃଦ୍ଧଙ୍କଠାରୁ ଟଙ୍କା ନେଇଗଲେ ଦଲାଲ

ଅନୁଗୋଳ,୨୭।୬(ଅମିତ ସାମଲ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧ ରୋଗୀଙ୍କଠାରୁ ଦଲାଲ ଟଙ୍କା ଠକି ନେଇଥିବା ସୋମବାର ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବଅଁରପାଳ…

ପମ୍ପହାଉସ ଭୁଶୁଡ଼ି ନଦୀରେ ଭାସିଗଲା

ତାଳଚେର,୨୭ା୬(ମନୋଜ ନନ୍ଦ): ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ନିର୍ମାଣ କରାଯାଇଥିବା ପମ୍ପ ହାଉସ ଓ ପାଣି ଟାଙ୍କି ସୋମବାର ଭୁଶୁଡ଼ି ନଦୀ ଗର୍ଭରେ…

ଦୁର୍ଘଟଣାର ଶିକାର ହେଲେ କନ୍ନଡ ଅଭିନେତା ସୁରଜ କୁମାର, ଜୀବନ ବଞ୍ଚାଇବାକୁ କାଟିବାକୁ ପଡିଲା ଗୋଡ

ଚେନ୍ନାଇ,୨୭।୬: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧ୍ରୁବନ ନାଁରେ ବେଶ ପରିଚିତ ଫେମଶ ଆକ୍ଟର ସୁରଜ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। କୁହାଯାଉଛି କି ଜୁନ ୨୪ରେ…