ବେଜିଂ,୫।୭ : ଆସନ୍ତା ମାସରେ ଚରମ ଉତ୍ତାପ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ବିଷୟରେ ଚାଇନା ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରବଳ ବର୍ଷା ହେତୁ ଚାଇନା ବହୁତ…
ଆଳି,୫।୭(ବନମାଳୀ ସେନାପତି): ଜଣେ ମା’ ଅଧରାତିରେ ନିଜ ଦେଢ଼ମାସର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଛନ୍ତି। ଏନେଇ ଶିଶୁକନ୍ୟାଙ୍କ ଜେଜେମା’ ଅଭିଯୋଗ ଆଣିଛନ୍ତି। ଏଭଳି ଏକ ଘଟଣା ଘଟିଛି…
ନୂଆଦିଲ୍ଲୀ,୫।୭: ବର୍ତ୍ତମାନ ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ। କିଛି ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୪୦ରୁ ୫୦ଟଙ୍କା ବିକ୍ରି ହେଉଥିଲା, ବର୍ତ୍ତମାନ ଏହାର ମୂଲ୍ୟ ୧୩୦-୧୫୦ ଟଙ୍କା…
ଭୁବନେଶ୍ୱର, ୪।୭ (ଅନିଲ ଦାସ): ଡ. ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂତନ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳ ସମ୍ବିଧାନ ଧାରା-୬ ଅନୁଯାୟୀ ତାଙ୍କୁ…
ଓ୍ବାଶିଂଟନ,୫।୭ : ଆମେରିକାର ହ୍ବାଇଟ ହାଉସରେ ଉତ୍ତେଜନା ଦେଖାଦେଇଛି। ସିକ୍ରେଟ ସର୍ଭିସ ଅଧିକାରୀଙ୍କ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ ଧଳା ପାଉଡର ମିଳିଥିଲା। ଅଧିକାରୀମାନେ ଶୀଘ୍ର କୋଠା…
ଦକ୍ଷିଣ ଆଫ୍ରିକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦ. ଆଫ୍ରିକାର କେପ୍ ଟାଉନ,୫।୭: ଉପରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଦଳ ଜଣେ ବ୍ୟକ୍ତିଙ୍କୁ କାର ଭିତରୁ ଟାଣି…
ନୂଆଦିଲ୍ଲୀ, ୫ା୭(ପି.ଟି.):ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଲରାଉଣ୍ଡର ଅଜିତ୍ ଅଗରକରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତି ମିଳିଛି। ଆଇପିଏଲ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର…
ଇମ୍ଫାଲ,୪।୭: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ ଦୁଇଟି ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ସୁରକ୍ଷା…
ଭୁବନେଶ୍ୱର,୫।୭(ସତ୍ୟଜିତ୍ ରାଉତ): ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲା ମଙ୍ଗଳବାର ବିସ୍ଫୋରକ ବୟାନ ଦେଇଛନ୍ତି। ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ସହ ଶାରୀରିକ…
ବାଲେଶର ଅଫିସ, ୫।୭: ବାଲେଶ୍ବର ସଦରଥାନା ସ୍ଥିତ କୁରୁଡା ଉଡନ୍ତାପୋଲ ଉପରେ ବୁଧବାର ଦୁର୍ଘଟଣା ଘଟିଛି। ଦୁଇଟି ବସ୍ ମଧ୍ୟରେ ଧକ୍କା ହୋଇ ଅନେକ ଆହତ ହୋଇଛନ୍ତି।…