କୁମ୍ଭୀର ରହୁଥିବା ନଦୀ ଗଣ୍ଡ ପୋତିବାକୁ ସହମତି

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଘୋଡାହଡ ଜଳଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ଗୁଡ଼ିକରେ ବାରମ୍ବାର କୁମ୍ଭୀର ଆକ୍ରମଣ ପରେ ଶୁକ୍ରବାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଜଳସମ୍ପଦ…

ଯଦି ସତ କହିବା ଅପରାଧ, ତେବେ ମୁଁ ଏଭଳି ଅପରାଧ ଆଗକୁ ମଧ୍ୟ କରିବି: ରାଜେନ୍ଦ୍ର ଗୁଧା

ଜୟପୁର,୨୨।୭: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଧାନସଭାରେ ନିଜ ସରକାରଙ୍କୁ ଟାର୍ଗେଟ କରିଥିବା କଂଗ୍ରେସ ନେତା ରାଜେନ୍ଦ୍ର ଗୁଧାଙ୍କୁ ମୁଖ୍ୟମନ୍ତ୍ରୀ…

ଗୋଟିଏ ମାସରେ ତୃତୀୟ ଥର ଛତିଶଗଡ଼ ପହଞ୍ଚିବେ ଅମିତ ଶାହା, ନିର୍ବାଚନ ରାଲିକୁ ନେଇ ହେବ ହାଇଲେବଲ ବୈଠକ

ନୂଆଦିଲ୍ଲୀ,୨୨।୭: ଚଳିତ ବର୍ଷ ଶେଷ ବେଳକୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଭାରତୀୟ ଜନତା ପାର୍ଟି(ଭାଜପା)…

ଭାରତ ‘ଏ’-ପାକିସ୍ତାନ ‘ଏ’ ଫାଇନାଲ

କଲମ୍ବୋ, ୨୨ା୭: ଭାରତ ‘ଏ’ ଏଠାରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଏକ ସେମିଫାଇନାଲରେ ବାଂଲାଦେଶକୁ ୫୧ ରନରେ ପରାସ୍ତ କରିଛି। ଦଳ ଫାଇନାଲରେ…

ଆଜିଠୁ ୟୁପିରେ ଆରମ୍ଭ ହେବ ‘ଗଛ ଲଗାଓ, ଗଛ ବଞ୍ଚାଓ’ ଅଭିଯାନ, ୩୫ ଲକ୍ଷ୍ୟ ଚାରା ରୋପଣ କରିବାକୁ ଲକ୍ଷ୍ୟ, ଯୋଗୀ କଲେ ଏହି ଅପିଲ

ଲକ୍ଷ୍ନୌ, ୨୨।୭: ଉତ୍ତରପ୍ରଦେଶରେ ଶନିବାର ଠାରୁ ‘ଗଛ ଲଗାଓ, ଗଛ ବଞ୍ଚାଓ’ ବିଷୟବସ୍ତୁ ଉପରେ ବୃକ୍ଷରୋପଣ ଜନ-ଅଭିଯାନ ଆରମ୍ଭ ହେଉଛି। ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର ୟୁପିରେ…

ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ

ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି…

ସ୍ପେନ୍‌, ସୁଇଜରଲାଣ୍ଡ ବିଜୟୀ

ଡୁନେଡିନ/ ଓ୍ବେଲିଂଟନ/ ମେଲବୋର୍ନ, ୨୨ା୭: ଚଳିତ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ରେ ଶୁକ୍ରବାର ସ୍ପେନ୍‌ ଓ ସୁଇଜରଲାଣ୍ଡ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ କାନାଡା-ନାଇଜେରିଆ ମ୍ୟାଚ…

ତାମିଲନାଡୁରେ ‘ଏନ ମନ, ଏନ ମକ୍କା’ ଯାତ୍ରା ଆରମ୍ଭ କରିବ ଭାଜପା, ଅମିତ ଶାହା କରିବେ ଶୁଭାରମ୍ଭ

ଚେନ୍ନାଇ,୨୨।୭: ୨୦୨୪ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୁଲାଇ ୨୮ରେ ତାମିଲନାଡୁରେ ଭାଜପାର ‘ଏନ ମନ, ଏନ ମକ୍କା’…

୧୮ବର୍ଷୀୟା ପାକିସ୍ତାନ କ୍ରିକେଟରଙ୍କ ଅବସର

କରାଚୀ, ୨୨ା୭ ପାକିସ୍ତାନର ୧୮ବର୍ଷୀୟା ମହିଳା କ୍ରିକେଟର ଆୟେଶା ନସିମ୍‌ଙ୍କ ଅବସର ଘୋଷଣା ନିଷ୍ପତ୍ତିକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମହାନ ଖେଳାଳି ଓ୍ବାସିମ ଆକ୍ରମଙ୍କ…

ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍‌ଚେଟ୍ଟି

ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍‌ମିରାଲ୍‌ ଲିସା ଫ୍ରାନ୍‌ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍‌ ଶୁକ୍ରବାର ନିଷ୍ପତ୍ତି…