ସିଗ୍‌ନାଲିଂ ବ୍ୟବସ୍ଥା ବିକଶିତ କରିବେ ଓଡ଼ିଆ ଆଇଆଇଟି ପ୍ରଫେସର

ଭୁବନେଶ୍ୱର, ୧୨। ୭: ବାହାନଗାରେ ଟ୍ରିପଲ ଟ୍ରେନ୍‌ ଦୁର୍ଘଟଣା ପରେ ଭାରତୀୟ ରେଳପଥ ସିଗ୍‌ନାଲିଂ ବ୍ୟବସ୍ଥାକୁ ବିକଶିତ କରିବା ଉପରେ ଏବେ ଲକ୍ଷ୍ୟ କେନ୍ଦ୍ରିତ କରିଛି। ଏହି…

କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ? ମୁଖ୍ୟମନ୍ତ୍ରୀ ଶିନ୍ଦେ ଦେଲେ ସୂଚନା

ମୁମ୍ବାଇ,୧୨।୭: ମହାରାଷ୍ଟ୍ର ସରକାରରେ ଏନସିପି ବିଧାୟକଙ୍କୁ ସାମିଲ କରାଯିବା ପରେ ଖୁବଶୀଘ୍ର କ୍ୟାବିନେଟ ସମ୍ପ୍ରସାରଣ ହେବ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ୩୦,୦୦୦ ଆସନରେ ଟିଏମ୍‌ସିର ବିଜୟ; ୧,୭୬୭ରେ ଆଗୁଆ

କୋଲକାତା,୧୨।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗଣତି ଜାରି ରହିଛି। ରାଜ୍ୟରେ ଜିଲା ପରିଷଦର ୯୨୮ ଆସନ, ପଞ୍ଚାୟତ ସମିତିର ୯୭୩୦ ଆସନ ଏବଂ ଗ୍ରାମ ପଞ୍ଚାୟତର…

୧୩ ଯାଏ ବଢ଼ିଲା +୨ ପରୀକ୍ଷାଖାତା ରିଚେକିଂ ପ୍ରକ୍ରିୟା

ଭୁବନେଶ୍ୱର,୧୨।୭ (ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚଳାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀଛାତ୍ରଙ୍କ ଖାତା ରିଚେକିଂ ବା ରିଆଡିସନ…

୨୦୦୨-୦୩ରୁ ସିରିଜ୍‌ ହାରିନି ଭାରତ

ରୋସେଉ (ଡୋମିନିକା), ୧୨।୭: ଭାରତ-ଓ୍ବେଷ୍ଟଇଣ୍ଡିଜ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ବୁଧବାର ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଚକ୍ର (ସାଇକେଲ)ର ଏହା ଅଂଶବିଶେଷ…

ମହିଳା ଟି୨୦: ସିରିଜ୍‌ ଜିତିଲା ଭାରତ

ମୀରପୁର, ୧୨ା୭: ବାଂଲାଦେଶ ମହିଳା ଦଳ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା…

ସେମିରେ ଭୋନ୍ଦ୍ରୋସୋଭା

ଓ୍ବିମ୍ବେଲଡନ୍‌, ୧୨ା୭: ଟେନିସ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଆଉ ଏକ ବିପର୍ଯ୍ୟୟ ଘଟାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଚେକ୍‌ ରିପବ୍ଲିକ୍‌ର ର୍ମାକେଟା ଭୋନ୍ଦ୍ରୋସୋଭା। ମଙ୍ଗଳବାର…

ମାନବାଧିକାର କୋର୍ଟରେ ସିମେନ୍ୟା ବିଜୟୀ

ଓ୍ବାଶିଂଟନ୍‌, ୧୨ା୭(ପି.ଟି.): ଦୁଇ ଥର ଅଲିମ୍ପକ୍ସ ପଦକ ବିଜୟିନୀ ଦକ୍ଷିଣ ଆଫ୍ରିକାର କାଷ୍ଟର ସିମେନ୍ୟା ହାଇ ଟେଷ୍ଟୋଷ୍ଟେରନ ମାମଲାରେ ମାନବାଧିକାର କୋର୍ଟରେ ବିଜୟୀ ହୋଇଛନ୍ତି। ଏହା ସହିତ…

ହନୁମାନ ହେଲେ ଅଫିସିଆଲ ମାସ୍କଟ୍‌

ବ୍ୟାଙ୍କକ୍‌, ୧୨ା୭ (ପି.ଟି.): ଭାରତୀୟ ଭଗବାନ ତଥା ଶକ୍ତି ଓ ସାହସର ପ୍ରତୀକ ପ୍ରଭୁ ହନୁମାନଙ୍କୁ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପର ମାସ୍କଟ ଘୋଷଣା କରାଯାଇଛି। ବୁଧବାର ଠାରୁ…

ଅପରାଜିତାଙ୍କ କାର୍ଯ୍ୟ ପାଇଁ ଓଡ଼ିଶା ଲଜ୍ଜିତ: ବିଜେଡି

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ ଭଳି ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଆପଣ ଯେଭଳି କାର୍ଯ୍ୟ କଲେ ଦେଖି ଅନେକେ…