ରେଳ ଧାରଣା ଉପରେ ପଡ଼ିଲା ବିଶାଳକାୟ ଗଛ, ଚାପି ହୋଇ ମହିଳା ଗୁରୁତର

ବାରିପଦା,୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବେତନଟୀ ରେଳ ଷ୍ଟେଶନରେ ଗୁରୁବାର ଏକ ବଡ଼ ବିପଦ ଟଳି ଯାଇଛି। ଟ୍ରେନ୍‌ଟି ଉକ୍ତ ଷ୍ଟେଶନ ଅତିକ୍ରମ କରିବାର ମାତ୍ର ୫ ମିନିଟ୍‌…

୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ମିଳିଥିଲା ଏଲିଅନଙ୍କ ସନ୍ଧାନ, ହେଲେ ଅଜାଣତରେ ମାରିଦେଲା ନାସା: ବୈଜ୍ଞାନିକଙ୍କ ଦାବି

ଓ୍ବାଶିଂଟନ୍‌,୭।୯: ପ୍ରାୟ ୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ନାସା ଜୀବସତ୍ତାର ସନ୍ଧାନ ପାଇଥିଲା କିନ୍ତୁ ତାହା କଣ ବୁଝିବା ପୂର୍ବରୁ ତାକୁ ହତ୍ୟା କରିଥାଇପାରେ ବୋଲି ଜଣେ…

ଜି -୨୦ ସମ୍ମିଳନୀରେ ୟୁପିଆଇର ଚମତ୍କାରିତା ଦେଖିବ ଦୁନିଆ, ସମସ୍ତ ପ୍ରତିନିଧୀଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୭।୦୯: ଦୁନିଆର ୨୦ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରୁଛି ଏବଂ ବିଶ୍ୱର…

‘ଆଜିର ଯୁଗ ଯୁଦ୍ଧ ନୁହେଁ, ଆଲୋଚନା, କୂଟନୀତି ହିଁ ଏହାର ସମାଧାନର ଏକମାତ୍ର ରାସ୍ତା’

ଜାକର୍ତ୍ତା,୭।୯: ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,…

ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ କହିଲା ଚାଇନା, ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ…

ବେଜିଂ, ୭।୯: ଇଣ୍ଡିଆ ବନାମ ଭାରତକୁ ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଲାଗି ରହିଛି। ଜି-୨୦ ଶିଖର ସମ୍ମିଳନୀର ଡିନର କାର୍ଡରେ…

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ନେଦରଲ୍ୟାଣ୍ଡ୍ସ

ଆମଷ୍ଟରଡମ,୭।୯: ୨୦୨୩ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଅନେକ ଦେଶ ଏଥିପାଇଁ ଦଳ ଘୋଷଣା କରିସାରିଥିବା ବେଳେ ବର୍ତ୍ତମାନ ନେଦରଲ୍ୟାଣ୍ଡ୍ସ ଦଳ ଘୋଷଣା କରିଛି। ନେଦରଲ୍ୟାଣ୍ଡ୍ସ…

ବିଶ୍ୱକପ୍‌ ପରେ ବଡ ନିଷ୍ପତ୍ତି ନେଇପାରନ୍ତି ଦ୍ରାବିଡ

ନୂଆଦିଲ୍ଲୀ,୭।୯: ଦିନିକିଆ ବିଶ୍ୱକପ୍‌ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥର ଟିମ ଇଣ୍ଡିଆ କପ ଜିତିବାର ଅନେକ ସମ୍ଭାବନା ଅଛି ଏବଂ ଏହାର ମୁଖ୍ୟ କାରଣ ହେଉଛି…

ଖୁବ୍‌ଶୀଘ୍ର ବାପା ହେବେ ଇଶାନ୍ତ ଶର୍ମା

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ଦଳର ଖେଳାଳି ଇଶାନ୍ତ ଶର୍ମା ବାପା ହେବାକୁ ଯାଉଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସୋସିଆଲ ମିଡିଆରେ ଏକ ଫଟୋ…

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ,…

ଦେଶର ନାମକୁ ନେଇ ବିବାଦ ମଧ୍ୟରେ ଅକ୍ଷୟ କୁମାରଙ୍କ ବଡ଼ ନିଷ୍ପତ୍ତି: ବଦଳାଇଲେ ଫିଲ୍ମର ନାମ

ବମ୍ବେ: ଦେଶର ନାମକୁ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରିବାକୁ ଲାଗି ରହିଛି ବିବାଦ। ଏହା ମଧ୍ୟରେ ଅନେକ କଳାକାର ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବା ଦେଖାଯାଉଛି। ଖିଲାଡି…