ନିଆରା ଅନ୍ଦାଜ୍‌ରେ ଧୋନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଜାଡେଜା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ତାଙ୍କ ଅଧିନାୟକଙ୍କୁ ଏହି ବିଶେଷ…

ଆବାସ କାର୍ଯ୍ୟାଦେଶ ମିଳିଛି, ପ୍ରଥମ କିସ୍ତି ଆସୁନି

ଆନନ୍ଦପୁର,୭।୭(ସନ୍ତୋଷ ରାଉତ): ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ମିଳିବାର ବ୍ୟବସ୍ଥା ରହିଛି। ଗୃହି ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ…

ଅମରନାଥ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ,୭।୭:ଜମ୍ମୁ କଶ୍ମୀରରେ ଖରାପ ପାଗ ହେତୁ ଶୁକ୍ରବାର ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଯାତ୍ରୀମାନଙ୍କୁ ଉଭୟ ବେସ…

ୟୁପି-ଛତିଶଗଡକୁ ଆଜି ଉପହାର ଦେବେ ମୋଦି, ଦେଶକୁ ମିଳିବ ନୂଆ ବନ୍ଦେ ଭାରତ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ରାଜଧାନୀ ରାୟପୁରରୁ ଚାରିଟି ରାଜ୍ୟ ଗସ୍ତ ଆରମ୍ଭ କରିବେ। ପୂର୍ବାହ୍ନ ୧୦.୪୫ରେ ରାୟପୁରରେ ପହଞ୍ଚିବେ। ଯେଉଁଠାରେ ସେ ସାଇନ୍ସ କଲେଜରେ…

ରାହୁଲଙ୍କ ମାମଲାରେ ଆଜି ରାୟ ଶୁଣାଇବେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ,୭।୭: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତାଦେଶ ସହ ଜଡିତ ଆବେଦନ ଉପରେ ଶୁକ୍ରବାର ରାୟ ଆସିବ। ଗୁରୁବାର ଗୁଜରାଟ ହାଇକୋର୍ଟଙ୍କ…

ଭାରତୀୟ ଦୂତାବାସ ଉପରେ ହୋଇଥିବା ଘଟଣାକୁ ନିନ୍ଦା କଲା ଆମେରିକା ସାଂସଦ

ଓ୍ବାଶିଂଟନ୍‌,୭।୬: ଆମେରିକାରେ ଭାରତର ରାଷ୍ଟ୍ରଦୂତଙ୍କ ସମେତ ଅନେକ ସାଂସଦ ସାନ ଫ୍ରାନ୍ସିସ୍କୋରେ ଥିବା କନସୁଲେଟରେ ଖାଲିସ୍ତାନ ସମର୍ଥକଙ୍କ ଦ୍ୱାରା ନିଆଁ ଲଗାଇବା ଘଟଣାକୁ ନିନ୍ଦା କରିଛନ୍ତି। ମିଶିଗାନର…

ଅଧାପନ୍ତରିଆ ଭାବେ ପଡ଼ିରହିଛି

ନୂଆଗାଁ,୭।୭(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ନୂଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ…

ଖାଲିସ୍ତାନ ସମର୍ଥକଙ୍କ ଧମକ ମଧ୍ୟରେ ଆଜି ବ୍ରିଟେନର ଏନଏସଏଙ୍କୁ ଭେଟିବେ ଅଜିତ ଡୋଭାଲ

ନୂଆଦିଲ୍ଲୀ,୭।୭: ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଖାଲିସ୍ତାନ ସମର୍ଥକମାନେ ଧମକ ଦେବା ମଧ୍ୟରେ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଟିମ ବାରୋ ଭାରତ ଆସୁଛନ୍ତ। ଟିମ ବାରୋ ତାଙ୍କ…

ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା

ଓ୍ବାଶିଂଟନ,୭ା୭: ଭାରତୀୟ ଦୂତାବାସ ଉପରେ ହୋଇଥିବା ଖାଲିସ୍ତାନୀ ଆକ୍ରମଣକୁ ଆମେରିକାର ଆଇନଜୀବୀମାନେ ନିନ୍ଦା କରିଛନ୍ତି। ସେମାନେ ଏହି ‘ଅପରାଧିକ କାର୍ଯ୍ୟ’ ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ…

ଦୁଇ ବସ୍‌ ଧକ୍କା: ୮୦ ଆହତ, ୧୮ ଗୁରୁତର

ନ୍ୟୁୟର୍କ,୭ା୭: ଆମେରିକାର ନ୍ୟୁୟର୍କ ସହରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଦୁଇଟି ବସ୍‌ ଧକ୍କାରେ ୮୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୧୮ ଜଣ…